ଆମ ମୁଣ୍ଡରେ ଅଠା ବୋଳାଯାଇଛି : ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ

add-all

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ସ୍ବାମୀ ଜଗବନ୍ଧୁ ଚାନ୍ଦ ବୁଧବାର ବିସ୍ଫୋରକ ବୟାନ ଦେଇଛନ୍ତି। ସ୍ବାସ୍ଥ୍ୟ ଅବସ୍ଥା ଭଲ ନାହିଁ। ଡାକ୍ତରୀ ଚିକିତ୍ସା ପାଇଁ ହସ୍ପିଟାଲ୍ ଆସିଛି ବୋଲି କହିଛନ୍ତି। ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଏସବୁ ଚକ୍ରାନ୍ତ ବୋଲି କହିଛନ୍ତି ।

ସେ ଝିଅକୁ ପଇସା ଲୋଭ ଦେଖେଇ ଆମ ବିରୋଧରେ ଏତଲା ଦେଇଛି। ଆମ ମୁଣ୍ଡରେ ଅଠା ବୋଲିଛି। ତା ସହ ଆହୁରି ଅନେକ ଲୋକ ଅଛନ୍ତି। ସେମାନଙ୍କୁ ବାହାର କରନ୍ତୁ। ଆମେ କାହାକୁ ପଇସା ମାଗିନୁ। ସବୁ ମିଛ କଥା। ସମୟ ଆସିଲେ ଆମେ ସବୁ କହିବୁ।

ad-week
Leave A Reply

Your email address will not be published.