ପାରିବାରିକ କଳହରୁ ସ୍ତ୍ରୀକୁ ଠେଙ୍ଗାରେ ପିଟି ହତ୍ୟା କଲା ସ୍ବାମୀ…

add-all

କାମାକ୍ଷାନଗର: କାମାକ୍ଷାନଗର-ପାରିବାରିକ କଳହରୁ ସ୍ୱାମୀର ଉନ୍ମତ୍ତ କାଣ୍ଡ। ଠେଙ୍ଗା ରେ ପିଟି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। ହତ୍ୟା ପରେ ବଡ଼ ଭାଇ ସହ ମିଶି ଘର ପଛ ପାଖ ଜଙ୍ଗଲ କୁ ପୋଡିବାକୁ ନେବା ବେଳେ ମୃତଦେହ ଜବତ କଲା ପୋଲିସ।

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପାଳସ ଗାଁ ରେ ଘଟିଛି ଏହି ଅଭାବନୀୟ ଘଟଣା। ମୃତ ମହିଳା ଜଣକ ହେଲେ ମମତା ଖଟୁଆ। ଅଭିଯୁକ୍ତ ସ୍ୱାମୀ ଅଷ୍ଟମ ଖଟୁଆ ଓ ବଡ଼ ଭାଇ ଶିବ ଖଟୁଆ କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍।

ad-week
Leave A Reply

Your email address will not be published.