ବାଣ ବିସ୍ଫୋରଣରେ ସଂପର୍କୀୟ ମଉସା ଓ ପୁତୁରା ଗୁରୁତର, ଜଣେ ଭୁବନେଶ୍ବର ସ୍ଥାନାନ୍ତର

ନୟାଗଡ :ବାଣ ବିସ୍ଫୋରଣରେ ସଂପର୍କୀୟ ମଉସା ଓ ପୁତୁରା ଗୁରୁତର । ନୟାଗଡ ଜିଲ୍ଲା ନୂଆଗାଁ ଥାନା ହିରାଦେଇପୁରରେ ଏହି ଅଘଟଣ ଘଟିଛି। ଜଣେ ନୟାଗଡ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଅନ୍ଯ ଜଣଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଦୁଇ ଗୁରୁତର ହେଲେ ଦଶପଲ୍ଲା…

୩ କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ

ନୂଆପଡ଼ା: ନୂଆପଡ଼ା ସୀମାନ୍ତ ଛତିଶଗଡ଼ର ଗରିଆବନ୍ଧ ସ୍ଥିତ ପୋଲିସ ମୁଖ୍ୟାଳୟରେ ୩ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନେ ହେଲେ ଏସଡିକେ ଡେପୁଟି କମାଣ୍ଡର ଦିଲୀପ । ଏସଡିକେ ଏରିଆ କମିଟି ସଦସ୍ୟ ମଞ୍ଜୁଳା ଏବଂ ବରଗଡ଼ ଏରିଆ କମିଟି ସଦସ୍ୟ ସୁନିତା । ଜଣେ ପୋଲିସ ଅଧିକାରୀ…

ନାରୀ ନିର୍ଯାତନା ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସ ଘେରାଉ

ଖୋର୍ଦ୍ଧା : ନାରୀ ନିର୍ଯାତନା ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ । ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସ ଘେରାଉ । ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ପକ୍ଷରୁ ମଧ୍ୟ ଜିଲ୍ଲାପାଳହ୍କ ଅଫିସ ଘେରାଉ କରାଯାଇଛି । ଏଥିରେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ସାମିଲ ହୋଇଥିଲେ…

୨୦ ମିନିଟରେ ଲୁଟିନେଲେ ୨୫ କୋଟିର ଅଳଙ୍କାର

ଆରା: ବିହାରର ଆରାରେ ଥିବା ତନିସ୍କ ଶୋ'ରୁମକୁ ଟାର୍ଗେଟ କରିଛନ୍ତି ଡକାୟତ। ଭୋଜପୁର ଜିଲ୍ଲା ଆରା ବଜାରର ଗୋପାଳି ଛକରେ ଥିବା ତନିସ୍କ ଶୋ'ରୁମ୍ ରେ ଡକାୟତମାନେ ପଶି ସୋ'ରୁମ୍ କର୍ମଚାରୀଙ୍କୁ ବନ୍ଧକ ରଖି ମାତ୍ର ୨୦ ମିନିଟ୍ ମଧ୍ୟରେ ୨୫ କୋଟିରୁ ଅଧିକ ଟଙ୍କାର ଗହଣା ଲୁଟି ନେଇଛନ୍ତି। ଆଇନ…

ରାଜ୍ୟର ପୂର୍ବତନ ଓ ବର୍ତ୍ତମାନ ସାଂସଦଙ୍କ ନାଁରେ ୨୨ଟି ମାମଲା

ଭୁବନେଶ୍ୱର: ରାଜ୍ୟର ପୂର୍ବତନ ଓ ବର୍ତ୍ତମାନ ସାଂସଦଙ୍କ ନାଁରେ ରହିଛି ୨୨ଟି ଅପରାଧିକ ମାମଲା । ଏଥିସହ ୩୯ଟି ଫୌଜଦାରୀ ମାମଲା ମଧ୍ୟ ରୁଜୁ ହୋଇଛି । ସେହିପରି ବର୍ତ୍ତମାନ ଓ ପୂର୍ବତନ ବିଧାୟକଙ୍କ ନାଁରେ ରହିଛି ମୋଟ ୧୧୫ଟି ମାମଲା । ଏଥିସହ ବିଧାୟକଙ୍କ ନାଁରେ ୪୧୮ଟି ଫୌଜଦାରୀ ମାମଲା ରୁଜୁ…

ଗର୍ଜିଲେ ଆଶା କର୍ମୀ, ଦାବି ପୂରଣ ନ ହେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଚେତାବନୀ

ଭୁବନେଶ୍ୱର : ରାଜଧାନୀରେ ଗର୍ଜିଲେ ଆଶା କର୍ମୀ । ୧୮ ଦଫା ଦାବିରେ ଆଶାକର୍ମୀଙ୍କ ଭୁବନେଶ୍ବର ଲୋୟର ପିଏମଜିରେ ଗଣଧାରଣା । ଡବଲ ଇଂଜିନ ସରକାର ତୁରନ୍ତ ଦାବି ପୂରଣ ନକଲେ ଆଶାକର୍ମୀମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । …

୫ ବର୍ଷରେ ୮୨୭ ସରକାରୀ କର୍ମଚାରୀ ଗିରଫ

ଭୁବନେଶ୍ୱର: ସୋମବାର ଚାଲିଥିବା ବିଧାନସଭା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ବିଧାୟକ ଅଗସ୍ତି ବେହେରାଙ୍କ ପ୍ରଶ୍ନର ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ ୫ ବର୍ଷରେ ଗିରଫ ହୋଇଛନ୍ତି ୮୨୭ ସରକାରୀ କର୍ମଚାରୀ । ସେହିପରି ୪୩୬ ସରକାରୀ କର୍ମଚାରୀ ବିଭିନ୍ନ ମୋକଦ୍ଦମାରେ ଦଣ୍ଡିତ…

ବିଧାନସଭାରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ଚାଲିପାରିଲାନି ପ୍ରଶ୍ନକାଳ

ଭୁବନେଶ୍ୱର : ବିଧାନସଭାରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ । ଚାଲିପାରିଲାନି ପ୍ରଶ୍ନକାଳ । ଗୃହରେ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକ ପ୍ରବଳ ହୋହାଲ୍ଲା ଓ ନାରାବାଜି କରିଛନ୍ତି । ଓଡ଼ିଶାକୁ ଭାଗ ଭାଗ ଚଳିବ ନାହିଁ । ପ୍ଲାକାର୍ଡ ଦେଖାଇ ଗୃହ ମଧ୍ୟ ଭାଗରେ…

ରାଜସ୍ବ ବଢାଉଛି ତମାଖୁ, ଗୁଟକା: ୫ ବର୍ଷରେ ୬ ହଜାର କୋଟି ଆଦାୟ

ଭୁବନେଶ୍ବର: ରାଜ ରାଜସ୍ବ ବୃଦ୍ଧି କରୁଛି ତମାଖୁ, ଗୁଟକା ବେପାର । ୫ ବର୍ଷରେ ରାଜକୋଷକୁ ଦେଇଛି ୬ ହଜାର କୋଟିରୁ ଅଧିକ ଟଙ୍କା ଟିକସ । ଆଜି ବିଧାନସଭାରେ ଏପରି କିଛି ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତରରେ…

ତୁଣ୍ଡରେ ଲଗାମ ଲଗାଅ: ଧର୍ମେନ୍ଦ୍ର ଓ ଷ୍ଟାଲିନ ମୁହାଁମୁହିଁ

ନୂଆଦିଲ୍ଲୀ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନର ଜବାବ ଦେଇ ତାଙ୍କୁ 'ଅହଂକାରୀ' ବୋଲି କହିଛନ୍ତି। ପୂର୍ବରୁ, କେନ୍ଦ୍ରମନ୍ତ୍ରୀ ତାମିଲନାଡୁ ସରକାରଙ୍କୁ 'ବେଇମାନ' ବୋଲି କହିଥିଲେ। ଲୋକସଭାରେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…