ସାମ୍ବାଦିକଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ପଦବୀ; ଟ୍ରମ୍ପଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଲେ ଅବସରପ୍ରାପ୍ତ ସେନା…

ନୂଆଦିଲ୍ଲୀ : ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କ୍ୟାବିନେଟ ସାରା ବିଶ୍ଵରେ ଆଲୋଚନାର ପ୍ରସଙ୍ଗ ପାଲଟିଛି। ତେବେ ଟ୍ରମ୍ପଙ୍କ ୨ୟ କାର୍ଯ୍ୟକାଳରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିବା ପିଟ୍‌ ହେଗସେଥଙ୍କୁ ନେଇ ବିବାଦ ସୃଷ୍ଟି ହୋଇଛି। ଫକ୍ସ ଖବର ସରବରାହ

ଉତ୍ତରପ୍ରଦେଶରେ ତେଜୁଛି ଛାତ୍ର ଆନ୍ଦୋଳନ, ୟୁପିପିଏସସି ମୁଖ୍ୟାଳୟରେ ଧସେଇ ପଶିବାକୁ ଶତାଧିକ ଛାତ୍ରଙ୍କ ଉଦ୍ୟମ

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ଲୋକସେବା ଆୟୋଗ(ୟୁପିପିଏସସି) ଦ୍ଵାରା ଆୟୋଜିତ ପ୍ରଶାସନିକ ସେବା ଏବଂ ଆରଓ-ଏଆରଓ ପରୀକ୍ଷାକୁ ଦୁଇଟି ଦିନରେ ସମ୍ପନ୍ନ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ୩ ଦିନ ଧରି ବିକ୍ଷୋଭ ପ୍ରଦର୍ଶନ

ସ୍କୁଟର୍‌ ଡିକିରେ ଲୁଚାଇ ନେଉଥିଲେ ଦେଢ଼ କୋଟି, ମାଡ଼ି ବସିଲା ପୁଲିସ

ନୂଆଦିଲ୍ଲୀ : ପାଖେଇ ଆସିଲାଣି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ତାରିଖ। ଆଉ ମାତ୍ର ଦିନ କେଇଟା ପରେ ପଡ଼ିବ ଭୋଟ୍‌। ଏଥିପାଇଁ ଜୋର୍‌ସୋର୍‌ରେ ସମସ୍ତ ରାଜନୈତିକ ଦଳ ପ୍ରଚାର ପ୍ରସାରରେ ଲାଗିପଡିଛନ୍ତି। ସେପେଟେ ନିର୍ବାଚନ ଆଚରଣ ବିଧି ମଧ୍ୟରେ ଘନ ଘନ ଚେକିଂ କରୁଛି ପୁଲିସ। ଏହାରି ଭିତରେ ଜବତ

ଡୋମିନିକାର ସର୍ବୋଚ୍ଚ ସମ୍ମାନ ପାଇବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ଡୋମିନିକାର ସର୍ବୋଚ୍ଚ ସମ୍ମାନ ପାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁବାର ଏହି କାରବୀୟ ଆଇଲ୍ୟାଣ୍ଡ ପକ୍ଷରୁ ଦେଶର ସର୍ବୋଚ୍ଚ ସମ୍ମାନ 'ଦି ଡୋମିନିକା ଆୱର୍ଡ ଅଫ୍ ଅନର୍' ଘୋଷଣା କରାଯାଇଛି। କୋଭିଡ୍-୧୯ ସମୟରେ ଭାରତରୁ ୭୦ ହଜାର କୋଭିଡ୍ ଟିକା ଡୋମିନିକା ପଠାଯାଇଥିଲା।

ମୁମ୍ବାଇ ବିମାନ ବନ୍ଦରକୁ ଉଡ଼ାଇବାକୁ ଧମକ, ବଢ଼ିଲା ସୁରକ୍ଷା

ମୁମ୍ବାଇ : ବୋମା ଲଗାଇ ଉଡ଼ାଇ ଦେବୁ ବିମାନ ବନ୍ଦର। ମୁମ୍ବାଇ ଡୋମେଷ୍ଟିକ୍ ଏୟାପୋର୍ଟର (T1) ସିଆଇଏସ୍‌ଏଫ୍‌ କଣ୍ଟ୍ରୋଲ ରୁମ୍‌କୁ ଏଭଳି କିଛି ଧମକପୂର୍ଣ୍ଣ ଫୋନ୍‌ କଲ ଆସିଛି। ମହମ୍ମଦ ନାମକ ଜଣେ ବ୍ୟକ୍ତି ମୁମ୍ବାଇରୁ ଆଜେରବାଇଜାନକୁ ବିସ୍ଫୋରକ ସାମଗ୍ରୀ ନେଇ ଯାଉଥିବା ଧମକରେ କେହି ଜଣେ

ପ୍ରଚାର କରୁଥିଲେ ଓଓ୍ୱେସି, ମଞ୍ଚ ଉପରେ ପୁଲିସ ଧରାଇଲା ନୋଟିସ୍‌

ମୁମ୍ବାଇ : ଆସନ୍ତା ୨୦ ତାରିଖରେ ପଡ଼ିବ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଭୋଟ। ୨୩ରେ ଆସିବ ଫଳାଫଳ। ଏହି ନିର୍ବାଚନକୁ ନେଇ ସମସ୍ତ ରାଜନୈତିକ ଦଳ ଏହି ନିର୍ବାଚନ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହାରି ଭିତରେ AIMIM ମୁଖ୍ୟ ଅସଦୁଦ୍ଦିନ ଓଓ୍ୱେସି ମହାରାଷ୍ଟ୍ରର ସୋଲାପୁରରେ

ଶିକ୍ଷକ ଅଭାବ ଯୋଗୁଁ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ…

ମାଲକାନଗିରି : ମାଲକାନଗିରି ସଦର ବ୍ଲକ ଗୌଡଗୁଡା ପଂଚାୟତ ଅନ୍ତର୍ଗତ ଏମ୍‌.ଭି. ୯ ଗ୍ରାମର ପ୍ରାଥମିକ ବିଦ୍ୟାଳୟକୁ ଗ୍ରାମବାସୀ ତାଲା ପକାଇ ବିକ୍ଷୋଭ ଜଣାଇଛନ୍ତିା ସେମାନଙ୍କ କହିବା ଅନୁଯାୟୀ ଏହି ବିଦ୍ୟାଳୟରେ ମୋଟ ୩୦୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ ରତ ଥିବାବେଳେ କେବଳ ୪ଜଣ ଶିକ୍ଷକ ଅଛନ୍ତିା

ଜିଲ୍ଳା କୁଇ ସାମାଜ ସେବା ସମିତି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା କୁଇ ସମାଜ ସେବା ସମିତି କାର୍ଯ୍ୟାଳୟ ଫୁଲବାଣୀ ଠାରେ ଡ଼ ଭିମରାଓ ଆମ୍ବେଦକର ସୃତି କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ସଭାପତି ସମିର ଘଟା ଲଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା l ଆସନ୍ତା ୨୬ ନଭେମ୍ବର ୨୦୨୪ ରେ ସମ୍ବିଧାନ ଦିବସ ପାଳନ ଉପଲକ୍ଷେ କୁଇ

ଆସିକା ସମେଇଗୁଡା ଗ୍ରାମରେ ସମ୍ପର୍କରେ ରକ୍ତର ଛିଟା ଭାଇ ଭାଉଜକୁ ହତ୍ୟା.!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଥାନା ଇଲାକାର ସମେଇ ଗୁଡା ଗ୍ରାମରେ ଡ଼ବଲ ହତ୍ୟା। ଆଜି ସକାଳ ୯ ଘଣ୍ଟା ସମୟରେ ଖଣ୍ଡ ଦେଉଳି ପଞ୍ଚାୟତ ସମେଇ ଗୁଡା ଗ୍ରାମ ନିକଟରେ ଥିବା ଏକ ଚାଷ ଜମିରେ ସାନ ଭାଇ ବଡ଼ ଭାଇର ଗଳା କାଟି ହତ୍ୟା କରିବା ପରେ ଭାଉଜ କୁ ଆକ୍ରମଣ କରି ବିଷ ପିଆଇ ଦେଇଥିଲା।

ସିଆଇଏସଏଫକୁ ମିଳିଲା ପ୍ରଥମ ମହିଳା ବାଟାଲିୟନ

ନୂଆଦିଲ୍ଲୀ: ଗୃହ ମନ୍ତ୍ରଣାଳୟ ସିଆଇଏସ୍ଏଫ୍ ର ପ୍ରଥମ ମହିଳା ବାଟାଲିୟନ ପ୍ରତିଷ୍ଠା ପାଇଁ ଅନୁମୋଦନ ଦେଇଛି । ବୁଧବାର (ନଭେମ୍ବର ୧୩) ଗୃହମନ୍ତ୍ରୀ ଅମିତ ଶାହା ସିଆଇଏସଏଫରେ ମହିଳା ବାଟାଲିୟନ ପ୍ରତିଷ୍ଠା ସମ୍ପର୍କରେ ସୂଚନା ଦେବାବେଳେ ଏହାକୁ ଐତିହାସିକ ନିଷ୍ପତ୍ତି ବୋଲି କହିଛନ୍ତି। ଅମିତ