ଶ୍ରୀମନ୍ଦିର ନୀତିରେ ମହାବିଳମ୍ବ, ଗତକାଲିର ନୀତି ଆଜି ହେଲା ସମ୍ପନ…

add-all

ପୁରୀ: ଶ୍ରୀମନ୍ଦିରରେ ନୀତିରେ ମହାବିଳମ୍ବ। ଗତକାଲିର ନୀତି ଆଜି ସମାପନ ହେବାରୁ ଆଜି ଭୋର ୫ଟା ସମୟରେ ହୋଇଛି ପହୁଡ। ସ୍ୱାଭାବିକ ଭାବେ ପହୁଡ଼ ଦୈନିକ ରାତିରେ ହୋଇଥାଏ। କିନ୍ତୁ ଗତକାଲି ସରସ୍ୱତି ପୂଜା ଏବଂ ଚାଚେରି ପାଇଁ ଏହି ବିଳମ୍ବ ହୋଇଛି। ତେବେ ଗତକାଲିର ପହୁଡ଼ ବିଳମ୍ବ ହେବାରୁ ଆଜି ଭକ୍ତଙ୍କ ଦର୍ଶନ ମଧ୍ୟ ବିଳମ୍ବ ହେବ। କାଲିର ବିଳମ୍ବ ପାଇଁ ଆଜି ସକାଳ ୭ଟା ସମୟରେ ସିଂହଦ୍ୱାର ଖୋଲିଥିଲା।

ad-week
Leave A Reply

Your email address will not be published.