ଆଜିଠୁ ଶ୍ରୀମନ୍ଦିରରେ ସହସ୍ରାକୁମ୍ଭାଭିଷେକ ଓ ଷୋଡଶ ଦିନାତ୍ମକ ପୂଜା ଆରମ୍ଭ

ପୁରୀ: ଶାରଦୀୟ ପାର୍ବଣରେ ଶ୍ରୀମନ୍ଦିରରେ ବିମଳା ମନ୍ଦିରରେ ଆରମ୍ଭ ହୋଇଛି ସହସ୍ରାକୁମ୍ଭାଭିଷେକ ଓ ଷୋଡଶ ଦିନାତ୍ମକ ପୂଜା । ମୂଳାଷ୍ଟମୀ ଠାରୁ ଏହି ପୂଜା ଆରମ୍ଭ ହୋଇଥିବା ବେଳେ ଆଶ୍ଵିନ ଶୁକ୍ଳ ନବମୀ ପର୍ଯ୍ୟନ୍ତ ଚାଲୁ ରହିବ । ତେବେ ଚଳିତ ଥର ତିଥିରେ ବ୍ୟତିକ୍ରମକୁ ନଜରରେ ରଖି ୧୬ ଦିନ…

ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲା ବୋର୍ଡ

ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲା ମାଧ୍ୟମିକ ଶିକ୍ଷା ପରିଷଦ (BSE)। ଷାଣ୍ମାସିକ ପରୀକ୍ଷା କରିବାକୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଲା ବୋର୍ଡ। ତେବେ ଗତ ବର୍ଷ ଭଳି ଏଥର ପ୍ରଶ୍ନପତ୍ର ବୋର୍ଡ ଯୋଗାଇବ ନାହିଁ। ସ୍କୁଲ କର୍ତ୍ତୃପକ୍ଷ ନିଜସ୍ୱ…

ୱାର୍ଲ୍ଡ ସ୍କିଲ କମ୍ପିଟିସନର ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଲୋକସେବା ଭବନରେ ୱାର୍ଲ୍ଡ ସ୍କିଲ କମ୍ପିଟିସନର ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ପାଇଥିବା ଅମରେଶ ସାହୁଙ୍କୁ ମୁଖ୍ୟମନ୍ତ୍ରୀ ୨୫ ଲକ୍ଷ ଟଙ୍କା ପୁରସ୍କାର ଦେଇଥିଲେ ଏବଂ…

ହରିୟାଣା ନିର୍ବାଚନ:​ ଶାହାରୁଖଙ୍କ ‘ଡଙ୍କି’କୁ ପ୍ରସଙ୍ଗ କଲେ ରାହୁଲ

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ହରିୟାଣା ନିର୍ବାଚନରେ ​​ଶାହାରୁଖ ଖାନଙ୍କ ଫିଲ୍ମ ‘ଡଙ୍କି’କୁ ଏକ ପ୍ରସଙ୍ଗ କରିଛନ୍ତି। ଏହି ପ୍ରସଙ୍ଗରେ କଂଗ୍ରେସ ନେତା ବିଜେପିକୁ ଟାର୍ଗେଟ କରିଛନ୍ତି। ମଙ୍ଗଳବାର ରାହୁଲ ଗାନ୍ଧୀ ହରିୟାଣାର ବେକାରୀ ସମସ୍ୟା ସମ୍ପର୍କରେ ବିଜେପିକୁ…

ଲଘୁଚାପ: ୨୭ ସକାଳ ଯାଏଁ ୟେଲୋ ୱାର୍ଣ୍ଣିଂ, ପ୍ରବଳ ବର୍ଷିବ

ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ଏହା ପ୍ରଭାବରେ ୨୭ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଲଘୁଚାପ ପ୍ରଭାବରେ ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଗଞ୍ଜାମ, ଗଜପତି,…

ତିରୁପତି ମନ୍ଦିର ବିବାଦ ନେଇ ଶ୍ରୀମନ୍ଦିରରେ ଛନକା: ଯାଞ୍ଚ ହେବ ଘିଅ !

ପୁରୀ: ତିରୁପତି ଶ୍ରୀ ଭେଙ୍କଟେଶ୍ବର ମନ୍ଦିରରେ ଯେଉଁ ବିବାଦ ଦେଖାଦେଇଛି ତାହା ଏବେ ପୁରା ଦେଶରେ ହଇଚଇ ସୃଷ୍ଟି କରିଛି । ଭକ୍ତଙ୍କ ଆବେଗକୁ ମଧ୍ୟ ଠେସ୍ ପହଞ୍ଚିଛି । ସେପଟେ ଏହାର ପ୍ରଭାବ ମଧ୍ୟ ଦେଶର ସମସ୍ତ ମନ୍ଦିରରେ ଦେଖାଦେଲାଣି । ଏନେଇ ସବୁ ମନ୍ଦିର ପ୍ରଶାସନ ଏନେଇ ସଜାଗ…

ପ୍ରତ୍ୟାହୃତ ୩ କୃଷି ଆଇନ ପୁଣି ଲାଗୁ କରିବାକୁ ଚାହୁଁଛନ୍ତି କଙ୍ଗନା

ପୁଣିଥରେ ଚର୍ଚ୍ଚାରେ ବିଜେପି ସାଂସଦ କଙ୍ଗନା ରାଣାୱତ। ଚାଷୀଙ୍କ ସବୁଠାରୁ ବଡ଼ ଆନ୍ଦୋଳନ ଯୋଗୁ ପ୍ରତ୍ୟାହାର ହୋଇଥିବା ୩ କୃଷି ଆଇନକୁ ପୁଣିଥରେ କେନ୍ଦ୍ର ସରକାର ଲାଗୁ କରନ୍ତୁ ବୋଲି କଙ୍ଗନା କହିଛନ୍ତି। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ହିମାଚଳ ପ୍ରଦେଶର ମଣ୍ଡିରେ ଅଭିନେତ୍ରୀରୁ…

ସର୍ବୋତ୍ତମ ଶିକ୍ଷାଦାନ ପ୍ରଣାଳୀକୁ ସରକାର ଗୁରୁତ୍ବ ଦେଉଛନ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ସର୍ବୋତ୍ତମ ପ୍ରଣାଳୀ ଆଣିବା ପାଇଁ ଆମ ସରକାର ଚେଷ୍ଟା ଜାରି ରଖିଛନ୍ତି। ଶିକ୍ଷା ଭିତ୍ତିଭୂମିର ସୁଦୃଢ଼ୀକରଣ ପାଇଁ ବଜେଟ୍‌ରେ ମଧ୍ୟ ବ୍ୟବସ୍ଥା କରାଯାଇଛି। ପ୍ରାଥମିକସ୍ତରରେ ପିଲାମାନଙ୍କ ମୂଳଦୁଆକୁ ମଜବୁତ୍ କରିବା ପାଇଁ ପ୍ରତି ପଞ୍ଚାୟତରେ ଗୋଟିଏ…

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବୁର୍ଲା ଭୀମସାରକୁ ୧୧ ଲକ୍ଷ ଫାଇନ୍

ସମ୍ବଲପୁର: ବୁର୍ଲା ଭୀମସାରକୁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ୧୧ ଲକ୍ଷ ୨୦୦ ହଜାର ଟଙ୍କା ଜରିମାନା କରାଯାଇଛି । ଠିକ୍ ଭାବେ ବର୍ଜ୍ୟ ବସ୍ତୁ ପରିଚାଳନା କରାଯାଉ ନ ଥିବା ଅଭିଯୋଗରେ ଏହି ଜରିମାନା କରାଯାଇଥିବା ସୂଚନା ରହିଛି । ୨୦୨୩ ଅଗଷ୍ଟ ମାସରେ ଭୀମସାରକୁ କେନ୍ଦ୍ରୀୟ…

ପୁଲୱାମା ଆଟାକର ଅଭିଯୁକ୍ତ ହାର୍ଟ ଆଟାକରେ ଆଖି ବୁଜିଲା

ଜମ୍ମୁ-କଶ୍ମୀରର ପୁଲୱାମାରେ ୫ ବର୍ଷ ତଳେ ହୋଇଥିବା ଭୟଙ୍କର ହମଲାର ଜଣେ ଅଭିଯୁକ୍ତ ହୃଦଘାତରେ ପ୍ରାଣ ହରାଇଛି। ତା’ ନାଁ ବିଲାଲ ଅହମଦ। ୨୦୧୯ ପେବୃଆରୀ ୧୪ରେ ସିଆରପିଏଫ ଯବାନଙ୍କ କନଭୟ ଉପରେ ହୋଇଥିବା ଭାରତ ଇତିହାସର ସବୁଠାରୁ ବଡ଼ ହମଲାରେ ଦାଖଲ ହୋଇଥିବା ଚାର୍ଜଶିଟରେ ୩୨ ବର୍ଷୀୟ…