ଘର ଭିତରୁ ଗୋଟିଏ ପରିବାର ୩ ମୃତଦେହ ଉଦ୍ଧାର

add-all

କୋରାପୁଟ: ଘର ଭିତରୁ ପରିବାରର ୩ ସଦସ୍ୟଙ୍କ ମୃତଦେହ ଉଦ୍ଧାର ହୋଇଛି। ଗୋଟିଏ ପରିବାରର ସ୍ବାମୀ, ସ୍ତ୍ରୀ ଓ ଛୋଟ ଛୁଆର ମୃତଦେହ ଉଦ୍ଧାର କରାଯାଇଛି।

କୋରାପୁଟର ଲକ୍ଷ୍ମୀପୁର ବ୍ଲକ ତୋୟାପୁଟରେ ଅଭାବନୀୟ ଘଟଣା। ବାପାର ମୃତଦେହ ରଶି ଲାଗି ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବାବେଳେ ମା’ର ମୃତଦେହ ସୋଫଡ଼ା ଉପରୁ ଏବଂ ଛୁଆର ମୃତଦେହ ସୋଫାତଳୁ ଉଦ୍ଧାର କରାଯାଇଛି। ଖବରପାଇ ଘଟଣାସ୍ଥଳରେ ଲକ୍ଷ୍ମୀପୁର ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି।

ad-week
Leave A Reply

Your email address will not be published.