Sign in
Sign in
Recover your password.
A password will be e-mailed to you.
ପାଠ୍ୟପୁସ୍ତକ ତ୍ରୁଟି, ତଦନ୍ତ ଆରମ୍ଭ
ଭୁବନେଶ୍ୱର: ପିଲାଙ୍କ ବହିରେ ଭୁଲକୁ ନେଇ ତନାଘନା ଆରମ୍ଭ। ଏନେଇ ଲୋକସେବା ଭବନରେ ଚାଲିଛି ଗୁରୁତ୍ବପୂର୍ଣ୍ଣ ବୈଠକ। ଉନ୍ନୟନ କମିଶନର ଦେଓ ରଞ୍ଜନ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ କମିଟି ଏହାର ତନାଘନା ଆରମ୍ଭ କରିଛନ୍ତି। କେଉଁ ସ୍ତରରେ ତ୍ରୁଟି ହୋଇଛି ଏବଂ କେଉଁ ଅଧିକାରୀ!-->…
୩ ବର୍ଷର ବଦଳି ନିୟମ କେବଳ କାଗଜକଲମରେ ?
ରାଜସୁନାଖଳାରେ ବିଭିନ୍ନ ବିଦ୍ୟାଳୟରେ ବହୁ ବର୍ଷ ଧରି ଗାଦି ମାଡ଼ି ବସିଛନ୍ତି ଶିକ୍ଷକ-ଶିକ୍ଷୟିତ୍ରୀ
ନୟାଗଡ଼ (ନିସର୍ତ୍ତ) : ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାକୁ ସ୍ୱଚ୍ଛ ଓ ଦାୟିତ୍ୱବାନ କରିବା ପାଇଁ ସମୟ ସମୟରେ ବିଭିନ୍ନ ନୀତି ଓ ନିୟମ ଲାଗୁ କରୁଛନ୍ତି। ସେଥି ମଧ୍ୟରୁ ଶିକ୍ଷକ ଓ!-->!-->!-->…
ପହଁରା ଶିଖିବେ ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀ, ପାଣିରେ ବୁଡ଼ି ମୃତ୍ୟୁକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି
ଭୁବନେଶ୍ୱର: ପ୍ରତିବର୍ଷ ପାଣିରେ ବୁଡ଼ି ଶହ ଶହ ଲୋକଙ୍କ ଜୀବନ ଯାଉଛି। ନଦୀ, କେନାଲ ଏବଂ ସମୁଦ୍ରରେ ବୁଡ଼ି ଲୋକଙ୍କର ଜୀବନ ଯିବା ଏକ ଚିନ୍ତାଜନକ ବିଷୟ ପାଲଟିଛି। ଗତ ୫ ବର୍ଷରେ ପାଣିରେ ବୁଡ଼ି ଯିବା ଯୋଗୁଁ ଓଡ଼ିଶାରୁ ପ୍ରାୟ୯ ହଜାର ଲୋକ ମରିଛନ୍ତି। ଏହି ଚିନ୍ତାଜନକ ପରିସଂଖ୍ୟନକୁ ଗୁରୁତର!-->…
ବାଂଲାଦେଶରେ ରାମଙ୍କ ପ୍ରତିମୂର୍ତ୍ତି ନିର୍ମାଣ ବନ୍ଦ ନେଇ ଶ୍ରଦ୍ଧାଳୁଙ୍କ ବିକ୍ଷୋଭ
ଢାକା: ବାଂଲାଦେଶର ଗାଏବାନ୍ଧା ଜିଲାରେ ମୌଳବାଦୀଙ୍କ ବିରୋଧ ଯୋଗୁଁ ଭଗବାନ ରାମଙ୍କ ସର୍ବବୃହତ ପ୍ରତିମୂର୍ତ୍ତି ନିର୍ମାଣ ବନ୍ଦ କରାଯାଇଛି। ଏହାକୁ ନେଇ ହିନ୍ଦୁମାନେ ପ୍ରତିବାଦ କରିଛନ୍ତି। ଢାକା ବିଶ୍ୱବିଦ୍ୟାଳୟର ଛାତ୍ରମାନେ ଏହି ଘଟଣାର ପ୍ରତିବାଦ କରି ଏକ ମଶାଲ ରାଲି କରି ଭଗବାନ ରାମଙ୍କ!-->…
୨ ବିଏସ୍ଏଫ୍ ଯବାନଙ୍କୁ ୪୨ ବର୍ଷ ଜେଲ୍ ଦଣ୍ଡ
ଆଇଜଲ: ମିଜୋରାମର ଏକ ଜିଲାକୋର୍ଟ ୯ ବର୍ଷ ପୁରୁଣା ଏକ ଗଣଦୁଷ୍କର୍ମ ମାମଲାରେ ୨ଜଣ ବିଏସ୍ଏଫ୍ ଯବାନଙ୍କୁ ୪୨ ବର୍ଷ କାରାଗାରରେ ରଖିବାକୁ ରାୟ ଶୁଣାଇଛନ୍ତି। କୋର୍ଟ ୨୦୧୭ ମସିହାରେ ଜଣେ ସ୍ଥାନୀୟ ମହିଳାଙ୍କ ସହିତ ଗଣଦୁଷ୍କର୍ମ ମାମଲାରେ ଏହି ରାୟ ଆସିଛି। ଆଇଜଲର ଅତିରିକ୍ତ ଜିଲା ଓ ସେସନ୍!-->…
ଦିଲ୍ଲୀରୁ ୫ ଆତଙ୍କବାଦୀ ଗିରଫ
ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ୍ ବୁଧବାର ଆଉ ୫ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ଗିରଫ ଆତଙ୍କବାଦୀମାନେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇର ସଞ୍ଚାଳକ ଶେହଜାଦ ଭଟ୍ଟି ସହିତ ଯୋଗାଯୋଗରେ ରହିଥିଲେ। ବୁଧବାର ଦିଲ୍ଲୀ ପୁଲିସ କହିଛି ଯେ ଏହି ଆତଙ୍କବାଦୀ ଗୋଷ୍ଠୀରେ ୮ଜଣ!-->…
ମମତାଙ୍କୁ ହାଇକୋର୍ଟରୁ ଝଟକା, ପଶ୍ଚିମବଙ୍ଗ ବିଧାନସଭାରେ ଋତବ୍ରତ ବାନାର୍ଜୀ ହେବେ ବିରୋଧୀ ଦଳ ନେତା
କୋଲକାତା : ପୁଣି ମମତା ବାନାର୍ଜୀଙ୍କୁ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି । ଟିଏମସିର ବିଦ୍ରୋହୀ ବିଧାୟକ ଋତବ୍ରତ ବାନାର୍ଜୀଙ୍କ ବିଧାନସଭାରେ ବିରୋଧୀ ଦଳ ନେତା ରହିବେ ବୋଲି କହିଛନ୍ତି କୋଲକତା ହାଇକୋର୍ଟ । ଏଠାରେ ବିଧାନସଭା ବାଚସ୍ପତି ରଥେନ୍ଦ୍ର ବୋଷଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ!-->…
ଗଭୀର ଖାଇକୁ ଖସିଲା କାର୍, ୭ ମୃତ
ହିମାଚଳ ପ୍ରଦେଶ : ହିମାଚଳ ପ୍ରଦେଶ ଚମ୍ବାରେ ଦୁର୍ଘଟଣାରେ ଚାଲିଗଲା ୭ ଜୀବନ । ବିଳମ୍ବିତ ରାତି ୨ଟାରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ଏକ ଗାଡ଼ି ଅନିୟନ୍ତ୍ରିତ ହୋଇ ଗଭୀର ଖାଇକୁ ଖସିପଡିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଗାଡ଼ିଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା । ମୃତକଙ୍କ!-->…
ଓଡ଼ିଶାର ଗର୍ବ: ଦକ୍ଷିଣ ଆଫ୍ରିକାର ପ୍ରସିଦ୍ଧ ‘କମ୍ରେଡ୍ସ ଅଲ୍ଟ୍ରା-ମାରାଥନ’ ସଫଳତାର ସହ ଶେଷ କଲେ ଓଡ଼ିଆ କର୍କଟ ରୋଗ…
ଭୁବନେଶ୍ୱର : ମାନବ ଜାତିର ସର୍ବଶ୍ରେଷ୍ଠ ଓ କଠିନତମ ଦୌଡ଼ ଭାବେ ପରିଚିତ ବିଶ୍ୱର ସବୁଠାରୁ ପୁରୁଣା ଏବଂ ବୃହତ୍ତମ ଅଲ୍ଟ୍ରା-ମାରାଥନ ‘କମ୍ରେଡ୍ସ ରନ୍’ (Comrades Marathon)ର ୯୯ତମ ସଂସ୍କରଣରେ ଏକ ଗୌରବମୟ ଇତିହାସ ରଚିଛନ୍ତି ଓଡ଼ିଆ ପୁତ୍ର ଡକ୍ଟର ମନୋରଞ୍ଜନ ନାୟକ । ଗତ ଜୁନ୍ ୧୪!-->…
ଅନ୍ତ ହେଲା ଆମେରିକା-ଇରାନ ଯୁଦ୍ଧ, ଐତିହାସିକ ଚୁକ୍ତି ସ୍ବାକ୍ଷରିତ
ଆମେରିକା : ଯୁଦ୍ଧର ହେଲା ଅନ୍ତ । ଆମେରିକା-ଇରାନ ମଧ୍ୟରେ ଐତିହାସିକ ଚୁକ୍ତି ସ୍ବାକ୍ଷରିତ। ଯୁଦ୍ଧ ଶେଷ କରିବା ପାଇଁ ଚୁକ୍ତି ସ୍ବାକ୍ଷର କଲେ ଉଭୟ ଦେଶ। ଚୁକ୍ତିନାମାରେ ସ୍ବାକ୍ଷର କଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଓ ପେଜେସ୍କିଆନ। ଫ୍ରାନ୍ସର ଭର୍ସାଇଲ୍ସଠାରେ ରାତ୍ରୀ ଭୋଜନ ସମୟରେ!-->…