ପୂର୍ବତନ ସାଂସଦ ବାଲଗୋପାଲ ମିଶ୍ରଙ୍କ ପୁଅର ମୃତ୍ୟୁ, ମର୍ଣ୍ଣିଙ୍ଗ ୱାକ୍‌ ବେଳେ ଧକ୍କା ଦେଲା ଟ୍ରେନ

Independence

ସୁବର୍ଣ୍ଣପୁର: ଟ୍ରେନ ଦୁର୍ଘଟଣାରେ ଯୁବକ ମୃତ। ଘଟଣା ଘଟିଛି ଡୁଙ୍ଗୁରିପାଲି ରେଲୱେ କ୍ରସିଙ୍ଗରେ। ଯୁବକ ଜଣକ ହେଲେ ବଲାଙ୍ଗିର ଜିଲ୍ଲା ସାଲେଭଟା ଗାଁର ବାଲଗୋପାଲ ମିଶ୍ରଙ୍କ ପୁଅ ଅବିନାସ ମିଶ୍ର। ଆଜି ସକାଳେ ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ତାଙ୍କୁ ଟ୍ରେନ ଧକ୍କା ଦେଇଥିଲା।

ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଖବରପାଇ ଡୁଙ୍ଗୁରିପାଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଅରମ୍ଭ କରୁଛି।

ad-week
Leave A Reply

Your email address will not be published.