ପାରିବାରିକ କଳହରୁ ଜୀବନ ହାରିଲେ ଯୁବକ…

add-all

ବଲାଙ୍ଗିର: ପାରିବାରିକ କଳହରୁ ଯୁବକଙ୍କ ଆତ୍ମହତ୍ୟା। ବଲାଙ୍ଗିର ଗାନ୍ଧିନଗରପଡାରେ ଭଡାରେ ରହୁଥିଲେ ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଗୌରେନମୁଣ୍ଡାର ରୋହିତ ଥାପ୍ପା ଓ ତାଙ୍କ ସ୍ତ୍ରୀ କବିତା ସାହୁ।

ଗତକାଲି ରାତିରେ ମଦ ପିଇବା ପାଇଁ ଟଙ୍କା ମାଗିବାରୁ ଉଭୟ ସ୍ବାମୀ ସ୍ତ୍ରୀ ଝଗଡା ଲାଗିଥିଲେ। ଉଭୟ ଖାଇ ସାରିବା ପରେ ଆଜି ସକାଳୁ ରୋହିତ ଥାପ୍ପାର ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି। ଖବରପାଇ ବଲାଙ୍ଗିର ଟାଉନ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

ad-week
Leave A Reply

Your email address will not be published.