ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜରେ ଠକେଇ ରାକେଟ୍ : ଜିଲ୍ଲା ବିଜୁ ଜନତା ଦଳର କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଦାବୀ…

add-all


ସୁନ୍ଦରଗଡ଼ – ୧୨/୦୪/୨୩ ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜରେ ଚାକିରି ଦେବା ନାଆଁରେ ଠକେଇ ରାକେଟ୍ ର ପର୍ଦ୍ଦାଫାସ ନିମନ୍ତେ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଏବଂ କଡା କାର୍ଯ୍ୟାନୁଷ୍ଠାନ ପାଇଁ ସୁନ୍ଦରଗଡ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜିଲ୍ଲା ସଭାପତି ସୟଦ ସେହବାଜ ହୁସେନଙ୍କ ନେତୃତ୍ବରେ ଜିଲ୍ଲାପାଲଙ୍କ ଅନୁପସ୍ଥିତି ରେ ଅତିରିକ୍ତ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି।ଏହି ସମୟରେ ସୁନ୍ଦରଗଡର ପୂର୍ବତନ ବିଧାୟକ ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଯୋଗେଶ କୁମାର ସିଂହ, ତଳସରା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଡ଼ଃ.ପ୍ରଫୁଲ୍ଲ ମାଝୀ, ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ କୁନ୍ତୀ ପ୍ରଧାନ, ଜିଲ୍ଲା ମହିଳା ସଭାନେତ୍ରୀ ରଞ୍ଜନା ପଣ୍ଡା, ଜିଲ୍ଲା ପରିଷଦ ସଦସ୍ୟମାନଙ୍କ ମଧ୍ୟରେ ଅଶ୍ୱିନୀ କୁମାର ନାଏକ, ଗେଲବତୀ ପଟେଲ, ଉଦିତ୍ ସେଠ୍ , ସୁନ୍ଦରଗଡ ପୌର ପରିଷଦ କାଉନସିଲରମାନଙ୍କ ମଧ୍ୟରେ ଚିରସ୍ମିତା ଯୋଶୀ, ହେମନ୍ତ ପାଢ଼ୀ, କୈଳାଶ ତନ୍ତୀ, ରଜନୀ ରୋହିଦାସ, ଦୁଶୀଳା ଡନସେନା, ସୁଶୀଳା ନାଗ, ଅଝର ହୁସେନ, ବେଣୁଧର ତାଣ୍ଡିଆ , ବିଜୁ ଜନତା ଦଳର କର୍ମକର୍ତ୍ତାମାନଙ୍କ ମଧ୍ୟରେ ଜୟ

ନାରାୟଣ ତ୍ରିପାଠୀ, ସୁମନ୍ତ ପଣ୍ଡା, ଏମ.ଡି କଲିମ୍, ସୁନିଲ ମହାପାତ୍ର, ପଞ୍ଚା ବାର୍ଲା, ନିତ୍ୟାନନ୍ଦ ପଟେଲ, ଅଜିତ ସିଂହ, ଆଶିଷ ତ୍ରିପାଠୀ, ତ୍ରିଲୋଚନ କୋକ, ପଙ୍କଜ ଶ୍ରେଷ୍ଠ, ଅନିରୁଦ୍ଧ ସାହୁ, ମାନସ ରଞ୍ଜନ ବେହେରା, ରଜତ ଅଢା, ଅମନ୍ ହୁସେନ, ଜାଗ୍ରତ ଯୋଶୀ, ଋତୁରାଜ ପୁରୋହିତ, ମୁକେଶ ପୁରୋହିତ, ଶିବାଜି ନାଏକ, ସୁବ୍ରତ ନାଏକ, ସୁଶାନ୍ତ ଦେବ୍, ରାଜା ହୋତା, ନିଖିଲ ସାହୁ, ବିଶ୍ଵ ରାଉତ୍, ବିକାସ ରାଉତରାୟ, ନିଲୁ ପଟେଲ, ମେହେତବ୍ ଶେଖ୍, ମଣ୍ଟୁ ପଟ୍ଟନାୟକ, ସୋମ୍ୟ ସାହୁ, ପିଣ୍ଟୁ ସେଠ୍, ବଣ୍ଟି ପଟେଲ, ଶୁଭମ୍ ବାଗ, ବାଙ୍କୁ କଲେତ, ଶେଖର ପଟେଲ, ସୁରଜ୍ ପଟେଲ୍ ପ୍ରମୁଖ ଉପସ୍ଥିତ ଥିଲେ।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼

ad-week
Leave A Reply

Your email address will not be published.