ପଞ୍ଚାୟତ ଅଫିସକୁ ଭତ୍ତା ପାଇଁ ଯିବା ବେଳେ ଧକ୍କା ଦେଲା ଟ୍ରକ: ମା ମୃତ, ପୁଅ ଗୁରୁତର

add-all

ଜଳେଶ୍ବର: ରୂପ୍ସା ଥାନା ଅନ୍ତର୍ଗତ ପାଟପୁର ବଜାର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଟ୍ରକ ଧକ୍କାରେ ମା ମୃତ, ପୁଅ ଗୁରୁତର। ପଞ୍ଚାୟତ ଅଫିସକୁ ସାଇକେଲରେ ଭତ୍ତା ଆଣିବାକୁ ଯାଉଥିବା ବେଳେ ଧକ୍କା ଦେଲା ଟ୍ରକ। ଗୁରୁତର ଅବସ୍ଥାରେ ପୁଅକୁ ଉଦ୍ଧାର କରି ବାଲେଶ୍ବର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଘଟଣା ସ୍ଥଳରେ ଉତ୍ତେଜନାକାରୀ ଓ ପରିବାର ଲୋକେ କ୍ଷତିପୂରଣ ଦାବିରେ ମୃତକଙ୍କ ଶବକୁ ରଖି ଧାରଣାରେ ବସିଛନ୍ତି। ସେପଟେ ଟ୍ରକକୁ ଜବଦ କରି ରୂପ୍ସା ପୋଲିସର ତଦନ୍ତ ଜାରି କରିଛି।

ad-week
Leave A Reply

Your email address will not be published.