Sign in
Sign in
Recover your password.
A password will be e-mailed to you.
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଏକ୍ସିକ୍ୟୁଟିଭ୍ ଇଞ୍ଜିନିୟରଙ୍କୁ ବାନ୍ଧିଲା ଭିଜିଲାନ୍ସ
ସମ୍ବଲପୁର : ଗିରଫ ହେଲେ କୋଟିପତି ବାବୁ । ସମ୍ବଲପୁର କମାଣ୍ଡ ଏରିଆ ଡେଭଲପମେଣ୍ଟ ଅଥରିଟି ଡିଭିଜନର ନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କଲା ଭିଜିଲାନ୍ସ । ତଦନ୍ତ ବେଳେ ଏହି ସମ୍ପତ୍ତିର ଉତ୍ସ ସମ୍ପର୍କରେ ପଦ୍ମଲୋଚନ ନାୟକ!-->…
ହିତାଧିକାରୀଙ୍କୁ ମିଳୁନି ଚାଉଳ, ଗୋଦାମ ଆଗରେ ପଞ୍ଚାୟତବାସୀଙ୍କ ବିକ୍ଷୋଭ
ଭଦ୍ରକ: ହିତାଧିକାରୀ ମାନଙ୍କୁ ମିଳୁନି ଚାଉଳ । ଚାଉଳ ନଦେଇ ହଇରାଣ କରୁଛନ୍ତି ଡିଲର। ପ୍ରତିବାଦରେ ଭଦ୍ରକ ବ୍ଲକ ଅର୍ଣ୍ଣପାଳଦ୍ୱାରା ପଞ୍ଚାୟତ ବାସୀଙ୍କ ଡିଲରଙ୍କ ଗୋଦାମ ସମ୍ମୁଖରେ ବିକ୍ଷୋଭ ଓ ହୋହାଲ୍ଲା । ଏହି ପଞ୍ଚାୟତରେ ଜଣେ ଡିଲର ଦୀର୍ଘ ଦିନ ଧରି ରହିବା ଫଳରେ ସେ!-->…
ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍ ବୈଠକ, ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ସମୁଦ୍ର ସୀମା ହେବ ଆହୁରି ସୁରକ୍ଷିତ! । ଉପକୂଳ ସୁରକ୍ଷା ପାଇଁ ମହାମନ୍ଥନ । ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ହୋଇଛି ମଲ୍ଟି ଏଜେନସି ମାରିଟାଇମ ସିକ୍ୟୁରିଟି ଗ୍ରୁପ ପଲିସୀ ବୈଠକ । ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବୈଠକରେ ମୁଖ୍ୟ ଶାସନ ସଚିବ,!-->…
୨ ଲକ୍ଷ ଟଙ୍କା ଲାଞ୍ଚ ନେଇ ବନ୍ଧା ହେଲେ ଲାଞ୍ଚୁଆ ନିର୍ବାହୀ ଯନ୍ତ୍ରୀ
ରାୟଗଡ଼ା: ଲାଞ୍ଚୁଆ ନିର୍ବାହୀ ଯନ୍ତ୍ରୀ ଗିରଫ । ଅବସରର ସପ୍ତାହେ ପୂର୍ବରୁ ବନ୍ଧା ହେଲେ ରାୟଗଡ଼ା ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ କୁମାର ପଟ୍ଟନାୟକ । ୨ ଲକ୍ଷ ଟଙ୍କା ଲାଞ୍ଚ ନେଲାବେଳେ ଧରିଥିଲା ଭିଜିଲାନ୍ସ । ତଲାସି ସମୟରେ ରାୟଗଡ଼ା ସରକାରୀ!-->…
ଟୋକନ ମିଳିବାର ୨୪ଦିନ ପରେ ବି ମଣ୍ଡିରୁ ଉଠିଲାନି ଧାନ, ଜୀବନ ହାରିଲେ ଚାଷୀ
ନୂଆପଡା: ରବି ଋତୁରେ ଦିନକୁ ଦିନ ବିଷମ ହେବାରେ ଲାଗିଛି ମଣ୍ଢି ସମସ୍ୟା । ଏବେବି ନୂଆ ପଡ଼ା ଜିଲ୍ଲାର ବିଭିନ୍ନ ମଣ୍ଡିରେ ବିକ୍ରି ନହୋଇ ପଡିରହିଛି ପ୍ରାୟ ୩ଲକ୍ଷ ବସ୍ତା ଧାନ । ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଜୀବନ ହାରିଲେ ଚାଷୀ । ନୂଆପଡା ଜିଲ୍ଲା କୋମନା ବ୍ଲକ ଜଡାମୁଣ୍ଡା!-->…
ପାଠ୍ୟ ପୁସ୍ତକ ତ୍ରୁଟି ଘଟଣା; SCERT କାର୍ଯ୍ୟାଳୟରେ ତଦନ୍ତ କମିଟି ସଦସ୍ୟ
ଭୁବନେଶ୍ବର : ପାଠ୍ୟ ପୁସ୍ତକରେ ତ୍ରୁଟି ଘଟଣାରେ SCERT କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗଠିତ ତଦନ୍ତ କମିଟିର ତନାଘନା । ଦୋଷୀଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ ।
ସୂଚନା ଅନୁଯାୟୀ, ବୁଧବାର ସକାଳୁ SCERT ଅଫିସରେ ପହଁଛିନ୍ତି ତଦନ୍ତ କମିଟି ସଦସ୍ୟ । ଓଡ଼ିଆଭାଷା!-->!-->!-->…
ସମସ୍ତ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟରରେ ଅଗ୍ନି ନିରାପତ୍ତା ଅଡିଟ୍
ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓ.ଏସ୍.ଡି.ଏମ୍.ଏ) ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଏବଂ ଦକ୍ଷତା ବିକାଶ କେନ୍ଦ୍ରଗୁଡ଼ିକରେ ଅଗ୍ନି ନିରାପତ୍ତା ପ୍ରସ୍ତୁତିର କଡ଼ା ସମୀକ୍ଷା ଏବଂ ଅଡିଟ୍!-->…
ବେଆଇନ ଭାବେ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ଅଭିଯୋଗ, ବିଡିଓ ଓ ତହସିଲଦାରଙ୍କ ନିକଟରେ ଫେରାଦ ହେଲେ ଗ୍ରାମବାସୀ
ମାଲକାନଗିରି, ୨୪ ଜୁନ : ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡ଼ା ଗ୍ରାମପଞ୍ଚାୟତର ଏମ୍.ଭି.-୧୧ ଗ୍ରାମରେ ଅନିୟମିତ ଭାବେ ଗୋଷ୍ଠୀ କେନ୍ଦ୍ର ନିର୍ମାଣ କରାଯାଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଗ୍ରାମପଞ୍ଚାୟତର ସରପଞ୍ଚ ଓ ଗ୍ରାମବାସୀମାନେ ମାଲକାନଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ!-->…
ଅନାସ୍ଥା ରାଜନୀତି: ଦୁଇ ଜିଲ୍ଲା ପରିଷଦ ସଭ୍ୟଙ୍କ ପଦ ରଦ୍ଦ
ବାଲେଶ୍ୱର: ପୁଣି ତେଜିଛି ଅନାସ୍ଥା ରାଜନୀତି। ଏହି କ୍ରମରେ ନୀଳଗିରିର ୨ ଜିଲ୍ଲାପରିଷଦ ସଭ୍ୟଙ୍କ ପଦ ରଦ୍ଦ ହୋଇଛି । ଏନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ନିର୍ବାଚନ କମିସନ । ଏହି ଦୁଇ ଜିଲ୍ଲା ପରିଷଦ ସଭ୍ୟ ହେଲେ ନୀଳଗିରି ୧୩ ନମ୍ବର ଜୋନର ଗତିକୃଷ୍ଣ ନନ୍ଦ ଓ ୧୧ ନମ୍ବର ଜୋନର ସୁବର୍ଣ୍ଣା!-->…
ବିଡିଓ ଓ IICଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ SP ଅଫିସ୍ ଆଗରେ ଚାମେଲିଙ୍କ ଧାରଣା
କେନ୍ଦ୍ରାପଡ଼ା: SPଙ୍କ ଅଫିସ୍ ଆଗରେ ଧାରଣା ଦେଇଛନ୍ତି ତିଖିରି ସରପଞ୍ଚ ଚାମେଲି ଓଝା । ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ମହାକାଳପଡ଼ା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ ମହାକାଳପଡ଼ା ଥାନା ଆଇଆଇସି ଏବଂ ମହାକାଳପଡ଼ା ବିଡିଓଙ୍କ!-->…