Sign in
Sign in
Recover your password.
A password will be e-mailed to you.
ମୁଁ କୌଣସି ଜୁନିୟର୍ ଡାକ୍ତରଙ୍କୁ ଧମକ ଦେଇନାହିଁ: ମମତା ବାନାର୍ଜୀ
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର କହିଛନ୍ତି ଯେ କୋଲକାତା ଆରଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କ ବଳାତ୍କାର-ହତ୍ୟାକୁ ବିରୋଧ କରୁଥିବା ଡାକ୍ତରଙ୍କୁ ସେ କେବେ ବି ଧମକ ଦେଇନାହାଁନ୍ତି। ଆନ୍ଦୋଳନକାରୀ ଜୁନିଅର ଡାକ୍ତରମାନଙ୍କୁ ଧମକ ଦେବା ଅଭିଯୋଗ!-->…
ଜଗନଙ୍କୁ ଝଟକା: ଦଳ ଛାଡ଼ିଲେ ଦୁଇ ଜଣ ସାଂସଦ, ଟିଡିପିରେ ମିଶିବେ
ହାଇଦ୍ରାବାଦ : ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ୱାଇଏସ୍ଆର କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡୀଙ୍କୁ ବଡ଼ ଝଟକା ଲାଗିଛି। ଆଜି ଦଳର ଦୁଇ ଜଣ ରାଜ୍ୟସଭା ସାଂସଦ ତାଙ୍କ ହାତ ଛାଡ଼ି ଦେଇଛନ୍ତି।ୱାଇଏସ୍ଆର କଂଗ୍ରେସ ଟିକେଟରୁ ଦୁଇ ବରିଷ୍ଠ ନେତା ରାଜ୍ୟସଭାକୁ ଯାଇଥିଲେ ହେଁ ଆଜି!-->…
ଅଡୁଆରେ ମଣ୍ଡି ସାଂସଦ, କୃଷକ ଆନ୍ଦୋଳନ ମନ୍ତବ୍ୟ ପରେ ନଡ୍ଡାଙ୍କୁ ଭେଟିଲେ କଙ୍ଗନା
ଚଣ୍ଡୀଗଡ଼ : ୨୦୨୦-୨୧ କୃଷକ ଆନ୍ଦୋଳନ ବିରୋଧରେ ତାଙ୍କ ମନ୍ତବ୍ୟରୁ ଦଳ ନିଜକୁ ଦୂରେଇ ରଖିବାର କିଛି ଦିନ ପରେ ବିଜେପି ମଣ୍ଡି ସାଂସଦ କଙ୍ଗନା ରାଣାୱତ ଆଜି (ଗୁରୁବାର) ସକାଳେ ଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଦଳର ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ଭେଟିଛନ୍ତି।!-->…
ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ନଂ-1 ହେଲେ ଗୌତମ ଆଦାନୀ
ନୂଆଦିଲ୍ଲୀ : ଧନୀ ତାଲିକାରେ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଆଗେଇ ଯାଇଛନ୍ତି ଗୌତମ ଆଦାନୀ। ବର୍ତ୍ତମାନ ଭାରତର ସବୁଠୁ ଧନୀ ହେଉଛନ୍ତି ଗୌତମ ଆଦାନୀ। ତାଙ୍କ ସମ୍ପତ୍ତି ମୂଲ୍ୟ 11.6 ଲକ୍ଷ କୋଟି ଟଙ୍କା।
ହୁରୁନ ଇଣ୍ଡିଆ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଏହି ସଂସ୍ଥା ଜୁଲାଇ 31, 2024!-->!-->!-->…
ରାଜଧାନୀରେ ଚାଞ୍ଚଲ୍ୟ; ଚାଲିଥିଲା ତନ୍ତ୍ର ସାଧନା, ଦିଆଯାଉଥିଲା ନରବଳି !
ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ଭଡ଼ା ଘରେ ଚାଲିଥିଲା ତନ୍ତ୍ର ସାଧନା। ଆଉ କାଉଁରୀ କନ୍ୟାଙ୍କୁ ବଳି ଦିଆଯାଉଥିବା ଅଭିଯୋଗ ହେଉଛି। ଘର ଭିତରୁ ହାଡ ଓ ରକ୍ତ ରଞ୍ଜିତ ଗାଙ୍ଗୁଲା ମିଳିଥିବାରୁ ବଳି ଦିଆଯାଉଥିବା ଅଭିଯୋଗକୁ ବଳ ମିଳିଛି। ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍!-->…
ପ୍ରାକୃତିକ ବିପର୍ଯ୍ୟୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ନବରଙ୍ଗପୁର : ସ୍ଥାନୀୟ ମିସନ ଶକ୍ତି ସମ୍ମିଳନୀ କକ୍ଷରେ ରେ ଏକ ଦିବସୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶିକ୍ଷଣ ଶିବିର, ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ), ନବୀନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ର ମୁଖ୍ୟ!-->…
ଫୁଲବାଣୀ ଇସ୍କନ ଦ୍ଵାରା ୫ ଦିନିଆ ଭାଗବତ କଥାମୃତ ଆୟୋଜିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ବିଜୁ କଲ୍ଯାଣ ମଣ୍ଡପ ଠାରେ ଫୁଲବାଣୀ ଇସ୍କନ ଦ୍ଵାରା ପାଞ୍ଚ ଦିନିଆ ଜନ୍ମାଷ୍ଟମୀ ଉତ୍ସବ ସହ ଭାଗବତ କଥା ଆୟୋଜିତ ହୋଇଥିଲା l ଶ୍ରୀପାଦ ଅକ୍ଷୟ ହରି ଦାଶଙ୍କ ଦ୍ଵାରା ଦିର୍ଘ ୫ ଦିନ ଧରି ଭାଗବତ କଥା ପରିବେଷଣ କରାଯାଇଥିଲା l ପ୍ରତ୍ୟେକ ଦିନ!-->…
ମାଲକାନଗିରି ସଦର ସାଂସଦ ପ୍ରତିନିଧି ହେଲେ ବିଜୟ ମହାରଣା
ମାଲକାନଗିରି : ଦୀର୍ଘ ବର୍ଷ ଧରି ରାଜ୍ୟ ରାଜନୀତି ରେ ଶାସନ ଠାରୁ ଦୂରେଇ ରହିଥିବା ବିଜେପି ଦଳ ବର୍ତ୍ତମାନ ରାଜ୍ୟ ଓ କେନ୍ଦ୍ରରେ କ୍ଷମତାସିନ ହେବାପରେ ରାଜ୍ୟବାସୀ ଙ୍କ ମନରେ ଅନେକ ଆଶା ଓ ଆକାଂକ୍ଷା ଉଦଯିବିତ ହୋଇଛି । ରାଜ୍ୟର ବହୁମୁଖୀ ବିକାଶର ନାରାଦେଇ ଆଜି ବିଜେପି ନିଜର ଶାସନ ଅବସରରେ!-->…
ସାଇବର ଲୁଟେରାଙ୍କ ଜାଲରେ ଦମ୍ପତି, ଲୁଟିନେଲେ ୧୭ ହଜାର ଟଙ୍କା
ମାଲକାନଗିରି : ବର୍ତ୍ତମାନ ସମୟରେ ସମସ୍ତ ସେବା ଗୁଡିକୁ ଡିଜିଟାଲ ବ୍ୟବସ୍ଥା ରେ ରୂପାନ୍ତରିତ କରାଯିବା ବେଳେ ଏହାର ସୁଯୋଗ ନେଇ ବିଭିନ୍ନ ଆଳରେ ଲୁଟୁଛନ୍ତି ସାଇବର ଲୁଟେରା । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଥିତ ସରକାରୀ କଲୋନୀ ରେ ରହୁଥିବା ସନାତନ ବାରିକ ଏବଂ ତାଙ୍କ ପତ୍ନୀ!-->…
ଭାଜପା ନଗର ଶାଖା ପକ୍ଷରୁ ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ପାର୍ଟିର ନଗର ମଣ୍ଡଳ ବାଲିଗୁଡା ଶାଖା ପକ୍ଷରୁ ସ୍ଥାନୀୟ ସଭାଗୃହ ଠାରେ ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ନଗର ସଦସ୍ୟତା ସଂଯୋଜକ ପୂର୍ଣ୍ଣଚନ୍ଦ୍ର ପାଢ଼ୀ,!-->…