ବେଳାଭୂମି ହେବ ପଟ୍ଟାୟା ଭଳି, ଝୁମିବେ ପର୍ଯ୍ୟଟକ

add-all

ଭୁବନେଶ୍ବର : ବେଳାଭୂମିରେ ଜମିବ ଆସର, ହାତରେ ମଦ ଧରାଇବେ ସରକାର। କୁଡିଆରୁ ମଦ ପିଇବେ, ବେଳାଭୂମିରେ ମାତାଲ ହେବେ। ଯଦି ଆପଣ ଓଡିଶାର କୌଣସି ବେଳାଭୂମିରେ ସପରିବାର ସହ ସମୟ କାଟିବାକୁ ବାହାରୁଥାଆନ୍ତି ତେବେ ସତର୍କ ହୋଇଯିବା ଠିକ୍। କାହିଁକି ନା ଏଣିକି ପରିବାର ସହ ବିଚରେ ବୁଲିବା ଆଉ ପୂର୍ବ ଭଳି ସହଜ ହେବ ନାହିଁ। ପୂର୍ବ ଅପେକ୍ଷା ବିଚ ଅଧିକ ଆଶାନ୍ତ ହୋଇପଡିବ। ରାଜ୍ୟର ସମସ୍ତ ସମୁଦ୍ର ଉପକୂଳରେ ଖୋଲିବ ମଦ ଭାଟି। ସରକାରୀ ଭାବରେ ଦୋକାନ ଖୋଲାଯାଇ ମଦ ବଣ୍ଟାଯିବ। ପର୍ଯ୍ୟଟକଙ୍କ ହାତ ପାଆନ୍ତାରେ ମଦ ମିଳିବ। ଆଉ ମଦ ପିଇ ମାତାଲ ହେବେ। ଝୁମି ଝୁମି ସମୁଦ୍ରରେ ଗାଧୋଇବେ।

ad-week
Leave A Reply

Your email address will not be published.