ଡୋପ ଟେଷ୍ଟରେ ଫେଲ ହୋଇଥିବା ନେଇ ଚର୍ଚ୍ଚା; ମୋ ପାଖକୁ ଚିଠି ଆସିନାହିଁ : ଦୂତି ଚାନ୍ଦ…

add-all

ଭୁବନେଶ୍ୱର : ଡୋପ ବିବାଦ ନେଇ ମୁହଁ ଖୋଲିଲେ ସ୍ପ୍ରିଣ୍ଟର ଦୂତି ଚାନ୍ଦ। ତାଙ୍କ ପାଖକୁ କୌଣସି ଚିଠି ମିଳିନଥିବା କହିଛନ୍ତି ଦୂତି। ଡୋପ ଟେଷ୍ଟରେ ଫେଲ ହୋଇଥିବା ନେଇ ଚର୍ଚ୍ଚା ହୋଇଛି। ଦେଶର ଦ୍ରୁତତମ ମହିଳା ଦୂତି ଚାନ୍ଦ ଡୋପ ଟେଷ୍ଟରେ ଧରା ପଡ଼ି ସାମୟିକ ନିଲମ୍ବନ ଖବର କୁହାଯାଇଥିଲା। ତେବେ ଏନେଇ ତାଙ୍କ ପାଖରେ କୌଣସି ଚିଠି ପହଞ୍ଚିନଥିବା ଦୂତୀ କହିଛନ୍ତି। ଡୋପ୍‌ ଟେଷ୍ଟ ନେଇ ସଠିକ୍‌ ଖବରକୁ ଅପେକ୍ଷା କରାଯାଉ ବୋଲି କହିଛନ୍ତି ଦୂତି ।

ad-week
Leave A Reply

Your email address will not be published.