ଲକ୍ଷପତି ଦିଦି ସମ୍ପର୍କିତ ଜିଲ୍ଲାସ୍ତରୀୟ କର୍ମଶାଳା : ମହିଳାଗଣ ସୁଦୃଢ ଓ ସ୍ବାବଲମ୍ବୀ ହେବେ – ଜିଲ୍ଲାପାଳ

ଛତ୍ରପୁର : ମିଶନ୍ ଶକ୍ତି ବିଭାଗ ଅନ୍ତର୍ଗତ ଓଡିଶା ଜୀବିକା ମିଶନ୍ ଦ୍ବାରା ଓଡିଶାର ପ୍ରତ୍ୟେକ ମହିଳା ଗଣ ଆର୍ଥକ ସ୍ଥିତିର ସୃଦଢ ହୋଇ ସେମାନେ କେମିତି ସ୍ବାବଲମ୍ବୀ ହୋଇ ପାରିବେ ସେହି ଲକ୍ଷ୍ଯ ନେଇ “ଲକ୍ଷପତି ଦିଦି“ କାର୍ଯ୍ୟକ୍ରମ, ମଙ୍ଗଳବାର ଏହି ସମ୍ପର୍କିତ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା…

ହୋଟେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର : ପୋଲିସର ତଦନ୍ତ ଜାରି

ଛତ୍ରପୁର,: ହୋଟେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଛତ୍ରପୁର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଆଶାପ୍ରାଇଡ ହୋଟେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ରାଉରକେଲା ଅଞ୍ଚଳର ପ୍ରମୋଦ କୁମାର ମହାକୁଡ଼ ବୋଲି ଜଣାପଡିଛି । ପ୍ରମୋଦ ଗତକାଲି କିଛି ସାଙ୍ଗମାନଙ୍କ ସହ…

ଓଡିଶା ଜଳସାଥି ମହାସଂଘ ଗଞ୍ଜାମ ଜିଲ୍ଲା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର…

ଛତ୍ରପୁର : ନିୟମିତ ବେତନ ଏବଂ ସାମାଜିକ ନିରାପତ୍ତାର ସୁବିଧା, ସର୍ବନିମ୍ନ ବେତନ, ବାର୍ଷିକ ବୋନସ ପ୍ରଦାନ, ସମସ୍ତଙ୍କୁ ବୀମା ଭୁକ୍ତ କରିବା ସମେତ ୨୦ଦଫା ଦାବୀ ନେଇ ଓଡିଶା ଜଳସାଥି ମହାସଂଘ ଗଞ୍ଜାମ ଜିଲା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି, ଏନେଇ…

ବିଭିନ୍ନ ଥାନା ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ : ଗଞ୍ଜେଇ ଚାଷର ସଂପୂର୍ଣ୍ଣ ମୂଳୋତ୍ପାଟନ ପାଇଁ ନିର୍ଦ୍ଦେଶ

କନ୍ଧମାଳ : କନ୍ଧମାଳ ଜିଲ୍ଲା ପୋଲିସ ୪ ଟି ଥାନା ଅଞ୍ଚଳରେ ଚଢ଼ାଉ କରି ୮ହଜାର ୨୮୫ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ କରିବାରେ ପୋଲିସ ସକ୍ଷମ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ଗଞ୍ଜେଇ ଚୋରା ଚାଲାଣ ରୋକିବାକୁ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଥିବା ବେଳେ ସେହି ଅନୁଯାୟୀ, ରାଜ୍ୟର…

ବେଆଇନ ବାଲି ଚୋରାଚାଲାଣ, ୩ ଟ୍ରାକ୍ଟର ଜବତ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ତହସିଲ ତଥା ହିଞ୍ଜିଳି ଥାନା ଖରିଡା ଋଷିକୂଲ୍ୟା ନଦୀ ଓ ଆଡପଡା ନିକଟସ୍ଥ ଘୋଡାହାଡ ନଦୀରୁ ବେଆଇନ ବାଲି ଚୋରାଚାଲାଣ ଚାଲିଥିବା ବେଳେ ପୁଲିସ ଚଢାଉ କରିଛି। ଚଢାଉ ସମୟରେ ୩ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରାଯାଇଥିବା ବେଳେବେଳେ ଟ୍ରାକ୍ଟର ଚାଳକ ମାନେ ନଦୀ…

ସମୁଦ୍ର ମୁହାଣ ଖୋଳାକୁ ନେଇ ଦୁଇ ଗ୍ରାମ ମଧ୍ୟରେ ଆକ୍ରମଣ, ପ୍ରତି ଆକ୍ରମଣ, ଘଟଣାରେ ଉଭୟ ଗ୍ରାମର୪୦ ଜଣ ଗିରଫ

ଚିକିଟି - ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ସମୁଦ୍ର କୂଳିଆ ଗାଁ ରମେୟା ପଟ୍ଟନା ଓ କୁତୁର ଗ୍ରାମ ରେ ଦୁଇ ଦିନ ହେଲା ଲାଗିରହିଛି ଉତ୍ତେଜନା । ରମେୟ ପାଟଣା ଗ୍ରାମ ବସି ସମୁଦ୍ର ଭିତରକୁ ଡଙ୍ଗା ନେବା ପାଇଁ ମେସିନ ସାହାର୍ଯ୍ୟରେ ମୁହାଣକୁ ଖୋଳି ଥିଲେ । ଏହାକୁ ବିରୋଧ କରିଥିଲେ…

ବୋମାମାଡ଼ ଘଟଣାରେ ୨ ଗିରଫ

ବ୍ରହ୍ମପୁର : ରବିବାର ରାତ୍ର ୮.୩୦ ମିନିଟ ସମୟରେ ଗୋକର୍ଣ୍ଣପୁର ଗ୍ରାମର ଔଷଧ ଦୋକାନ ଉପରକୁ ହୋଇଥିବା ବୋମାମାଡ଼ ଘଟଣାରେ ଦୁଇଜଣକୁ ଗିରଫ କରିଛି ଦିଗପହଣ୍ଡି ଥାନା ପୁଲିସ । ଦିଗପହଣ୍ଡିଥାନା ଅନ୍ତର୍ଗତ ଗୋକର୍ଣ୍ଣପୁର ଗ୍ରାମ ମୁଖ୍ୟ ରାସ୍ତା ଉପରେ ଥିବା ଔଷଧ ଦୋକାନକୁ ଟାର୍ଗେଟ କରି ବୋମାମାଡ଼…

ତାରା ବାହିନୀପତି ବିଧାନସଭାରୁ ୭ ଦିନ ପାଇଁ ସସ୍‌ପେଣ୍ଡ

ଭୁବନେଶ୍ବର: ଗୃହରୁ ସସପେଣ୍ଡ ହୋଇଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ବିଶୃଙ୍ଖଳିତ ଆଚରଣ ପାଇଁ ୭ ଦିନ ପାଇଁ ଗୃହରୁ ସସପେଣ୍ଡ ହେଲେ ତାରା। ତାଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି ସୁରମା ପାଢୀ। ସୂଚନା ମୁତବକ, ମଙ୍ଗଳବାର ବିଧାନସଭା ଅଧିବେଶନ ଚାଲିଥିବା ସମୟରେ ଗୃହରେ…

ନିର୍ବାଚନ ପ୍ରକ୍ରିୟାର ସିଏଜି ଅଡିଟ ଦାବି କରି ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେଡିର ସଂସଦୀୟ ଟିମ

ନୂଆଦିଲ୍ଲୀ : ନିର୍ବାଚନ ପ୍ରକ୍ରିୟାର ସିଏଜି କିମ୍ବା ନିରପେକ୍ଷ ଅଡିଟରଙ୍କ ଦ୍ବାରା ଅଡିଟ କରିବାକୁ ଦାବି କରିଛି ବିଜେଡି । ଗତ ସାଧାରଣ ନିର୍ବାଚନରେ ହୋଇଥିବା ଅନିୟମିତତା ଅଭିଯୋଗ ପ୍ରସଙ୍ଗରେ ଆଜି ପୁଣି ଥରେ ନିର୍ବାଚନ କମିଶନଙ୍କୁ ଭେଟି ଏହି ଦାବି କରିଛି ବିଜେଡିର ସଂସଦୀୟ ଟିମ । …

ଲଣ୍ଠନ ଧରି ମୁଖ୍ୟମନ୍ତ୍ରୀଙ୍କୁ ଖୋଜିଲେ ବିଜେଡି ବିଧାୟକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହଜି ଯାଇଛନ୍ତି । ତେଣୁ ତାଙ୍କୁ ଖୋଜିବାକୁ ବାହାରିଛନ୍ତି ବିଜେଡି ବିଧାୟକ । ହାତରେ ଧରିଛନ୍ତି ଲଣ୍ଠନ । ବିଧାନସଭାରେ କୋଠରୀରୁ କୋଠରୀ ବୁଲି ଖୋଜୁଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ।ଆଜି ଗୃହରେ ବିଜେପି ବିଧାୟକଙ୍କ ଗୁଣ୍ଠାରାଜ ଦେଖିବାକୁ ମିଳିଛି ।…