ଆଡମିସନ ଓ ରି- ଆଡମିସନ ନାଁରେ କଲେଜ ଛାତ୍ର ଛାତ୍ରୀଙ୍କୁ ଠକୁଛନ୍ତି ସାଇବର ଠକ

ଜଗତସିଂହପୁର: ସାଇବର ଠକଙ୍କ ଟାର୍ଗେଟରେ କଲେଜ ଛାତ୍ର ଛାତ୍ରୀ । ଆଡମିସନ, ରି- ଆଡମିସନ ପାଇଁ ଛାତ୍ରଛାତ୍ରୀଙ୍କୁ ଟଙ୍କା ମାଗୁଛନ୍ତି ସାଇବର ଠକ । ଜଗତସିଂହପୁର ଜିଲ୍ଲାର ବିଭିନ୍ନ କଲେଜରୁ ଏଭଳି ଅଭିଯୋଗ ଆସିବା ପରେ ବଡ଼ଧରଣର ସାଇବର ଠକେଇ ପଦାକୁ ଆସିଛି । ଗାଦିବ୍ରହ୍ମ ମହିଳା ଉଚ୍ଚ

ଏଥର ରଥଯାତ୍ରା ଜଗିବେ ୨୦୦ ପ୍ଲାଟୁନ ଫୋର୍ସ, ସିସିଟିଭି ନଜରରେ ରହିବ ସାରା ସହର

ପୁରୀ: ଚଳିତବର୍ଷ ରଥଯାତ୍ରା ଜଗିବେ ୨୦୦ ପ୍ଲାଟୁନ ଫୋର୍ସ । ସିସିଟିଭି ନଜରରେ ରହିବ ସହର । ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଅନୁଷ୍ଠିତ ଦ୍ବିତୀୟ ସମନ୍ବୟ ବୈଠକରେ ନିଷ୍ପତ୍ତି । ବୈଠକରେ ରଥ ନିର୍ମାଣ,ସ୍ଵାସ୍ଥ୍ୟ ଓ ପରିମଳ,ବିଦ୍ୟୁତ୍ ଯୋଗାଣ,ପାନୀୟ ଜଳ ଯୋଗାଣ ସୁରକ୍ଷା,ପରିବହନ

ଚାକିରି ଦେବାକୁ କହି ୨୫ ଲକ୍ଷ ଟଙ୍କା ଠକେଇ, ମହିଳା ଗିରଫ

ଭୁବନେଶ୍ୱର: 420 ମହିଳାଙ୍କୁ ଗିରଫ କଲା ମୈତ୍ରୀବିହାର ପୋଲିସ। ଷ୍ଟାଫ୍ ସିଲେକ୍ସନ କମିଶନରେ ଚାକିରି ଦେବାକୁ କହି ପ୍ରାୟ ୨୫ ଲକ୍ଷ ଟଙ୍କା ଠକେଇ ମାମଲାରେ ମଙ୍ଗଳବାର ଦିନ ଭୁବନେଶ୍ୱରରେ ଜଣେ ମହିଳାଙ୍କୁ ପୋଲିସ ଗିରଫ କରିଛି। ରାୟଗଡ଼ା ଅଞ୍ଚଳର ଏକାଧିକ ଲୋକଙ୍କୁ ଠକେଇ କରି ଗିରଫ ହୋଇଛନ୍ତି

ସବୁ ଜିଲ୍ଲାକୁ ଛୁଇଁଲା ମୌସୁମୀ: ୨୭ ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ୱର: ପୂରା ରାଜ୍ୟକୁ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଜୁନ ୧୨ରେ ରାଜ୍ୟକୁ ମୌସୁମୀର ଅଗ୍ରସର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ରାଜ୍ୟର ସମସ୍ତ ଜିଲ୍ଲାକୁ ମୌସୁମୀ ବାୟୁ ପ୍ରବେଶ କରିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହା ପ୍ରଭାବରେ

ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ : ୧୫ ଦାମୀ ପ୍ଲଟ , ୨ଟି ବହୁତଳ କୋଠା ସହ ନଗଦ ୩ ଲକ୍ଷ ଟଙ୍କା ଠାବ

ସମ୍ବଲପୁର : ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ । ସମ୍ବଲପୁର CADA ବିଭାଗର ନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକଙ୍କ ଘରେ ଭିଜିଲାନ୍ସ ରେଡ୍ । ସମ୍ବଲପୁର, କଟକ, ବାଲେଶ୍ୱର ଏବଂ ମାଲକାନଗିରିରେ ଚଢାଉ । ଏକକାଳୀନ ୭ଟି ସ୍ଥାନରେ ରେଡ୍ କରୁଛି ଟିମ୍ । ପଦ୍ମଲୋଚନ ନାୟକଙ୍କ ୧୫ ଦାମୀ ପ୍ଲଟ

ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣା: ଓଡିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୭ କୁ ବୃଦ୍ଧି, ୧୦ ଲକ୍ଷକୁ ବଢିଲା ସହାୟତା ରାଶି

ଭୁବନେଶ୍ୱର : ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି ଘଟଣାରେ ଓଡିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଶ୍ରମିକଙ୍କ ମୃତ୍ୟୁ ପରେ ଏହି ସଂଖ୍ୟା ବଢିଛି। ମୃତକ ସଦର ଥାନା କୋଡିପଶା ଗ୍ରାମର ସଜନୀ ଜୁଆଙ୍ଗ। ତିରିଭଲୁର ଜିଲାର ଏକ ସି ଫୁଡ୍ ଫ୍ୟାକ୍ଟ୍ରିରେ

ଜୁଲାଇ ୫ରେ ହେବ ଓଟିଇଟି ପରୀକ୍ଷା

କଟକ : ପୁଣି ଘୁଞ୍ଚିଲା ଓଟିଇଟି ପରୀକ୍ଷା । ଜୁନ ୨୮ ରେ ହେବାକୁ ଥିବା ଏହି ଓଟିଇଟି ପରୀକ୍ଷା ଜୁଲାଇ ୫ ତାରିଖରେ କରିବାକୁ ସ୍ଥିର କରିଛି ମାଧ୍ୟମିକ ଶିକ୍ଷା ପରିଷଦ। ଆରଆଇ ଅମିନ ପରୀକ୍ଷା ପାଇଁ ଏହି ପରୀକ୍ଷାକୁ ଘୁଞ୍ଚାଇଲା ବୋର୍ଡ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ

ବିବାହିତା ଝିଅ ମଧ୍ୟ ପାଇବେ ଅନୁକମ୍ପାମୂଳକ ନିଯୁକ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ବିବାହିତା ଝିଅ ମଧ୍ୟ ଅନୁକମ୍ପାମୂଳକ ନିଯୁକ୍ତି ପାଇବାକୁ ହକଦାର । ଏଭଳି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । ଜଣେ ଝିଅ ବିବାହ କରି ସାରି ଥିବାରୁ ତାକୁ ଅନୁକମ୍ପାମୂଳକ ନିଯୁକ୍ତିରୁ ବଞ୍ଚିତ କରିବା ଉଚିତ ନୁହେଁ ବୋଲି ଓଡିଶା ହାଇକୋର୍ଟଙ୍କ ମାନ୍ୟବର

ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କ ଠାରୁ ୩୦ ଲକ୍ଷର ଗହଣା ଠକିନେଲା ରସିକିଆ ଡାକ୍ତର

ଭୁବନେଶ୍ୱର : ଲଭ-ସେକ୍ସ-ଧୋକା । ମହିଳାଙ୍କ ଟଙ୍କାରେ ବିଦେଶ ବୁଲୁଥିବା ରସିକିଆ ଡାକ୍ତର ଗିରଫ । ଡାକ୍ତର ଅବିନାଶ ମହାନ୍ତିଙ୍କୁ ଉମର କୋଟରୁ ଗିରଫ କଲା ପୋଲିସ । ଭୁବନେଶ୍ବର ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଥିଲେ ପୀଡିତା । ଶାରୀରିକ ସମ୍ପର୍କ ରଖିବା ସହ ବିବାହର ପ୍ରଲୋଭନ ଦେଖାଇ

ବାଇକରେ ଆସୁଥିବାବେଳେ ବଜ୍ରାଘାତ, ଚାଲିଗଲା ୩ ଜୀବନ

ଦେବଗଡ଼: ବଜ୍ରପାତ ନେଲା ୩ ଜୀବନ। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଳକ ବସାଲୋଇ ପଞ୍ଚାୟତରେ ଅଘଟଣ ଘଟିଛି । ବଜ୍ରାଘାତରେ ତେନ୍ତୁଳି ସାହିର ତିନି ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବୁବୁନ ସାମଲ, ଡୋଳାମଣି ପେଣ୍ଠେଇ ଓ ରାଜା କଣ୍ଡୁଲାନା । ୬ଜଣ ଯୁବକ ୩ଟି ବାଇକରେ ଆସୁଥିବାବେଳେ