ଦକ୍ଷିଣ ଓଡ଼ିଶାର ଆଇଟିଆଇଗୁଡ଼ିକରେ ଟିପିଏସ୍ଓଡିଏଲ ପକ୍ଷରୁ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ

-- ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ସହ ସେମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟ ବ୍ରହ୍ମପୁର : ଶିଳ୍ପ ସମ୍ବନ୍ଧୀୟ ଦକ୍ଷତା ପ୍ରଦାନ କରି ଯୁବପିଢ଼ିଙ୍କୁ ସଶକ୍ତ କରିବା ଦିଗରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି।…

ସରକାର ଗଠନ ପାଇଁ ଦିନେ ବିଜେପି ନେତା ଘର ବାହାରେ ଅପେକ୍ଷା କରୁଥିଲେ: ମୁଫତି

ଶ୍ରୀନଗର: ଜମ୍ମୁକାଶ୍ମୀରରେ ଏବେ ନିର୍ବାଚନୀ ମାହୋଲ ସରଗରମ ରହିଛି | ଦଳମାନେ ପରସ୍ପର ବିରୋଧରେ ଆରୋପ ପ୍ରତ୍ୟାରୋପ ଜାରି ରଖିଛନ୍ତି | ବିଜେପିକୁ ଟାର୍ଗେଟ କରି ପିଡିପି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି କହିଛନ୍ତି ଯେ ଆଜି ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଏଠାକୁ…

ଦୀପକ ଫର୍ଟିଲାଇଜର୍ସ କମ୍ପାନୀରୁ ତମ୍ବା ତାର ଚୋରି ଘଟଣା : ପର୍ଦ୍ଦାଫାଶ କଲା ପୋଲିସ

ଛତ୍ରପୁର : ଚମାଖଣ୍ଡି ଥାନା ଅନ୍ତର୍ଗତ ଦୀପକ ଫର୍ଟିଲାଇଜର୍ସ କମ୍ପାନିରୁ ଗତ କିଛିଦିନ ତଳେ କେତେକ ଦୁର୍ବୃତ୍ତତମ୍ବା ତାର ଚୋରି କରି ନେଇଥିବା ଅଭିଯୋଗ ହୋଇଥିଲା । ଏନେଇ ଚମାଖଣ୍ଡି ଥାନାରେ ୨୯୧/୨୪ ରେ ଏକ ମାମଲା ରୁଜୁ କରି ପୁଲିସ୍ ତଦନ୍ତ ଚଳାଇଥିଲା । ଘଟଣାରେ ସମ୍ପୃକ୍ତ ଥିବା ୩ ଜଣ…

ଆସନ୍ତାକାଲି ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଭୁବନେଶ୍ୱର: କାଲି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା l ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ l ଦିନିକିଆ ଓଡ଼ିଆ ଗସ୍ତରେ ଆସି ଭୁବନେଶ୍ୱରସ୍ଥିତ ବିଜେପି ପାର୍ଟି ଅଫିସ୍‌ରେ ପହଞ୍ଚିବେ ଜେପି ନଡ୍ଡା l ସାଂସଦ, ବିଧାୟକ, ଦଳୀୟ…

ଛତ୍ରପୁର ଡିଷ୍ଟ୍ରିବ୍ୟୁଟର ଆସୋସିଏସନ ପକ୍ଷରୁ ଦ୍ଵିତୀୟ ରକ୍ତଦାନ ଶିବିର – ୧୪୦ ୟୁନିଟ ରକ୍ତ ସଂଗ୍ରହ

ରକ୍ତ ଦାନ …. ମହତ ଦାନ .. : ଏଭଳି ସମାଜସେବା କାର୍ଯ୍ୟକୁ ପ୍ରଶାଂସ କଲେ- ବୃଦ୍ଧିଜୀବି ଓ ସ୍ଥାନୀୟ ବାସିନ୍ଦାଛତ୍ରପୁର : ବ୍ରହ୍ମପୁର ଭଣ୍ଡାରରେ ରକ୍ତର ଘୋର ଅଭାବକୁ ଦୃଷ୍ଟି ରେ ରଖି ଗତ ବର୍ଷ ଭଳି ଚଳିତ ବର୍ଷ ଛତ୍ରପୁର ଡିଷ୍ଟ୍ରିବ୍ୟୁଟର ଆସୋସିଏସନ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରି…

ଟିଗଲ ପଞ୍ଚାୟତରେ ମାଣ୍ଡିଆ ବଣ୍ଟନରେ ବ୍ୟାପକ ହେରଫେର ଅଭିଯୋଗ : ମାଣ୍ଡିଆ ବଦଳରେ ଯୋଗାଣ ସହାୟକ ଦେଉଛନ୍ତି ୫୦୦ ଟଙ୍କା

ମାଲକାନଗିରି : ରାଜ୍ୟସରକାର ଗରିବ ହିତାଧିକାରୀଙ୍କୁ ଚୟନ କରି ସେମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣା ତଥା ରିହାତି ଦରରେ ଚାଉଳ, ମାଣ୍ଡିଆ, ଗହମ ଓ କିରୋସିନ ବଂଣ୍ଟନ କରିଥାନ୍ତି । କିଛିବର୍ଷ ହେବ ରାଜ୍ୟ ସରକାର ମିଲେଟ ମିଶନମାଧ୍ୟରେ ମାଣ୍ଡିଆର ଗୁଣବତ୍ତାକୁ ନେଇ ଲୋକଙ୍କୁ ସଚେତନ…

ଓଡ଼ିଶାରେ ଲୁଚିଛି ବେଙ୍ଗାଲୁରୁରେ ମହିଳାଙ୍କୁ ୩୦ ଖଣ୍ଡ କରିଥିବା ଯୁବକ!

ଓଡ଼ିଶାରେ ଲୁଚିଛି ବେଙ୍ଗାଲୁରୁରେ ଜଣେ ମହିଳାଙ୍କୁ ଭୟଙ୍କର ଢଙ୍ଗରେ ହତ୍ୟା କରିଥିବା ସନ୍ଦିଗ୍ଧ ଯୁବକ। ବେଙ୍ଗାଲୁରୁ ପୁଲିସ୍‌ ଘଟଣାର ତନାଘନା କରୁଥିବାରୁ ଅଭିଯୁକ୍ତ ଜଣଙ୍କ ସେଠାରୁ ଓଡ଼ିଶା ଚାଲି ଆସିଛି। ଏକଥା ଜଣାପଡ଼ିବା ପରେ ଘଟଣାର ତଦନ୍ତ କରୁଥିବା କର୍ଣ୍ଣାଟକା ପୁଲିସ୍‌ର…

କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ‘ସ୍ୱଚ୍ଛତା ହିଁ ସେବା’ ଉଦ୍ଦେଶ୍ୟରେ ପଥପ୍ରାନ୍ତ ନାଟକ ଆୟୋଜିତ

ମାଲକାନଗିରି : ସ୍ୱଚ୍ଛତା ହିଁ ସେବା ଆଦର୍ଶ କୁ ମୂଳ ଲକ୍ଷ ରଖି କେନ୍ଦ୍ରୀୟ ବିଦ୍ୟାଳୟ ଏକାଦଶ ଶ୍ରେଣୀ ର ଛାତ୍ରଛାତ୍ରୀ ମାନେ ଜିଲ୍ଲା ନ୍ୟାୟାଳୟ ସମ୍ମୁଖ ଛକରେ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରିଥିଲେ l ଲୋକମାନେ ଦୈନନ୍ଦିନ ଜୀବନରେ ବ୍ୟକ୍ତି ଗତ ସ୍ୱଚ୍ଛତା ସହିତ ପାରିପାର୍ଶ୍ଵିକ ସ୍ୱଚ୍ଛତା…

ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ପାଇଁ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି  । ୨୭ ଯାଏ ପ୍ରବଳ ବର୍ଷିବ । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି…

ସପ୍ତାହେ ଭିତରେ ୧ କୋଟି ଛୁଇଁବ ସୁଭଦ୍ରା ଆବେଦନକାରୀଙ୍କ ସଂଖ୍ୟା: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସୁଭଦ୍ରା ଯୋଜନା ଆରମ୍ଭରୁ ଏପର୍ଯ୍ୟନ୍ତ ଆବେଦନ କରିସାରିଲେଣି ୯୨ ଲକ୍ଷ ଆବେଦନକାରୀ l ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା l ତେବେ ଆସନ୍ତା ଆଉ ଏକ ସପ୍ତାହ ମଧ୍ୟରେ ସୁଭଦ୍ରା ଯୋଜନା ଆବେଦନକାରୀଙ୍କ ସଂଖ୍ୟା ୧ କୋଟି ଛୁଇଁବ l ଇ-କେୱାଇସି ପାଇଁ ଏବେ ଟିକେ…