ପିପିଲି : ବଜ୍ରପାତରେ ଚାଷୀ ମୃତ। ମୃତକ ହେଲେ ପିପିଲି ତେଇଶିପୁର ପଞ୍ଚାୟତର ପୋଡଙ୍ଗ ଗ୍ରାମର ଜାପାନୀ ଗୁରୁ। ବ୍ୟକ୍ତି ଜଣଙ୍କ ଗୁହାଳରୁ ଗୋରୁଙ୍କ କାମ ସାରି ଘରକୁ ଫେରୁଥିବା ବେଳେ ବଜ୍ରପାତ ଘଟିଥିଲା। ଫଳରେ ସେଠାରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା।
Recover your password.
A password will be e-mailed to you.

Next Post
Recover your password.
A password will be e-mailed to you.