ସ୍କୁଲରେ ମ୍ୟୁଜିକ ଚେୟାର ଚାଲିଥିବା ବେଳେ ଅଘଟଣ : ନିଶ୍ୱାସ ନେବା ବେଳେ ଛାତିରେ ଯନ୍ତ୍ରଣା, ୨୫ଛାତ୍ରୀ ଗୁରୁତର…

add-all

ସୋର: ୨୫ ଛାତ୍ରୀ ଗୁରୁତର । ସୋର ବରଖୁଡ଼ି ଏମ୍‌ଇ ସ୍କୁଲରେ ମ୍ୟୁଜିକ ଚେୟାର ଖେଳ ବେଳେ ୨୫ଛାତ୍ରୀ ଗୁରୁତର ହୋଇଛନ୍ତି। ନିଃଶ୍ୱାସ ନେବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ସମସ୍ତ ଛାତ୍ରୀଙ୍କୁ ସୋର ଡ଼ାକ୍ତରଖାନରେ ଭର୍ତ୍ତି କରାଯାଇଛି। ଅତି ଗୁରୁତର ଛାତ୍ରୀଙ୍କୁ ବାଲେଶ୍ଵର ସ୍ଥାନାନ୍ତରିତ କରାଯାଇଛି। ଅଧିକାଂଶ ଛାତ୍ରୀଙ୍କୁ ଅକ୍ସିଜେନ୍‌ ଦିଆଯାଇଛି ।

ସମସ୍ତ ଛାତ୍ରୀ ସୁସ୍ଥ ଅଛନ୍ତି ବୋଲି ସୋର ଡ଼ାକ୍ତରଖାନାର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ାକ୍ତର ସତ୍ୟନାରାୟଣ ନାୟକ କହିଛନ୍ତି। ଛାତ୍ରୀ ମାନେ ମାନସିକ ସ୍ତରରେ ଦୁର୍ବଳ ହୋଇପଡିଥିବା କହିଛନ୍ତି ।

ad-week
Leave A Reply

Your email address will not be published.