Sign in
Sign in
Recover your password.
A password will be e-mailed to you.
ସିବିଏସଇ ଦ୍ୱାଦଶ ଶ୍ରେଣୀର ଇଂରାଜୀ ପ୍ରଶ୍ନପତ୍ର ପରିବର୍ତ୍ତନ
ମୟୂରଭଞ୍ଜ: ଓଡ଼ିଶାରେ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଏକ ବଡ଼ ଅନିୟମିତତା ସାମ୍ନାକୁ ଆସିଛି। ମଙ୍ଗଳବାର ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ଆଦର୍ଶ ବିଦ୍ୟାଳୟର ୩୨ ଜଣ ଛାତ୍ରଛାତ୍ରୀଙ୍କ ସିବିଏସଇ ଦ୍ୱାଦଶ ଶ୍ରେଣୀ ପ୍ରଶ୍ନପତ୍ର ପରିବର୍ତ୍ତନ ହେବା ପରେ ସେମାନେ ଆଶ୍ଚର୍ଯ୍ୟ!-->…
ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ସୃଷ୍ଟି ହେଲେ ୮ ଲକ୍ଷରୁ ଅଧିକ ଲକ୍ଷପତି ଦିଦି
ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନିର୍ଦ୍ଦେଶକ୍ରମେ ଆଜି ସମଗ୍ର ରାଜ୍ୟରେ ଲକ୍ଷପତି ଦିଦି ଯୋଜନା ଉପରେ ଏକ ଦିବସୀୟ ଜିଲ୍ଲାସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି । ସମନ୍ୱୟ ଓ ସହଭାଗିତା ମାଧ୍ୟମରେ ବିଭିନ୍ନ ଜୀବନ ଜୀବିକା କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବା ଏବଂ ସମସ୍ତ!-->…
ପଞ୍ଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣି
ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବଗା ପଞ୍ଚାୟତ ର କୃଷ୍ଣ ଗଡଟିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ କୁଆଁରମୁଣ୍ଡା ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ!-->…
ଦୁଇ ବିଧାୟକଙ୍କ ବିରୋଧରେ ଚାଲିବ ନିର୍ବାଚନୀ ଅନିୟମିତତା ମାମଲା
କଟକ: ଜଳେଶ୍ଵର ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର ଓ ନର୍ଲା ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କୁ ହାଇକୋର୍ଟରୁ ଝଟକା ମିଳିଛି । ବିଧାନସଭା ନିର୍ବାଚନୀ ଅନିୟମିତତା ଅଭିଯୋଗ ମାମଲାରେ ଏହି ଦୁଇ ବିଧାୟକଙ୍କୁ ନିରାଶ ହେବାକୁ ପଡିଛି । ନିର୍ବାଚନ ଅନିୟମିତତା ନେଇ ସେମାନଙ୍କ ବିରୁଦ୍ଧରେ!-->…
ଦେଶରେ ବଢୁଛି ସ୍ବାଇନ ଫ୍ଲୁ ମାମଲା, ୧୬ ରାଜ୍ୟରେ ୫୧୬ ଆକ୍ରାନ୍ତ
ନୂଆଦିଲ୍ଲୀ : ଦେଶରେ ସ୍ୱାଇନ୍ ଫ୍ଲୁ ବା ଏଚ୍୧ଏନ୍୧ ଭୂତାଣୁ ସଂକ୍ରମଣ ପୁଣି ବ୍ୟାପିବାରେ ଲାଗିଛି। ଦେଶର ୮ଟି ରାଜ୍ୟରେ ଏହାର ପ୍ରସାର ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଜାନୁଆରୀ ୨୦୨୫ରେ ୧୬ଟି ରାଜ୍ୟରେ ୫୧୬ ଜଣ ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ୬ ଜଣଙ୍କ!-->…
କାହିଁକି ‘ବନ୍ଦେ ଉତ୍କଳ ଜନନୀ’ ଗାଇବେ? ‘ବନ୍ଦେ ଓଡିଶା ଜନନୀ’ ଗାଇଲେ ଆପତ୍ତି ନାହିଁ
ଭୁବନେଶ୍ବର: ‘କାହିଁକି ବନ୍ଦେ ଉତ୍କଳ ଜନନୀ ଗାଇବେ? ବନ୍ଦେ ଓଡିଶା ଜନନୀ ଗାଇଲେ ମୋର କିଛି ଆପତ୍ତି ନାହିଁ ।’ କିଛି ଏଭଳି କହି ଉତ୍କଳ ଏବଂ କୋଶଳ ଓ କଳିଙ୍ଗ ପ୍ରସଙ୍ଗ ଉଠାଇଥିବା ଜୟନାରାୟଣ ଏବେ ଏନେଇ ସ୍ପଷ୍ଟିକରଣ ଦେଇଛନ୍ତି । କହିଛନ୍ତି, ମୁଁ ବିଭାଜନ ନେଇ କୌଣସି କଥା କହିନାହିଁ । ମୁଁ!-->…
ବୁଡ଼ାଗୁଡା ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ରେବିଙ୍ଗିଆ ପଞ୍ଚାୟତର ବୁଡ଼ାଗୁଡା ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ର ପ୍ରଧାନଶିକ୍ଷକ କାଶୀନାଥ ସାହୁଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ!-->…
ବିଦାୟୀ ଭାଷଣ ପରେ ଜିଭ ଦେଖାଇ ଚେୟାର ଉଠାଇ ନେଲେ ଟ୍ରୁଡୋ
ନୂଆଦିଲ୍ଲୀ: କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଓଟାୱାସ୍ଥିତ ହାଉସ୍ ଅଫ୍ କମନ୍ସରେ ମାର୍କ କାର୍ନିଙ୍କୁ ଉତ୍ତରାଧିକାରୀ ଭାବରେ ଘୋଷଣା କରିଛନ୍ତି।
ମାର୍କ କାର୍ନି କାନାଡାର ନୂତନ ପ୍ରଧାନମନ୍ତ୍ରୀ ହେବେ। ଜଷ୍ଟିନ୍ ଟ୍ରୁଡୋ ଆନୁଷ୍ଠାନିକ ଭାବରେ ହାଉସ୍ ଅଫ୍ କମନ୍ସରେ!-->!-->!-->…
ଆତ୍ମସୁରକ୍ଷା କୌଶଳ ତାଲିମ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଆତ୍ମସୁରକ୍ଷା କୌଶଳ ତାଲିମ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି l ଏଥିରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ +୩ ପ୍ରଥମ ବର୍ଷ ଛାତ୍ରୀମାନଙ୍କ ପାଇଁ ଆତ୍ମସୁରକ୍ଷା କୌଶଳ!-->…
ଦିଲ୍ଲୀରେ ବନ୍ଦ ହେବ ପେଟ୍ରୋଲ-ଡିଜେଲ୍ ଗାଡି !
ନୂଆଦିଲ୍ଲୀ : ଦିଲ୍ଲୀ ସରକାର ଇଭି ପଲିସି ୨.୦ ନେଇ ଘୋଷଣା କରିଦେଇଛନ୍ତି । ଏହି ନୂଆ ନିୟମ ଅନୁସାରେ ୨୦୨୭ ସୁଦ୍ଧା ଦିଲ୍ଲୀରେ ପଞ୍ଜୀକରଣ ହୋଇଥିବା ଗାଡିରୁ ୯୫ ପ୍ରତିଶତ କେବଳ ଇଲେକ୍ଟ୍ରିକ୍ ଗାଡି ଭାବେ ପଞ୍ଜୀକୃତ ହେବାକୁ ଲକ୍ଷ୍ୟ ରଖିଛନ୍ତି । ଦିଲ୍ଲୀରେ ଇଭି ନିୟମ ପ୍ରଥମ ଥର ୨୦୨୦!-->…