ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ୱାମୀ…

add-all

କୋରାପୁଟ: କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଡକ୍ରିବେଢାରେ ଏକ ଅଭାବନୀୟ ଘଟଣାଘଟିଥିବାର ଖବର ମିଳିଛି। ଏଠଠାରେ ଜଣେ ଲୋକ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି। ଦମ୍ପତିଙ୍କ ଭିତରେ ତୀବ୍ର କଳହ ଲାଗିରହିଥିଲା।

ଏହି ପାରିବାରିକ କହଳ ଏପରି ରୂପ ନେଇଥିଲା ଯେ ସ୍ୱାମୀ ଅଜୟ ମୁଦୁଲି ତାଙ୍କ ସ୍ତ୍ରୀ ମମି ଝଡ଼ିଆଙ୍କୁ ହତ୍ୟା କରିଛି।ଏହି ଘଟଣାରେ ପୁଲିସ ଅଜୟଙ୍କୁ ଅଟକ ରଖି ପଚରାଉଚରା କରୁଥିବାର ସୂଚନା ମିଳିଛି। ଏହି ଘଟଣା କୋରାପୁଟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ad-week
Leave A Reply

Your email address will not be published.