କଟକରୁ ତାନ୍ତ୍ରିକ ଠକ ଗିରଫ, ଲୋକଙ୍କ ଠାରୁ ଠକିଛି କୋଟି କୋଟି ଟଙ୍କା

add-all

କଟକ: ବଡ଼ ଠକ ଗିରଫ। କେସରପୁର ଅଞ୍ଚଳର ମୁଲାନା କୈଫି ଖାନକୁ ଗିରଫ କଲା ମଙ୍ଗଳାବାଗ ଥାନା ପୋଲିସ। ଦୁଇ ଦାମୀ କାର ଜବତ। ଏକ ବୁଲେଟ ଜବତ। ଦୁଇ ଲକ୍ଷ ୭୬ ହଜାର ୪୧୦ ନଗଦ ଟଙ୍କା ଜବତ। ୭୦ ଟି ମୋବାଇଲ ଫୋନ ଜବତ। ୨୦ ଟି ଦାମୀ ଘଣ୍ଟା ଜବତ। ୧୩ ଟି ବିଭିନ୍ନ ପଲିସି ଏବଂ ବଣ୍ଡ କାଗଜପତ୍ର ଜବତ। ବିପୁଳ ପରିମାଣରେ ପିତ୍ତଳ ମୂର୍ତି, ହୀରା ପରି ଦିଶୁଥିବା କାଥ ଧାତୁ, ପିତ୍ତଳ ବିସ୍କୁଟ ଜବତ।

ନିଜକୁ ତାନ୍ତ୍ରିକ ପରିଚୟ ଦେଇ ଠକୁ ଥିଲା ଅଭିଯୁକ୍ତ। କୋଟି କୋଟି ଟଙ୍କାର ଠକେଇ କରିଛି। ଘର ଭିତରୁ ନକରାତ୍ମକ ଶକ୍ତି ଦୂର କରି ଦେବ କହି ଠକୁ ଥିଲା ଅଭିଯୁକ୍ତ। ଭୂତ ବାଧା ଦୂର କରିବାକୁ ଦେଉଥିଲା ପ୍ରତିଶୃତି।

ad-week
Leave A Reply

Your email address will not be published.