ଦୁର୍ଘଟଣା ପରେ ବାହାନଗା ଷ୍ଟେସନ ASM ଫେରାର, ଜିଆରପି ଥାନାରେ ମାମଲା ରୁଜୁ…

add-all

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନରେ ଦୁର୍ଘଟଣା ପରେ ASM ଫେରାର। ASM ଏସବି ମହାନ୍ତି ଫେରାର। ଗତକାଲି ଏସବି ମହାନ୍ତି ଷ୍ଟେସନ ଦାୟିତ୍ୱରେ ଥିଲେ।

ଗତକାଲି ସଂଧ୍ୟାରେ ବାହାନଗା ଷ୍ଟେସନରେ କରମଣ୍ଡଳ ଏକ୍ସପ୍ରେସ ସମେତ ୩ଟି ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରଠାରୁ ସେ ଫେରାର ଅଛନ୍ତି। ଦୁର୍ଘଟଣା ନେଇ ଜିଆରପି ଥାନାରେ ଏକ ମାମଲା ରୁଜୁ ହୋଇଛି।

ad-week
Leave A Reply

Your email address will not be published.