ଜ଼ିଲ୍ଲା ଭିତ୍ତିକ ନିଯୁକ୍ତିର ମହାପ୍ରଭାବ

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲାରେ ଦିନକୁ ଦିନ ଜୋର ଧରିଛି ଜ଼ିଲ୍ଲା ଭିତ୍ତିକ ନିଯୁକ୍ତି ଦାବି ନେଇ ବନ୍ଦ ଡାକରା । ଏହି ଜ଼ିଲ୍ଲା ଭିତ୍ତିକ ନିଯୁକ୍ତି ଦାବିର ପ୍ରଭାବରେ ଦୈନନ୍ଦିନ ଖଟିଖିଆ ଜଣ ସାଧାରଣ ଉପରେ ଏହାର ପ୍ରଭାବ ପଡ଼ିବା ପରିଲୋକ୍ଷିତ। ଆଜି ଛତିଶଗଡ ସୀମାନ୍ତବର୍ତ୍ତୀ ରାଇଘର ଉପ…

ମା ବଗଳାମୁଖୀଙ୍କ ପୀଠରେ ନବରାତ୍ର ପୂଜା

ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ଲୋକନାଥ ପୁର ଶାସନ ଭଳାସୀଙ୍ଗି ରୋଡ ଠାରେ ବହୁ ପୁରାତନ କାଳରୁ ପୂଜା ପାଇ ଆସୁଥିବା ଦଶ ମହାବିଦ୍ୟା ମଧ୍ୟରୁ ପରମ ଆରାଧ୍ୟା ଦେବୀ ମାଁ ବଗଳାମୁଖିଙ୍କ ଶକ୍ତିପୀଠ ଅନ୍ୟତମ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ପୀଠରେ ଶରତ କାଳୀନ ନବରାତ୍ରମହପୂଜା…

ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ଆଜି ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦେଇଛି ମାଲକାନଗିରି ଜିଲ୍ଲା ମିଳିତ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ଆଜି ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦେଇଛି ମାଲକାନଗିରି ଜିଲ୍ଲା ମିଳିତ କ୍ରିୟାନୁଷ୍ଠିକ କମିଟି । ଏହାର ସମର୍ଥନରେ ମାଲକାନଗିରି ଜିଲ୍ଲା ଆଦିବାସୀ ମହାସଂଘ, ବଙ୍ଗାଳୀ ସମାଜ , ଅନୁସୂଚିତ ଜାତି, ଜନଜାତି ସଂଘ ଓ ସମେତ…

ଆସିକାରେ ଜମି ମାଫିଆଙ୍କ ଯୋଗୁଁ ସହର ଡୁବିବ…

ଜଳ ନିଷ୍କାସନ ପଥରେ ଥିବା ଜମି କ୍ରୟ କରି ପ୍ଲଟ ବିକ୍ରି……..! ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର ବାସୀ ବହୁ ଥର ବନ୍ୟାରେ ଉବୁଟୁବୁ ହୋଇଥିବାର ନଜିର ରହିଛି। ଆସିକା ସହରକୁ ଶୁକନଈ ଓ ମଙ୍ଗଳପୁର ହଜରୁ ବର୍ଷା ଓ ନାଳ ନର୍ଦ୍ଧମା ର ଜଳ ପ୍ରବେଶ କରି ଟିପିସର ନାଳ ଦେଇ ଋଷିକୂଲ୍ୟା…

ସ୍ୱଳ୍ପ ମହିଳା ପାଇଲେ ସୁଭଦ୍ରା ଯୋଜନା…

ହେଲେ ଦରଦାମ ବୃଦ୍ଧି ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଲକ୍ଷାଧିକ ପରିବାର……! ବ୍ରହ୍ମପୁର : ଲୋକେ ପରିବର୍ତ୍ତନ ଚାହୁଁ ଥିଲେ ୨୪ ବର୍ଷର ବିଜେଡି ପ୍ରତ୍ୟାଖାନ କରିଲେ। ନୂଆ ସରକାର ଆସିବା ପରଠାରୁ ପ୍ରତେକ ସାମଗ୍ରୀ ର ଦର ଏବେ ଆକାଶ ଛୁଆଁ ହୋଇଛି। ମଧ୍ୟମବିତ୍ତ ପରିବାର ଗରିବ ଗୁରୁବା ଏବେ…

ଗଞ୍ଜେଇ ଚାଷକୁ ଆପଣାଇଲେଣି ପରିବା ଚାଷୀ : କଲବଲ କଲାଣି ବଜାର ଦର, ୮୦ ଉପରେ ସବୁ ପରିବା

ବାଲିଗୁଡା : ପୁଣି କଲବଲ କଲାଣି ପରିବା ଦର । ଆଳୁ ପିଆଜ ଦର ତ ଖସୁନି, ଏହାସାଙ୍ଗକୁ ପରିବାର ଦର ହୁ ହୁ ହୋଇ ବଢ଼ି ଚାଲିଛି। ବଜାରରେ ପରିବା ଯାହାକୁ ଯେତେ କିନ୍ତୁ ଦର ହୁ ହୁ ହୋଇ ବଢ଼ିଚାଲିଛି। ଏବେ ପ୍ରାୟ ସବୁ ପରିବା କିଲା ପିଛା ୬୦ରୁ ୭୦ ଟଙ୍କା ଉପରେ ବିକ୍ରି ହେଉଛି। କୌଣସି କଞ୍ଚା…

ଜଗତଜନନୀଙ୍କ ନବରାତ୍ର ପୂଜା, ଦ୍ୱିତୀୟ ଦିନରେ ପ୍ରବଳ ଗହଳି

ବାଲିଗୁଡା : ମାଆ ଜଗତ ଜନନୀଙ୍କ ନବରାତ୍ର ପୂଜାର ଶୁକ୍ରବାର ଦ୍ୱିତୀୟ ଦିନରେ ବିଭିନ୍ନ ଦେବୀ ପୀଠରେ ଚାଲିଛି ପୂଜାର୍ଚ୍ଚନା । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ପାଟଖଣ୍ଡା, ମା'ବରାଳ ଦେବୀ ଓ ବନ୍ଧସାହିରେ ଠିକାଦାର ସଂଘ ପକ୍ଷରୁ ନବରାତ୍ର ପୂଜା…

ରାଜଧାନୀରେ ଗାଡି ହର୍ଣ୍ଣ ମାରିବାକୁ ନେଇ ଛୁରାମାଡ଼

ଭୁବନେଶ୍ୱର: ରାଜଧାନୀରେ ଗାଡି ହର୍ଣ୍ଣ ମାରିବାକୁ ନେଇ ଛୁରାମାଡ଼। ଗଣ୍ଡଗୋଳର ତଦନ୍ତ ପାଇଁ ଆସିଥିବା ପିସିଆର କର୍ମଚାରୀଙ୍କୁ ଅତର୍କିତ ଛୁରାମାଡ଼ ହୋଇଛି। ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେଇସିଆଣି ସ୍ଥିତ ଶ୍ରୀରାମନଗରରେ ଏହି ଘଟଣା ଘଟିଛି। ଗତକାଲି ରାତି ପ୍ରାୟ ଗୋଟାଏ ସମୟରେ…

୩ କଲେଜକୁ ଇ-ମେଲରେ ବୋମା ବିସ୍ଫୋରଣ ଧମକ

ବେଙ୍ଗାଲୁରୁରେ ଥିବା ୩ ପ୍ରସିଦ୍ଧ କଲେଜକୁ ବୋମା ବିସ୍ଫୋରଣର ଧମକ ମିଳିଛି। ଇ-ମେଲ ଯୋଗେ କେହି ୩ କଲେଜକୁ ଏପରି ଧମକ ଦେଇଛନ୍ତି। ଧମକ ମିଳିବା ପରେ ପୁଲିସ୍‌ ଓ ବୋମା ନିଷ୍କ୍ରିୟକାରୀ ଟିମ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି। କିନ୍ତୁ ରିପୋର୍ଟ ଲେଖା ହେବା ଯାଏ କୌଣସି କଲେଜରୁ…

କ୍ୟାମେରାରେ କଏଦ ହେଲା କଳାବାଘ

ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟରୁ ଆସିଲା କଳାବାଘର ପ୍ରଥମ ଝଲକ । କଳାବାଘଟି କିପରି ଅତି ଆନନ୍ଦର ସହ ବିଚରଣ କରୁଛି ତାହାର ପ୍ରଥମ ଝଲକ ଭିଡିଓଟି କ୍ୟାମେରାରେ କଏଦ ହୋଇଛି । ଜାରି ହୋଇଥିବା ଭିଡିଓରେ ବାଘଟି ବିଚରଣ କରୁଥିବାର ନଜର ଆସିଛି । ଯାହାକୁ ନିଜ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ…