Sign in
Sign in
Recover your password.
A password will be e-mailed to you.
ହିଂସକ ହେଉଛି ନିର୍ବାଚନ, କମଲା ହାରିସଙ୍କ ଅଫିସ୍ ଉପରକୁ ଗୁଳିମାଡ଼
ଆସନ୍ତା ନଭେମ୍ବର ମାସରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବ। ତେବେ ଭୋଟ୍ ପୂର୍ବରୁ ଆମେରିକାରୁ ଲଗାତର ହିଂସା ଖବର ସାମ୍ନାକୁ ଆସୁଛି। ପ୍ରଥମେ ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରାଯାଇଥିଲା। ବର୍ତ୍ତମାନ!-->…
ବଣାଇରେ ତୀର ଆତଙ୍କ, ତୀର ମାଡ଼ରେ ବଣାଇ ଥାନା ଆଇଆଇସି ଆହତ
ବଣାଇ : ପଣବନ୍ଦୀରେ ସ୍କୁଲ । ୪ ଦିନ ହେଲା ଧନୁତୀର ଧରି ଉତ୍ପାତ କରୁଛି ଧନୀ ମୁଣ୍ଡା । ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନା ଅନ୍ତର୍ଗତ ବଡ଼ଜଲ ୟୁପି ସ୍କୁଲକୁ ନିଜ କବଜାରେ ରଖିଛି । ଧନୁ ତୀର ଓ ବାଟୁଳି ଧରି ସ୍କୁଲ ଛାତ ଉପରେ ବସିଛି । ସ୍କୁଲର ଅଣ୍ଡା, ଚାଉଳ, ଆଳୁ ନେଇ ଛାତରେ ରୋଷେଇ!-->…
ପାରାଦୀପରେ ଆରମ୍ଭ ହେଲା ୨ ଦିନିଆ ଉପକୂଳ ସମରାଭ୍ୟାସ
ପାରାଦୀପ: ପାରାଦୀପରେ ଆଜିଠୁ ଆରମ୍ଭ ହୋଇଛି ମିଳିତ ସମରାଭ୍ୟାସ ସାଗର କବଚ-୨ । ଏହା ଦୁଇ ଦିନ ଧରି ଚାଲିବ । ଏଥିରେ ମେରାଇନ ପୋଲିସ, କୋଷ୍ଟ ଗାର୍ଡ, ନୌସେନା, ବନବିଭାଗ, ମତ୍ସ୍ୟ ବିଭାଗ, ଗୁଇନ୍ଦା ସଂସ୍ଥା ଭଳି ଏକାଧିକ ବିଭାଗ ସାମିଲ ହୋଇଛନ୍ତି । ଜଳପଥ ମଧ୍ୟ ଦେଇ ଯେପରି ଶତୃ ପକ୍ଷ,!-->…
ଚାପ ବଢ଼ିବାରୁ ୟୁ-ଟର୍ଣ୍ଣ ମାରିଲେ କଙ୍ଗନା
ନିଜ ବୟାନକୁ ନେଇ ପୁଣି ବିବାଦରେ ବଲିଉଡର ପଙ୍ଗା କୁଇନ୍ ତଥା ବିଜେପି ସାଂସଦ କଙ୍ଗନା ରଣାଓ୍ୱତ। କୃଷି ଆଇନ୍କୁ ନେଇ ସେ ବିବାଦୀୟ ବୟାନ ଦେଇଥିଲେ। ତେବେ ଏହାକୁ ନେଇ ଚାପ ବଢ଼ିବାରୁ ସେ ଏବେ ମାରିଛନ୍ତି ୟୁ-ଟର୍ଣ୍ଣ। ଭିଡିଓ ଜାରି କରି ସଫେଇ ଦେବା ସହ ନିଜ ମତ ବଦଳାଇଛନ୍ତି।
ରଦ୍ଦ!-->!-->!-->…
ଭୁବନେଶ୍ବର ଭରତପୁର ଥାନା ମାମଲା: ସରିଲା ପୀଡ଼ିତାଙ୍କ କ୍ରାଇମ ସିନ୍ ରିକ୍ରିଏସନ
ଭୁବନେଶ୍ବର : ଭରତପୁର ଥାନା ମାମଲାରେ ଉଭୟ ଭରତପୁର ଥାନା ଓ ପଥରଗାଡ଼ିଆର ସୁନ୍ଦରପୁରରେ ସରିଲା ପୀଡ଼ିତାଙ୍କ କ୍ରାଇମ ସିନ୍ ରିକ୍ରିଏସନ । ଭରତପୁର ଥାନରେ ୧ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା ସିନ୍ ରିକ୍ରିଏସନ । ଭରତପୁର ଥାନାରେ ଖୋଳତାଡ଼ ପରେ ପଥରଗାଡ଼ିଆର ସୁନ୍ଦରପୁରରେ!-->…
ରାଉରକେଲାରେ ଲଜ୍ଜା! ପୁଣି ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ
ରାଉରକେଲା: ପୁଣି ରାଉରକେଲାରେ ଲଜ୍ଜା। ୪ ଦିନ ତଳେ ୨ ନାବାଳିକା ଭଉଣୀଙ୍କୁ ଗଣ ଦୁଷ୍କର୍ମ କରିବା ଭଳି ଘଟଣା ଘଟିବା ପରେ ଆଜି ପୁଣି ସମାନ ଏକ ମାମଲା ସମ୍ନାକୁ ଆସିଛି। ଏଠାରେ ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ରଘୁନାଥପାଲି ଥାନା ନିକଟ ଏକ ରେଷ୍ଟୁରାଣ୍ଟରେ!-->…
ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନା ଦର, ୭୭ ହଜାରରେ ପହଞ୍ଚିଲା
ବିବାହ ଋତୁ ଆରମ୍ଭ ପୂର୍ବରୁ ଗ୍ରାହକଙ୍କୁ ଝଟ୍କା। ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନା ଦର। ଭାରତରେ ପ୍ରଥମ ଥର ପାଇଁ ୧୦ ଗ୍ରାମ ପିଛା ସୁନା ମୂଲ୍ୟ ୭୬,୦୦୦ ଟଙ୍କା ଅତିକ୍ରମ କରିଛି।
ରିପୋର୍ଟ ମୁତାବକ, ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନାର ଦାମ୍ ୭୬,୯୫୦ରେ ପହଞ୍ଚିଛି। ଦିଲ୍ଲୀ, ଜୟପୁର,!-->!-->!-->…
ବହୁ ଚର୍ଚ୍ଚିତ ରୁକସାନା ମୃତ୍ୟୁ ଘଟଣା, ସିବିଆଇ ତଦନ୍ତ ଦାବି
କଳାହାଣ୍ଡି: ବହୁ ଚର୍ଚ୍ଚିତ ରୁକସାନା ମୃତ୍ୟୁ ଘଟଣାରେ ପୋଲିସ ତଦନ୍ତ ଆରମ୍ଭ । ଆଜି କବର ଖୋଳି ମୃତଦେହ ବାହାର କରି ତଦନ୍ତ ଆରମ୍ଭ କରିବାକୁ ପହଁଚିଥିଲା ଟାଉନ ଥାନା ଓ ସଦର ଥାନା ପୋଲିସ । ହେଲେ ଏହାକୁ ବିରୋଧ କରିଥିଲେ ରୁକସାନାଙ୍କପରିବାର ଲୋକେ । ଏପରିକି କବର ଖୋଲିଲେ ପୋଲିସ ଉପରେ!-->…
ଜିଦ୍ରେ ଅଟଳ ନର୍ସିଂ ଅଫିସର, ବିଭିନ୍ନ ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ
ଭୁବନେଶ୍ୱର: ଆଜିଠୁ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛି ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ। ନର୍ସିଂ କର୍ମଚାରୀ ସଂଘ ସ୍ଥଗିତ ରଖିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନକୁ ପୁଣି ଓହ୍ଲାଇବ। ୧୦ ଦଫା ଦାବିରେ ଧର୍ମଘଟ କରିବ ସଂଘ। ରାଜ୍ୟ ସରକାରଙ୍କ ସହ ଆଲୋଚନା ବି ହେବ। ଜରୁରିକାଳୀନ ରୋଗୀ!-->…
ଡ଼ବଲଇଞ୍ଜିନ ସରକାରଙ୍କ ଦରଦାମ ବୃଦ୍ଧି ର ବିକଳ୍ପ ବ୍ୟବସ୍ଥା : ସପ୍ତାହ କୁ ଦୁଇ ଦିନ ଉପବାସ ରୁହ ସୁସ୍ଥ ରୁହ…
ବ୍ରହ୍ମପୁର: ଗତ କିଛି ଦିନ ହେଲା ସମସ୍ତ ଖାଦ୍ୟ ସାମଗ୍ରୀ ରେ ଦର ହୁଁ ହୁଁ ହୋଇ ବଢ଼ିଚାଲିଛି। କେନ୍ଦ୍ର ଓ ରାଜ୍ୟ ସରକାର ନାକେଦମ ହୋଇଥିବା ଅନୁମାନ କରାଯାଉଛି। ପ୍ରଥମେ ଅଟା,ଚାଉଳ, ଡ଼ାଲି, ତେଲ ପରେ ଆଳୁ ପିଆଜ, ଅଦା, ରସୁଣ ସାଙ୍ଗକୁ ପନିପରିବା ଦର ଅହେତୁକ ଭାବେ ଦିନକୁ ଦିନ!-->…