Sign in
Sign in
Recover your password.
A password will be e-mailed to you.
ଦୁର୍ଗାପୂଜା ସମୟରେ କଲକାତାରେ ପୁଣି ଲଜ୍ଜା; ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ନଦୀରେ ଫିଙ୍ଗିଲେ
କୋଲକାତା : କଲକାତାରେ ପୁଣି ଚାଞ୍ଚଲ୍ୟ। ଦୁର୍ଗାପୂଜା ସମୟରେ ଯେଉଁଠି ଦେବୀ ଦୁର୍ଗାଙ୍କୁ ସବୁଠାରୁ ଅଧିକା ପୂଜାର୍ଚ୍ଚନା କରାଯିବା ସହ ରୀତିନୀତି ଅନୁସାରେ ନବରାତ୍ରୀକୁ ଧୁମଧାମରେ ପାଳନ କରାଯାଏ ସେଠାରେ ଏହି ସମୟରେ ବି ସୁରକ୍ଷିତ ନୁହଁନ୍ତି ଝିଅ। କଲକାତାରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ!-->…
ଭୋଟ ଗଣତି ପୂର୍ବରୁ ଜମ୍ମୁ-କଶ୍ମୀରକୁ ମିଳିଗଲେ ୫ ବିଧାୟକ, କଂଗ୍ରେସର ଜୋରଦାର ବିରୋଧ
ଶ୍ରୀନଗର : ଆସନ୍ତା ଅକ୍ଟୋବର ୮ ତାରିଖରେ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନର ଭୋଟ ଗଣତି ହେବ। ହେଲେ ଏହା ପୂର୍ବରୁ ଜମ୍ମୁ-କଶ୍ମୀର ବିଧାନସଭାକୁ ମିଳିଛି ୫ ବିଧାୟକ। ଉପ ରାଜ୍ୟପାଳ ନିଜ ଆଡ଼କୁ ବିଧାନସଭାକୁ ୫ ଜଣ ସଦସ୍ୟଙ୍କୁ ମନୋନୀତ କରିଛନ୍ତି। ଜମ୍ମୁ-କଶ୍ମୀରରେ ନୂଆ ସରକାର ଗଠନ ପୂର୍ବରୁ!-->…
୨୫ କିମି ବାଟ ଚାଲି ଚାଲି କେମିତି ଜଙ୍ଗଲ ଭିତରେ ୩୧ ନକ୍ସଲଙ୍କୁ ନିପାତ କଲେ ସୁରକ୍ଷାକର୍ମୀ ?
ନୂଆଦିଲ୍ଲୀ : ଅବୁଝମାଦର ଘଞ୍ଚ ଓ ରହସ୍ୟମୟ ଜଙ୍ଗଲ। ଛିତଶଗଡ଼ର ବସ୍ତରବାସୀ ସବୁବେଳେ ଏହାକୁ ଅଜଣା ପାହାଡ଼ ଭାବେ ଜାଣନ୍ତି। ଏଥିପାଇଁ ଏହି ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳ ମାଓବାଦୀଙ୍କ ଗଡ଼ ଭାବେ ପରିଚୟ ହାସଲ କରିଥିଲା। ଜଙ୍ଗଲ ରାସ୍ତା ଅତ୍ୟନ୍ତ ରହସ୍ୟମୟ ଓ ଭିତକୁ ଯିବା ଅତ୍ୟନ୍ତ ଅସମ୍ଭବ। ସେଥିପାଇଁ!-->…
ପିଏମ୍ କିଷାନ ସମ୍ମାନ ନିଧିର ୧୮ତମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପୁଣେ,୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କିଷାନ ସମ୍ମାନ ନିଧିର ୧୮ତମ କିସ୍ତି ରିଲିଜ୍ କରିଛନ୍ତି। ଦେଶର କୋଟି କୋଟି ଚାଷୀଙ୍କୁ ନବରାତ୍ରୀ ଉପହାର ଦେଇଛନ୍ତି। ମହାରାଷ୍ଟ୍ର ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ମୋଦି ପ୍ରାୟ ୯.୪ କୋଟି ଚାଷୀଙ୍କୁ ୨୦ ହଜାର କୋଟି ଟଙ୍କା ଟ୍ରାନ୍ସଫର!-->…
କନ୍ଧମାଳ ଜିଲ୍ଲାରେ ନୂତନ ଆରକ୍ଷୀ ଅଧୀକ୍ଷକ ଭାବେ ହରିଶ ବି.ସି ଦାୟିତ୍ଵ ଗ୍ରହଣ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ନୂତନ ଆରକ୍ଷୀ ଅଧୀକ୍ଷକ ଭାବେ ହରିଶ ବି.ସି ଦାୟିତ୍ଵ ଗ୍ରହଣ କରିଛନ୍ତି । କନ୍ଧମାଳ ଏସ୍.ପି ସୁଭେନ୍ଦୁ କୁମାର ପାତ୍ରଙ୍କ ଠାରୁ ସେ ଦାୟିତ୍ୱ ନେଇଛନ୍ତି । ଦାୟିତ୍ଵ ନେବା ପରେ ଜିଲ୍ଲାରେ ଆଇନ ଶୃଙ୍ଖଳା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ, ଟ୍ରାଫିକ ସମସ୍ଯା!-->!-->!-->…
ପେନାବାଲି ପ୍ରାଥମିକ ବିଦ୍ୟାଳୟ ଠାରେ ଭାଳିଆପଡ଼ା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪ କାର୍ଯ୍ୟକ୍ରମ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପେନାବାଲି ପ୍ରାଥମିକ ବିଦ୍ୟାଳୟ ଠାରେ ଭାଳିଆପଡ଼ା ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪ ଅନୁଷ୍ଠିତ ହୋଇଯାଇଛି l ପେନାବାଲି କ୍ଲଷ୍ଟର ର ସମସ୍ତ ପ୍ରାଥମିକ ବିଦ୍ୟାଳୟ କୁ ନେଇ ଶିଶୁ ମହୋତ୍ସବ ସୁରଭି!-->…
ଅବକାରୀ ଓ ପୋଲିସର ମିଳିତ ଚଢାଉ, ମହୁଲ ଓ ଦେଶୀ ମଦ ଜବତ
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅଧୀନସ୍ଥ ସଲଙ୍ଗାବାହାଲ ଗ୍ରାମରୁ ଆଜି ମୋଟ ଚାରି ଜଣଙ୍କୁ ଗିରଫ କରାଯାଇଛି | ରାଏବଗା ପୋଲିସ ପକ୍ଷରୁ ଦୁଇଜଣ ଓ ବୀରମିତ୍ରପୁର ଅବକାରୀ ବିଭାଗ ପକ୍ଷରୁ ଦୁଇ ଜଣଙ୍କ ନାମରେ ମୋକଦ୍ଦମା ରୁଜ୍ଜୁ କରାଯାଇଛି | ଅବକାରୀ ବିଭାଗ ପକ୍ଷରୁ PR no!-->…
ସୀମାନ୍ତରେ ଯବାନଙ୍କ ଗୁଳିରେ ୨୩ ମାଓବାଦୀ ନିହତ
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ସୁରକ୍ଷା ବଳକୁ ମିଳିଛି ବଡ ସଫଳତା । ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୨୩ ମାଓବାଦୀ ନିହତ ହୋଇଥିବା ବେଳେ ଅନେକ ମାଓ ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବା ନେଇ ନାରାୟଣପୁର ଏସପି ପ୍ରଭାତ କୁମାର ସୂଚନା ଦେଇଛନ୍ତି।!-->…
ମେକାଠାରୁ ଦାମପଡାକୁ ସଂଯୋଗ କରୁଥିବା ସେତୁ ଓ ରାସ୍ତାର ନିମ୍ନମାନର କାର୍ଯ୍ୟକୁ ନେଇ ଅଭିଯୋଗ
ସେତୁ ନିର୍ମାଣ କାରି ସଂସ୍ଥା ୟୁନିକନ କଷ୍ଟ୍ରାକସନ ସହ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଅଭିଯୋଗ ।
ମାଲକାନଗିରି : ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ ମେକା ପଂଚାୟତର ଗ୍ରାମବାସୀ ନବ ନିର୍ମିତ ପୋଲ ଏବଂ ନିମ୍ନମାନର ରାସ୍ତାକୁ ନେଇ ଆଣିଛନ୍ତି ଅଭିଯୋଗ l ମାଥିଲି ବ୍ଲକର!-->!-->!-->…
ପାର୍ବଣରେ ଟିପିଏସ୍ଓଡିଏଲ୍ ପକ୍ଷରୁ ସୁରକ୍ଷା ମାର୍ଗଦର୍ଶିକା ଜାରି
ବ୍ରହ୍ମପୁର : ପାର୍ବଣ ୠତୁ ଆରମ୍ଭ ହେବା ସହ ବିଭିନ୍ନ ପୂଜାସ୍ଥଳରେ ଓ ବଜାରରେ ଲୋକଙ୍କ ଭିଡ଼ ଜମୁଛି। ଏହି ସମୟରେ ବିଦ୍ୟୁତ ସୁରକ୍ଷାକୁ ଧ୍ୟାନରେ ରଖି ଭରସାଯୋଗ୍ୟ ବିଜୁଳି ସେବା ଯୋଗାଇବା ପାଇଁ ପ୍ରସ୍ତୁତ ରହିଛି ଟିପିଏସ୍ଓଡିଏଲ୍। ବିଶେଷ କରି ପୂଜା ମଣ୍ଡପ ଭଳି ଅସ୍ଥାୟୀ ବିଦ୍ୟୁତ ସଂଯୋଗ!-->…