ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଆନ, ସରିଲା ରାଜ୍ୟସଭା କାର୍ଯ୍ୟକାଳ

ନୂଆଦିଲ୍ଲୀ : ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ୍ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବା ପରେ ସେ କେନ୍ଦ୍ର ମନ୍ତ୍ରୀ ପରିଷଦରୁ ଓହରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ

୬୫ ସ୍ବତନ୍ତ୍ର ବ୍ୟକ୍ତିତ୍ବଙ୍କୁ ପଦ୍ମ ପୁରସ୍କାର, ୩ ଓଡ଼ିଆଙ୍କୁ ପଦ୍ମଶ୍ରୀ ସମ୍ମାନ

ନୂଆଦିଲ୍ଲୀ: ମଙ୍ଗଳବାର ରାଷ୍ଟ୍ରପତି ଭବନରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ବଭିନ୍ନ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ସ୍ବତନ୍ତ୍ର ବ୍ୟକ୍ତିତ୍ବଙ୍କୁ ଦିଆଯାଇଛି ପଦ୍ମ ସମ୍ମାନ। ୬୫ ଜଣ ବ୍ୟକ୍ତିତ୍ବଙ୍କୁ ମିଳିଛି ପଦ୍ମ ପୁରସ୍କାର। ସ୍ବତନ୍ତ୍ର ସମାରୋହରେ ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ

କତାର LNG ଫ୍ୟାକ୍ଟ୍ରିବିସ୍ଫୋରଣରେ ୧୨ ଭାରତୀୟଙ୍କ ସମେତ ୧୩ ମୃତ

ନୂଆଦିଲ୍ଲୀ : କତାରରେ ଭୟାବହ ବିସ୍ଫୋରଣ । ୧୨ ଭାରତୀୟଙ୍କ ସମେତ ୧୩ ମୃତ୍ୟୁ ହୋଇଥିବା ବେଳେ ୬୬ ଆହତ ହୋଇଛନ୍ତି । ବୃହତ୍ତମ ଏଲଏନଜି ହବ୍ ‘ରସ ଲାଫାନ ଇଣ୍ଡଷ୍ଟ୍ରିଆଲ ସିଟି’ରେ ଥିବା ବାରଜାନ ସ୍ଥାନୀୟ ଗ୍ୟାସ ଯୋଗାଣ ପ୍ରତିଷ୍ଠାନରେ ଏକ ଭୟାବହ ବିସ୍ଫୋରଣ ଘଟିଥିଲା । ଘଟଣାକୁ ନେଇ

ସ୍ୱାଭାବିକ ହେଲା ଟେଲିଗ୍ରାମ୍ ସେବା, VPN ବିନା ଚାଲିବ ଆପ୍

ନୂଆଦିଲ୍ଲୀ : ଭାରତର କୋଟି କୋଟି ଟେଲିଗ୍ରାମ୍ ୟୁଜର୍ସଙ୍କ ପାଇଁ ବଡ଼ ଆଶ୍ଵସ୍ତିକର ଖବର। ସାରା ଦେଶରେ ଟେଲିଗ୍ରାମ୍ ସେବା ପୁଣିଥରେ ସମ୍ପୂର୍ଣ୍ଣ ଭାବେ ସ୍ଵାଭାବିକ ହୋଇଛି। ଆଜି ଠାରୁ ବ୍ୟବହାରକାରୀମାନେ କୌଣସି VPN ବିନା ଆପ୍ କୁ ସହଜରେ ବ୍ୟବହାର କରିପାରୁଛନ୍ତି। NEET-UG ୨୦୨୬ ପୁନଃ

ମୁସିଲିମ୍ ଦେଶର ଢାଲ ସାଜିବ ବ୍ରହ୍ମୋସ୍, ମିଡିଲ୍ ଇଷ୍ଟରେ ଭାରତର ଗର୍ଜନ

ନୂଆଦିଲ୍ଲୀ: ମିଡିଲ୍ ଇଷ୍ଟରେ ଭାରତର ମହାଡିଲ୍! ମୁସିଲିମ୍ ଦେଶର ଢାଲ ସାଜିବ ବ୍ରହ୍ମୋସ୍ ଏବଂ ଆକାଶତୀର! ବଦଳିଯିବ ଖାଡ଼ି ଅଞ୍ଚଳର ସୁରକ୍ଷା ଚିତ୍ର! ମଧ୍ୟ ପୂର୍ବରେ ଇରାନ-ଇସ୍ରାଏଲ-ଆମେରିକା ସଂଘର୍ଷ ପରେ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଥିବା ବେଳେ, ଭାରତ ପାଇଁ ଆସିପାରେ ଏକ ବଡ଼ କୂଟନୈତିକ ଓ

‘ଭରସା ଯୋଜନା’ରେ ବେରୋଜଗାରଙ୍କୁ ମାସକୁ ମିଳିବ ୩ ହଜାର ଟଙ୍କା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ବିଜେପି ସରକାର ରାଜ୍ୟର ବେରୋଜଗାରଙ୍କୁ ସାହାଯ୍ୟ କରିବା ପାଇଁ ବଜେଟରେ “ଭରସା” ଯୋଜନା ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ପ୍ରଥମ ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ସ୍ୱପନ ଦାସଗୁପ୍ତା କହିଛନ୍ତି ଯେ “ଭରସା” ଯୋଜନା ଅଧୀନରେ ୧୦୦,୦୦୦ରୁ କମ୍ ବାର୍ଷିକ ଆୟ

ମହାପ୍ରଭୁଙ୍କ ଦର୍ଶନ ଲାଗି ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ : ବିଶ୍ୱ ପ୍ରସିଦ୍ଧ ମହାପ୍ରଭୁଙ୍କ ରଥଯାତ୍ରାକୁ ଆଉ ଅଳ୍ପ ଦିନ ବାକି। ଏଥିପାଇଁ ରଥ ନିର୍ମାଣ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀବାସୀଙ୍କୁ ଶ୍ରମୀନ୍ଦିର ଭିତରକୁ ପ୍ରବେଶ ସୁଗମ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଓକାକ୍

ପୁଅର ଛୁରାମାଡ଼ରେ ବାପା ମୃତ

ବଣାଇ : ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ବାରସୁଆଁ ବସ୍ ଷ୍ଟାଣ୍ଡ ନିକଟସ୍ଥ ଗାବ୍ରିୟାଲ ସାହିରେ ଏକ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ପୁଅର ଛୁରୀ ଆଘାତରେ ବାପାଙ୍କ ମୃତ୍ୟୁ ଘଟିଥିବାବେଳେ ଅଭିଯୁକ୍ତ ପୁଅ ଘଟଣା ପରେ ଫେରାର ହୋଇଯାଇଛି।ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୭ଟା ସମୟରେ

ତାମିଲନାଡୁରୁ ଭୁବନେଶ୍ବର ଆସିଲା ୫ ଶ୍ରମିକଙ୍କ ମୃତଦେହ, ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଲା ୫ ଜଣ ଶ୍ରମିକଙ୍କ ମୃତଦେହ । ତାମିଲନାଡୁ ଅମୋନିଆ ଗ୍ୟାସ୍ ଲିକ୍ ଟ୍ରାଜେଡିରେ ପ୍ରାଣ ହରାଇଥିବା ୫ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ ଦେହ ଭୁବନେଶ୍ୱର କାର୍ଗୋ ବିମାନ ବନ୍ଦରରେ ପହଞ୍ଚିଲା । ସ୍ୱତନ୍ତ୍ର ବିମାନ ଯୋଗେ ୫ ମୃତ ଶ୍ରମିକଙ୍କ ପାର୍ଥିବ ଶରୀର

ଲାଟିନରୁ ଗୋଟିଏ ବଡ଼ ନାଗ ୨୯ଟି ଛୋଟ ସାପ ଉଦ୍ଧାର

ଭଦ୍ରକ: ଲାଟିନ ଭିତରୁ ଉଦ୍ଧାର ହେଲା ମାଳ ମାଳ ନାଗ । ଗୋଟିଏ ବଡ଼ ନାଗ ସହିତ ୨୯ଟି ଛୋଟ ନାଗ ସାପ ଉଦ୍ଧାର । ଭଦ୍ରକ ବନ୍ତ ଥାନା ତରାଗ ନାୟକ ସାହିର ସୁରେନ୍ଦ୍ର ସାମଲଙ୍କ ଘରୁ ବାହାରିଛି ସାପ । ଘର ବାହାରେ ଥିବା ଲାଟିନ ଭିତରୁ ନାଗ ସାପକୁ ଉଦ୍ଧାର କରାଯାଇଛି । ସୁରେନ୍ଦ୍ର ଶୌଚ ହେବାକୁ