Sign in
Sign in
Recover your password.
A password will be e-mailed to you.
ବସ ଓ ବାଇକ ମୁହାମୁହିଁ ଧକ୍କା ବାଇକ ଚାଳକ ଗୁରୁତର
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅଧୀନରେ ଥିବା କଦୋବାହାଲ ପଞ୍ଚାୟତ ଅନ୍ତର୍ଗତ ଢୋଡ଼ିବାହାର ରାସ୍ତା ମୁହନିରେ ଯାତ୍ରୀ ବାହି ବସ ସହିତ ଗୋଟିଏ ବାଇକ ମୁହାମୁହିଁ ଧକ୍କା ହେଇଥିଲା | ଯାହା ଫଳରେ ବାଇକ ଚାଳକଟି ରାସ୍ତା ଉପରେ ଛିଟିକି ପଡ଼ି ଗୁରୁତର ହୋଇଥିଲା | ବୀରମିତ୍ରପୁର!-->…
ଭିଜିଲାନ୍ସ ଜାଲରେ ଓବିସିସିର ଅତିରିକ୍ତ ମୁଖ୍ୟଯନ୍ତ୍ରୀ: ଅମାପ ସଂପତ୍ତି ଠାବ
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡ଼ିଥିବା ଓଡ଼ିଶା ବ୍ରିଜ ଆଣ୍ଡ କନଷ୍ଟ୍ରକସନ କର୍ପୋରେସନ(ଓବିସିସି)ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ରଥଙ୍କ ଅମାପ ସଂପତ୍ତି ଦେଖି ତାଜୁବ୍ ଭିଜିଲାନ୍ସ ଟିମ୍। ପ୍ରଦୀପ କୁମାର ରଥଙ୍କର ୪୨ରୁ ଅଧିକ ପ୍ଲଟ, ଭୁବନେଶ୍ୱରରେ ୨ଟି ଦାମୀ ଫ୍ଲାଟ୍, ଭଦ୍ରକ ଓ!-->…
ପ୍ରଶାନ୍ତ କିଶୋରଙ୍କ ବଡ଼ ଘୋଷଣା: ଅକ୍ଟୋବର ୨ରେ ଗଠନ ହେବ ନୂଆ ରାଜନୀତିକ ଦଳ
ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଓରଫ ପିକେ କରିଛନ୍ତି ବଡ଼ ଦାବି। ଆସନ୍ତା ଅକ୍ଟୋବର ୨ରେ ବିହାରର ଲୋକମାନେ ଗୋଟିଏ ନୂଆ ରାଜନୀତି ଦଳ ଗଠନ କରିବେ। ସେମାନେ ଜେଡିୟୁ, ଆରଜେଡି ଓ ବିଜେପି ଭଳି ଦଳକୁ ନେଇ ବିରକ୍ତ ହୋଇଗଲେଣି। ଏହି କୂଟିଳଚକ୍ରକୁ ଶେଷ କରିବା ପାଇଁ ବିହାରବାସୀ ନିଷ୍ପତ୍ତି!-->…
ବିଲରୁ ଯୁବକଙ୍କ ମୃତଦେହ ଉଦ୍ଧାର
ହିଞ୍ଜିଳିକାଟୁ ୫/୮ : ହିଞ୍ଜିଳି ଥାନା ସମରଝୋଳ ଛକ ନିକଟ ଗହିର ବିଲ ମଧ୍ୟରେ ସୋମବାର ହିଞ୍ଜିଳି ପୁଲିସ ଜଣେ ବିବାହିତ ଯୁବକର ମୃତଦେହକୁ ଉଦ୍ଧାର କରିଛି। ମୃତକ ଜଣକ ହେଉଛନ୍ତି ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ ୧୫ କେଉଟସାହି ବାସିନ୍ଦା ବିପ୍ରଚରଣ ବେହେରାଙ୍କ ପୁଅ ଟିକି!-->…
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ
ପୁରୀ: ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ବସିଥିବା ପରିଚାଳନା କମିଟି ବୈଠକ ଶେଷ ହୋଇଛି l ବୈଠକରେ ସମୁଦାୟ ୬ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଛି l ଭିତର ଓ ବାହାର ରତ୍ନଭଣ୍ଡାର ସ୍ଥାନାନ୍ତରଣ ପକ୍ରିୟାକୁ ଅନୁମୋଦନ କରାଯାଇଛି ଏନେଇ ରାଜ୍ୟସରକାରଙ୍କୁ ଅବଗତ କରାଯିବ ବୋଲି ବୈଠକରେ!-->…
‘କୋଚିଂ ସେଣ୍ଟର ହୋଇଗଲାଣି ଡେଥ୍ ଚ୍ୟାମ୍ବର’, କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ନୋଟିସ୍ ପଠାଇଲେ…
ଦିଲ୍ଲୀ କୋଚିଂ ସେଣ୍ଟରରେ ତିନି ଛାତ୍ରଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ନୋଟିସ୍ ଜାରି କରିବା ସହ କୋଚିଂ ସେଣ୍ଟରଗୁଡିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଥିବା କହିଛନ୍ତି!-->…
ଘରୋଇ କଳିକୁ କେନ୍ଦ୍ର କରି ବଡ ବୋହୂର ନାକ କାଟିଲା ଶ୍ୱଶୁର
ଆଠଗଡ: ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଜୁଆଲ୍ ଭାଇରାଲ ହୋଇଥାଏ । ସେସବୁ ଭିତରୁ କିଛିଟା ସତ ହୋଇଥାଏ ତ ଆଉ କିଛି ଗୁଜବ ଥାଏ । କିନ୍ତୁ ଭାଇରାଲ୍ ଭିଡିଓ ସବୁବେଳେ ଚର୍ଚ୍ଚାର ବିଷୟ ପାଲଟିଥାଏ । ଏସବୁ ଭିତରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି । ଏଠି ବାପ ସମାନ ଶ୍ୱଶୁର ବିରୋଧରେ!-->…
ଆସନ୍ତା ସେପ୍ଟେମ୍ବରରେ ରାଜ୍ୟସ୍ତରୀୟ ରଗବି ଫୁଟବଲ ଟୁର୍ଣ୍ଣାମେଣ୍ଟ
ଫୁଲବାଣୀ : ସୋମବାର ସ୍ଥାନୀୟ ବନାନୀ କଳା ସଙ୍ଗମ ପରିସରରେ ରାଜ୍ୟ ସ୍ତରୀୟ ରଗବି ଫୂଟବଲ ଟୁର୍ନାମେଣ୍ଟ ଆୟୋଜନ ନିମନ୍ତେ କ୍ରୀଡ଼ାବିତ, ବୁଦ୍ଧିଜୀବୀ ଓ କ୍ରୀଡ଼ାପ୍ରେମୀ ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ବରିଷ୍ଠ ସାମ୍ବାଦିକ ସୁନିଲ ପଟ୍ଟନାୟକଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ!-->…
ପିସିସି ସଭାପତି ନେଇ ତାରାଙ୍କ ବିସ୍ଫୋରକ ବୟାନ
ଭୁବନେଶ୍ବର: ଏଥର ନିର୍ବାଚନରେ କଂଗ୍ରେସ ବହୁ ପଛରେ ଚାଲିଛି । ସେ ଭୋଟ ହେଉକି ନେତା ଚୟନ ସବୁଥିରେ ଫେଲ୍ ମାରିଛି କଂଗ୍ରେସ । ବହୁ କଳ୍ପନା ଜଳ୍ପନା ପରେ ଚଳିତ ବିଧାନସଭାର ପ୍ରଥମ ଅଧିବେଶନର ଦିନକ ପୂର୍ବରୁ ଓଡିଶା ପିସିସି ଭଙ୍ଗ କରିଥିଲା କଂଗ୍ରେସ । ଏହା ପରେ ରାମଚନ୍ଦ୍ର କାଡାମଙ୍କୁ ବିଧାୟକ!-->…
ବାଂଲାଦେଶର ଶାସନ ଦାୟିତ୍ୱ ହାତକୁ ନେଲେ ସେନା ମୁଖ୍ୟ
ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଶେଖ ହସିନା ଦେଶ ଛାଡ଼ିବାରୁ ଏବେ ବାଂଲାଦେଶରେ ଲାଗୁ ହୋଇଛି ସେନା ଶାସନ। ଦେଶର ସେନା ମୁଖ୍ୟ ଜେନେରାଲ ୱାକେର ଉଜ ଜମାନ ବାଂଲାଦେଶର ଶାସନ ଭାର ନିଜ ହାତକୁ ନେଇଛନ୍ତି।
ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା କଥା ଜେନେରାଲ ଜମାନ କହିବା ପରେ!-->!-->!-->…