Sign in
Sign in
Recover your password.
A password will be e-mailed to you.
ଆଗାମୀ ୮ ବର୍ଷ ପର୍ଯ୍ୟନ୍ତ ଭାରତର ଆଧିପତ୍ୟ ରହିବ: କୋହଲି
ନୂଆଦିଲ୍ଲୀ: ବିଶ୍ବ କ୍ରିକେଟ୍ରେ ଆଗାମୀ ୮ ବର୍ଷ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଦଳ ଆଧିପତ୍ୟ ଜାହିର କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ବରିଷ୍ଠ ବ୍ୟାଟସମ୍ୟାନ ବିରାଟ କୋହଲି। ଦୁବାଇରେ ନ୍ୟୁଜିଲାଣ୍ଡକୁ ଫାଇନାଲରେ ହରାଇ ଚମ୍ପିଆନ୍ସ ଟ୍ରଫି ଜିତିଥିଲା ଭାରତ। ଭାରତୀୟ ଦଳର ଭବିଷ୍ୟତ!-->…
ଚେନ୍ନାଇରେ ସଂସଦୀୟ କ୍ଷେତ୍ର ସୀମା ପୁନଃ ନିର୍ଦ୍ଧାରଣ ବିବାଦ ପ୍ରସଙ୍ଗରେ ବୈଠକରେ ଯୋଗ ଦେବେ ନବୀନ ପଟ୍ଟନାୟକ
ଆସନ୍ତା ୨୨ରେ ଚେନ୍ନାଇରେ ସଂସଦୀୟ କ୍ଷେତ୍ର ସୀମା ପୁନଃ ନିର୍ଦ୍ଧାରଣ ବିବାଦ ପ୍ରସଙ୍ଗରେ ହେବାକୁ ଥିବା ବୈଠକରେ ଯୋଗ ଦେବେ ନବୀନ ପଟ୍ଟନାୟକ । ବୈଠକରେ ଯୋଗ ଦେବାକୁ ସହମତି ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତାମିଲନାଡୁ ସାଂସଦ ଦୟାନିଧି ମାରାନ ଓ ଶିଳ୍ପ ମନ୍ତ୍ରୀ!-->…
ରାଜା ଚକ୍ରଙ୍କ ୩ଟି ଠିକଣାରେ ଆଜି ବି ଚଢାଉ
ଭୁବନେଶ୍ଵର: ବିଜେଡି ନେତା ରାଜା ଚକ୍ରଙ୍କ ୩ଟି ଠିକଣାରେ ଆଜି ବି ଚଢାଉ । କ୍ରାଇମବ୍ରାଞ୍ଚ, EOW ଓ ଏସ୍ଟିଏଫ୍ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି । ବଣାଇ, ଗୋପାଳପୁର ବନ୍ଦର, କେନ୍ଦୁଝର ଟାଉନରେ ଚାଲିଛି ରେଡ୍ । ସେପଟେ ଅନ୍ତରୀଣ ସୁରକ୍ଷାରେ ଥିବା ରାଜାଙ୍କ ଆଜି ହାଇକୋର୍ଟରେ ରହିଛି ଶୁଣାଣି!-->…
ଧରାକୋଟ ଅଞ୍ଚଳରେ ଥିବା ମୁଣ୍ଡମରେଇ ମିଲେରକୁ ପ୍ରଶାସନ ର ଏତେ ଭୟ କାହିଁକି…..?
ଗମ ଧାନର ଆଳ ଦେଖାଇ ମିଲେର ମାଲା ମାଲ ଚାଷୀ ବେହାଲ…….!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକରେ ଚଳିତ ବର୍ଷ ଧାନ ମିଲେର ମାନଙ୍କୁ ପ୍ରଶାସନ ପକ୍ଷରୁ ଛୁଟ ଦିଆଯାଇଥିବା ଆଲୋଚନା ହେଉଛି। ଧରାକୋଟ -ମୁଣ୍ଡମରେଇ ରାସ୍ତାର ୫୯ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ମିଲେରଙ୍କ ମନ!-->!-->!-->!-->!-->…
ଆସିକା ରେ ପାନୀୟ ଜଳ ଯୋଗାଣ ନାଁରେ ଜଗାଉଛି ଜହର : ଜନସ୍ୱାସ୍ଥ୍ୟ ବିଭାଗ କୋମାରେ…….!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳ ବାସୀ ଦେଶ ସ୍ୱାଧୀନତା ପର ଠାରୁ ପାନୀୟ ଜଳର ସମସ୍ୟା ର ସମ୍ମୁଖୀନ ହୋଇନଥିଲେ। ବର୍ତ୍ତମାନ କିଛି ଦିନ ହେଲା ଜନ ସ୍ୱାସ୍ଥ୍ୟ ବିଭାଗ ର ମର୍ଜୀ ଓ ଟାଟା ପାୱାର ର ମର୍ଜୀ ହେଲେ ସହର ବାସୀଙ୍କୁ ଜଳ ଯୋଗାଣ ହେଉଛି। ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ର!-->…
ଜୀବନ ସହ ସଂଗ୍ରାମ କରୁଛନ୍ତି ୩ ବର୍ଷର ଶିଶୁ କନ୍ୟା ଅନୁଷ୍କା, କିଡ଼ନୀ ପ୍ରତ୍ୟାରୋପଣ ନିମନ୍ତେ ଡିଆଇସି ନିକଟରେ ଆବେଦନ…
ଛତ୍ରପୁର : ଜୀବନ ସହ ସଂଗ୍ରାମ କରୁଛି ଜଣେ ୩ବର୍ଷ ର ଶିଶୁ କନ୍ୟା, ସେପଟେ ଶିଶୁ କନ୍ୟା ର ଜୀବନ ବଞ୍ଚାଇବା ନିମନ୍ତେ କାନ୍ଦି କାନ୍ଦି ସହାୟତା ନିମନ୍ତେ ନିବେଦନ କରୁଛନ୍ତି ମା , ଏଭଳି ଦୁଖଃଦ ଘଟଣା ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମପଞ୍ଚାୟତର ଚମାଖଣ୍ଡି ଛକ ସ୍ଥିତ ଏନ.କ୍ରିଷ୍ଣା!-->…
ଆଶା କର୍ମଚାରୀ ମହାସଂଘର ୧୦ ଦଫା ସମ୍ବଳିତ ଦାବିପତ୍ର
ବ୍ରହ୍ମପୁର : ଭାରତୀୟ ମଜଦୂର ସଂଘ ଦ୍ଵାରା ପରିଚାଳିତ ଅଖିଳ ଭାରତୀୟ ଆଶା କର୍ମଚାରୀ ମହାସଂଘ ଏବଂ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘର ନିଷ୍ପତ୍ତି କ୍ରମେ ସାରା ଦେଶର ସମସ୍ତ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ଜରିଆରେ ୧୦ ଦଫା ସମ୍ବଳିତ ଦାବିପତ୍ର!-->…
୧୦ଦଫା ଦାବୀ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡିଶା ରାଜ୍ୟ ଆଶାକର୍ମୀସଂଘ ଗଞ୍ଜାମ ଜିଲ୍ଲା କମିଟି ର ବିକ୍ଷୋଭ
ଛତ୍ରପୁର : ଭାରତୀୟ ମଜଦୂର ସଂଘ ର ଅନୁବନ୍ଧିତ ଓଡ଼ିଶାରାଜ୍ୟ ଆଶାକର୍ମୀସଂଘ ଗଞ୍ଜାମ ଜିଲା କମିଟି ପକ୍ଷରୁ୧୦ଦଫା ଦାବୀ ନେଇ ସୋମବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏନେଇ ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ!-->!-->!-->…
ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲା କଂଗ୍ରେସ
ଛତ୍ରପୁର : ବିଜେପି ସରକାର ର ଶାସନ କାଳ ରେ ଓଡିଶା ରେ ଭୂଷିଡ଼ି ପଡ଼ିଥିବା ଆଇନ ଶୃଙ୍ଖଳାର ପ୍ରତିବାଦରେ ଗଞ୍ଜାମ ଜିଲା କଂଗ୍ରେସ କମିଟି(ପୂର୍ବ ) ପକ୍ଷରୁ ସୋମବାର ପୂର୍ବାହ୍ନରେ ମହିଳାମାନଙ୍କ ପ୍ରତି ଅକଥନୀୟ ନିର୍ଯାତନା ବିରୋଧରେ ଏବଂ ମହିଳାମାନଙ୍କ ସୁରକ୍ଷା ଦାବିରେ ଜିଲାପାଳ!-->…
ନାରୀ ନିର୍ଯାତନା ପ୍ରତିବାଦରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲା କନ୍ଧମାଳ ଜିଲ୍ଲା କଂଗ୍ରେସ
କନ୍ଧମାଳ : ରାଜ୍ୟରେ ଦିନକୁ ଦିନ ବଢୁଛି ନାରୀ ନିର୍ଯାତନା। ଏହାର ପ୍ରତିବାଦରେ କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯାଇଛି। କଂଗ୍ରେସ କାର୍ଯ୍ୟାଳୟରୁ ନେତା ଏବଂ କର୍ମୀମାନେ ଏକ ବିରାଟ ରାଲିରେ ବାହାରି ସମଗ୍ର ସହର ପରିକ୍ରମା କରିଥିଲେ। ଏହାପରେ!-->…