ପୁଣି ଥରେ ଥାନାର ଦ୍ୱାରସ୍ଥ ହେଲେ ସାଂସଦ ଅନୁଭବ ମହାନ୍ତି

add-all

କଟକ: ପୁଣି ଥାନାର ଦ୍ୱାରସ୍ଥ ହେଲେ ସାଂସଦ ଅନୁଭବ ମହାନ୍ତି । କଟକ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି । ୨୦୨୦ରେ ଏକ ଘଟଣାରେ ଏତଲା ଦେଇଛନ୍ତି ଅନୁଭବ । ଏତଲା ପରେ ମାମଲା ରୁଜୁ କରିଛି ପୋଲିସ । କିଛି ସାମାଜିକ କର୍ମୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଅନୁଭବ ।

ରେ ଦର୍ଶାଇଛନ୍ତି ମାନବାଧିକାର କର୍ମୀ ପରିଚୟ ଦେଇ କିଛି ମହିଳା ତାଙ୍କ ଘରକୁ ପଶିଥିଲେ। ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାରେ ଘରକୁ ଆସି ଦୁର୍ବ୍ୟବହାର କରିଥିବା ଅନୁଭବ ଅଭିଯୋଗ କରିଛନ୍ତି। ଏନେଇ ଅନୁଭବ ଫେସ୍‌ବୁକ୍‌ରେ ଏକ ପୋଷ୍ଟ କରି FIR କପି ଶେୟାର କରିଛନ୍ତି।

ad-week
Leave A Reply

Your email address will not be published.