Sign in
Sign in
Recover your password.
A password will be e-mailed to you.
ଏରୋପ୍ଲେନରେ ବସି ରେଷ୍ଟୁରାଣ୍ଟର ମଜା ନେବେ ପର୍ଯ୍ୟଟକ
ପୁରୀ : ଏରୋପ୍ଲେନ ଭିତରେ ବସି ରେଷ୍ଟୁରାଣ୍ଟର ମଜା ନେବେ ପୁରୀ ବାସିନ୍ଦା ଏବଂ ପର୍ଯ୍ୟଟକ । ଏକ ନିଆରା ଢଙ୍ଗରେ ପୁରୀରେ ଖୋଲିବାକୁ ଯାଉଛି ରେଷ୍ଟୁରାଣ୍ଟ। ତେବେ ଏରୋପ୍ଲେନ ଭିତରେ ବସି ଖାଦ୍ୟପେୟର ମଜା ଏକ ନିଆରା ଅନୁଭୂତି ପାଇବେ ପର୍ଯ୍ୟଟକ। ପୁରୀ ସାତପଡ଼ା ରାସ୍ତାରେ ଆସନ୍ତା ତିନି ମାସ!-->…
ସାଇବର ଠକଙ୍କୁ ଧରିବାକୁ ଖାକି ବାବୁ ନେଉଛନ୍ତି ଡିଜିଟାଲ ଫରେନ୍ସିକ୍ ତାଲିମ
ଭୁବନେଶ୍ବର: ଖାକି ବାବୁ ପଢୁଛନ୍ତି ସାଇବର ପାଠ । ତ୍ୱରିତ ହେବ ସାଇବର ଅପରାଧ ତଦନ୍ତ । କମିଶନରେଟ ପୋଲିସ ପଢୁଛି ଡିଜିଟାଲ ଫରେନ୍ସିକ୍ ପାଠ । ପୋଲିସ ସେବା ଭବନରେ ପୋଲିସ ଅଧିକାରୀଙ୍କୁ ଏ ନେଇ ସ୍ୱତନ୍ତ୍ର ତାଲିମ ଦିଆଯାଇଛି । ଡିଜିଟାଲ ଯୁଗରେ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ସାଇବର!-->…
ସାଳନ୍ଦୀରେ ୧୦୦ ଫୁଟର ଘାଇ, ବିପଦ ସଙ୍କେତ ମୁହାଁ ବୈତରଣୀ ଜଳସ୍ତର
ଯାଜପୁର:ଭଦ୍ରକ ଜିଲ୍ଲା ବୈତରଣୀ ନଦୀର ସ୍ଥିତି ସୁଧୁରି ନାହିଁ । ଏପଟେ ସାଳନ୍ଦୀ ଓ ଏହାର ଶାଖା ନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ସୂଚନାଥାଉକି, ଭଦ୍ରକ ଜିଲ୍ଲା ତିହିଡି ବ୍ଲକ୍ ବାରୋ ପଞ୍ଚାୟତ ବାରୋଡିହ ଗ୍ରାମର କୁଆ ମାହାରା ନିକଟରେ ସାଳନ୍ଦୀ ନଦୀରେ ୧୦୦ ଫୁଟର ଘାଇ ସୃଷ୍ଟି ହୋଇଛି ।
!-->!-->…
୧୪ରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ, ସାରା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୧୪ ଅଗଷ୍ଟ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା । ଓଡ଼ିଶାରେ ବଢ଼ିପାରେ ବର୍ଷା । ବଙ୍ଗୋପସାଗରରେ ପୁଣି ଏକ ନୂଆ ପାଣିପାଗ ପ୍ରକ୍ରିୟା ସକ୍ରିୟ ହେବାର ସଙ୍କେତ ମିଳିଛି । ୧୪ ଅଗଷ୍ଟ ପାଖାପାଖି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି!-->…
ଜଣେ ଶିକ୍ଷକ ଥିବା ସ୍କୁଲରେ ତୁରନ୍ତ ଅତିରିକ୍ତ ଶିକ୍ଷକ ନିଯୁକ୍ତି ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର: ଜଣେ ଶିକ୍ଷକ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଅତିରିକ୍ତ ଶିକ୍ଷକଙ୍କୁ ତୁରନ୍ତ ନିଯୁକ୍ତି ଦେବା ପାଇଁ ଓଡ଼ିଶା ସରକାର ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀ!-->…
ହର ଘର ତ୍ରିରଙ୍ଗା-୨୦୨୬ ଅବସରରେ କୋରାପୁଟରେ ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ରାଲି
କୋରାପୁଟ:-08/08/26--- ଆସନ୍ତା ସ୍ୱାଧୀନତା ଦିବସ ପରିପ୍ରେକ୍ଷୀରେ ଦେଶବ୍ୟାପୀ ‘ହର ଘର ତ୍ରିରଙ୍ଗା-2026’ ଅଭିଯାନକୁ ଜନଭାଗିଦାରୀ ମାଧ୍ୟମରେ ସଫଳ କରିବା ଲକ୍ଷ୍ୟରେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ରାଲି ଆୟୋଜନ କରାଯିବ। ଦେଶର ବିଭିନ୍ନ ସ୍ଥାନରେ ଅଗଷ୍ଟ!-->…
ବଦଳିବ ଆଇଟି ନିୟମ ; ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ନୂଆଦିଲ୍ଲୀ : କେନ୍ଦ୍ର ସରକାର ଦେଶର ଆଇଟି ନିୟମକୁ ଅଧିକ କଠୋର କରିବାକୁ ଯାଉଛନ୍ତି। ଏହି କ୍ରମରେ ବର୍ତ୍ତମାନର ନିୟମରେ ସଂଶୋଧନ ପାଇଁ ଇଲେକଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବଦ୍ୟା ମନ୍ତ୍ରାଳୟ (ଏମଇଟି) ପ୍ରସ୍ତାବ ଦେଇଛି। ପ୍ରସ୍ତାବିତ ନିୟମରେ ବେଆଇନ ଏଆଇ ବିଷୟବସ୍ତୁ ଗୁଡିକୁ ହଟାଇବା!-->…
ଟ୍ରମ୍ପଙ୍କ ହେଲିକପ୍ଟର ନିକଟରେ ଉଡ଼ିଲା ଯାତ୍ରୀବାହୀ ବିମାନ
ୱାଶିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ବ୍ୟବସ୍ଥାରେ ଏକ ବଡ଼ ଧରଣର ତ୍ରୁଟି ପରିଲକ୍ଷିତ ହୋଇଛି। ରାଷ୍ଟ୍ରପତିଙ୍କ ସରକାରୀ ହେଲିକପ୍ଟର ‘ମାରିନ୍ ୱାନ୍’ ଏକ ଯାତ୍ରୀବାହୀ ବିମାନର ଅତି ନିକଟତର ହୋଇଯାଇଥିବା ଜଣାପଡ଼ିଛି। ଏହି ଗୁରୁତର ସୁରକ୍ଷା ତ୍ରୁଟିକୁ ନେଇ ଏବେ!-->…
୩ ଝିଅ ଥାଇ ବି ବୃଦ୍ଧାଶ୍ରମ କର୍ମଚାରୀ କଲେ ଅନ୍ତିମ ସଂସ୍କାର, ଭିଡିଓ କଲରେ ଦେଲେ ବାପାଙ୍କୁ ଶେଷ ବିଦାୟ
ହରିୟାଣା: ହରିୟାଣାର ସୋନିପତରୁ ଆସିଛି ଏକ ଦୁଃଖଦ ଘଟଣା । ଯାହା ଶୁଣିବା ପରେ ଅନେକ ଲୋକ ଭାବପ୍ରବଣ ହୋଇପଡ଼ିଛନ୍ତି । ଜୀବନ ସାରା ଯେଉଁ ସନ୍ତାନଙ୍କ ପାଇଁ ବାପା-ମା’ ସବୁକିଛି କରନ୍ତି, ସେହି ସନ୍ତାନମାନେ ଯଦି ଶେଷ ସମୟରେ ସାଥିରେ ନ ରୁହନ୍ତି, ତାଠାରୁ ବଡ଼ ଦୁଃଖ ଆଉ କଣ ହୋଇପାରେ ।!-->…
ସ୍କୁଲରେ ଗୁଳିକାଣ୍ଡ, ୬ ମୃତ
ବ୍ୟାଙ୍କକ: ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକର ଏକ ସ୍କୁଲ ପରିସରରୁ ଏକ ଭୟଙ୍କର ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ୩ଜଣ ଶିକ୍ଷକ ଏବଂ ତିନି ଜଣ ଛାତ୍ରଙ୍କ ସମେତ ଅତି କମରେ ଛଅ ଜଣଙ୍କର ମୃତ୍ୟୁ ଘଟିଛି । ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।
ସୂଚନାନୁଯାୟୀ, ଏହି!-->!-->!-->…