ବାପାକୁ ଗୁଳି ମାରିଲା ପୁଅ

add-all

ସୁବର୍ଣ୍ଣପୁର: ରକ୍ତ ସମ୍ପର୍କରେ ରକ୍ତ ଛିଟା। ବାପାକୁ ଗୁଳି ମାରିଲା ପୁଅ। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚିନାଜୁରି ଗାଁରେ ଏହି ଘଟଣା ଘଟିଛି। ଘରୋଇ କଳହକୁ କେନ୍ଦ୍ରକରି ପୁଅ ଗଙ୍ଗାଜଳ ମେହେର ବାପା ବିକ୍ରମ ମେହେରକୁ ଚଢ଼େଇ ମରା ବନ୍ଧୁକରେ ଗୁଳି କରିଥିବା ଅଭିଯୋଗ ହୋଇଛି।

ବିକ୍ରମଙ୍କ ଅଣ୍ଟାରେ ଗୁଳିବାଜିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଘଟଣା ପରେ ପୁଅ ଫେରାର ଥିବାବେଳେ ପୋଲିସ ଘଟଣାର ତଦନ୍ତ କରୁଛି।

ad-week
Leave A Reply

Your email address will not be published.