ମିଶନଶକ୍ତି ଗୋଷ୍ଠୀକୁ ମିଳିବ ଇଲେକ୍ଟ୍ରୀ ସ୍କୁଟର, ନୂଆ ଯୋଜନାର ପ୍ରସ୍ତାବ ରଖିଲେ ଅର୍ଥମନ୍ତ୍ରୀ…

add-all

ଭୁବନେଶ୍ବର : ମିଶନଶକ୍ତି କର୍ମୀଙ୍କୁ ମିଳିବ ସ୍କୁଟର। ଏଥିପାଇଁ ଯୋଜନା ପସ୍ତୁତ କରିବାକ ଯାଉଛନ୍ତି ରାଜ୍ୟ ସରକାର। ମିଶନଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାପ୍ ଏବଂ ଇସି ସଦସ୍ୟାଙ୍କ ପାଇଁ ଇଲେକ୍ଟ୍ରୋନିକ୍ସ ସ୍କୁଟର ସହାୟତା କରିବା ପାଇଁ ଏକ ନୂଆ ଯୋଜନାର ପ୍ରସ୍ତାବ ରଖିଛନ୍ତି ଅର୍ଥମନ୍ତ୍ରୀ।

ଏହି ଯୋଜନା ଅଧୀନରେ ସ୍କୁଟର କ୍ରୟ ପାଇଁ ନିଆଯାଇଥିବା ବ୍ୟାଙ୍କ ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ରିହାତି ପ୍ରସ୍ତାବ ଦିଆଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ୫୦ କୋଟି ଟଙ୍କାର ବଜେଟ ଆବଣ୍ଟନ ପାଇଁ ପ୍ରସ୍ତାବ ରଖିଛନ୍ତି ଅର୍ଥମନ୍ତ୍ରୀ।

ad-week
Leave A Reply

Your email address will not be published.