ଜଳ ଏବଂ ଭେକ୍ଟର ବାହିତ ରୋଗର ନିରାକରଣ ନିମନ୍ତେ ସଚେତନତା ଶିବିର

ଫୁଲବାଣୀ : ଶ୍ରୀଯୁକ୍ତ ସତ୍ୟପୀର ମିଶ୍ର, ଜିଲ୍ଲା ଓ ଦୌରା ଜଜ୍ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀଙ୍କ ନିର୍ଦ୍ଧେଶ କ୍ରମେ କଟ୍ରିଙ୍ଗିଆ ପଞ୍ଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ ଥିବା ସଭାଗୃହ ପ୍ରକୋଷ୍ଠରେ ଜଳ ଏବଂ ଭେକ୍ଟର ବାହିତ ରୋଗର ନିରାକରଣ ନିମନ୍ତେ ଜିଲ୍ଲା…

ପ୍ରାକୃତିକ କୃଷିକୁ ସୁଦୃଢ କରିବା ପାଇଁ କନ୍ଧମାଳ ଚାପ୍ଟର ଉଦ୍ଘାଟିତ

ଫୁଲବାଣୀ : ପ୍ରାକୃତିକ କୃଷିକୁ କନ୍ଧମାଳ ଜିଲ୍ଲା ସ୍ତରରେ ଆଗେଇନବା ପାଇଁ ପ୍ରାକୃତିକ କୃଷି ଜାତୀୟ ସଂଘର ମୁଖ୍ୟ ପ୍ରମେଲ ଗୁପ୍ତାଙ୍କ ଦ୍ୱାରା ରାଇକିଆ ଠାରେ କନ୍ଧମାଳ ଚାପ୍ଟର ସୁଭ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାରେ କୃଷିକୁ ଗ୍ରାମ ସ୍ଥରରେ ଆଗେଇ ନେଉଥିବା ଅନୁଷ୍ଠାନ ଓ…

ସାମ୍ବାଦିକଙ୍କ ପିତୃ ବିୟୋଗ

ଚିକିଟୀ : ପାତ୍ରପୁର ବ୍ଲକ ତଣ୍ଡିପୁର ପଞ୍ଚାୟତ ରାଜପୁର ଗ୍ରାମର କାର୍ଯ୍ୟରତ ସାମ୍ବାଦିକ ହରିଶ୍ଚନ୍ଦ୍ର ସେଠୀଙ୍କ ବାପା ହାଡ଼ି ସେଠୀଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିବା ବେଳେ ସେ ଜଣେ ମିଷ୍ଟଭାଷୀ ପରୋପକାରୀ ଧର୍ମପରାୟଣ ବ୍ୟକ୍ତିତ୍ୱ ଥିଲେ । ପାତ୍ରପୁର ବ୍ଲକ…

ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆନୁକୂଲ୍ୟରେ ବ୍ଲକ ପରିସର ସଫା

ଚିକିଟୀ : ଏହି ବ୍ଲକ ପରିସର ମଧ୍ୟରେ ଆଜି ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ ଆନୁକୂଲ୍ୟରେ ସ୍ଥାନୀୟ ବିଡ଼ିଓ ଲକ୍ଷ୍ମଣ ଚରଣ ସୋରେନ ଙ୍କ ତତ୍ୱାବଧାନରେ ବ୍ଲକ ପରିସର ମଧ୍ୟରେ ଥିବା ପ୍ଲାଷ୍ଟିକ,ପଲିଥିନ, ଶୁଖିଲା ପତ୍ର, ବ୍ୟବହାର ହୋଇସାରିଥିବା ପାଣି ବୋତଲ ଗୁଡିକୁ ବାହାର କରି ନଷ୍ଟ…

ସ୍ୱଚ୍ଛତା ହିଁ ସେବା ସଚେତନତା ରାଲିରେ ଯୋଗ ଦେଲେ ବିଦ୍ୟାଳୟର ଛାତ୍ର ଛାତ୍ରୀ

ଚିକିଟୀ : ଏହି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଗତ ୧୭ ତାରିଖରୁ ଚାଲିଥିବା ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଟିତ କରାଯାଉଥିବା ଦେଖିବାକୁ ମିଳିଛି । ଆଜି ଅଞ୍ଚଳ ପରିଷଦ ମଧ୍ୟରେ ଥିବା ଚିକିଟୀ ଗଡ ଓ ପେଣ୍ଠର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟର…

ବାଟ-ଛତ୍ରପୁର ଗ୍ରାମ ନିକଟସ୍ଥ ହାତୀବନ୍ଧ ପାଖ ପରିସରରେ ଅଳିଆ ଆବର୍ଜ୍ଜନା ନ ପକାଇବାକୁ ଦାବୀ

ଛତ୍ରପୁର : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ କଣମଣା ପଞ୍ଚାୟତ ଅଧିନସ୍ଥ ବାଟ-ଛତ୍ରପୁର ଗ୍ରାମ ନିକଟସ୍ଥ ହାତୀବନ୍ଧ ପାଖ ପରିସରରେ ଅଳିଆ ଆବର୍ଜ୍ଜନା ପକାଇବାକୁ ସ୍ଥାନୀୟ ଲୋକଙ୍କ ବିରୋଧ କରାଯାଇଛି ।ଏନେଇ ବୁଧବାର ବାଟ-ଛତ୍ରପୁର ଗ୍ରାମ ର କ୍ରିୟାନୁଷ୍ଠାନ କମିଟୀ ପକ୍ଷରୁ ପ୍ରତିବାଦ କରାଯିବା ସାଂଗକୁ…

ରେଳ ବିଭାଗରେ ଚାକିରି କରାଇଦେବା ନାମରେ ୭ ଲକ୍ଷ ଠକେଇ ଅଭିଯୁକ୍ତ ଗିରଫ

ମାଲକାନଗିରି : ରେଳ ବିଭାଗରେ ଚାକିରି କରାଇଦେବା ନାମରେ ୭ ଲକ୍ଷ ଟଙ୍କା ଲୁଟ ଅଭିଯୋଗରେ ମାଲକାନଗିରି ପୋଲିସ ଦ୍ଵାରା ଜଣେ ଗିରଫ। ସୂଚନା ଅନୁଯାୟୀ ମାଲକାନଗିରି ଥାନା ଅନ୍ତର୍ଗତ ଏମଭି ୨ରେ ରହୁଥିବା ପ୍ରଜ୍ଞା ପ୍ରିୟଦର୍ଶିନୀ ନାମକ ମହିଳାଙ୍କୁ ରେଳ ବିଭାଗରେ ଚାକିରି କରାଇଦେବାର ପ୍ରଲୋଭନ…

ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ଆଲୋଚନା ବିଫଳ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ସହିତ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ଆଲୋଚନା ବିଫଳ ହୋଇଛି। ନର୍ସିଂ କର୍ମଚାରୀମାନେ ଆସନ୍ତାକାଲି (୨୦୨୪ ସେପ୍ଟେମ୍ବର ୨୬) ଯାଏଁ ଜରୁରୀକାଳୀନ ସେବାରେ ନିୟୋଜିତ ହେବାକୁ ସ୍ଥିର କରିଛନ୍ତି। ଏହା ପରେ ସେପ୍ଟେମ୍ବର ୨୭ ତାରିଖ ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ…

ଅରବିନ୍ଦ କେଜ୍ରିୱାଲଙ୍କ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଜୋରସୋରରେ ପ୍ରଚାର

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଜୋରସୋରରେ ପ୍ରଚାର କରୁଥିବା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଧବାର ଏକ ବଡ଼ ଦାବି କରିଛନ୍ତି। ହିସାରରେ ଏକ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଏଠାରେ ଆପ ବିନା ସରକାର ଗଠନ ହେବ ନାହିଁ। ଆମ୍ ଆଦମୀ ପାର୍ଟି…

ମ୍ୟାଲେରିଆ ନେଲା ୨ ଜଣଙ୍କ ଜୀବନ, ୫୦୦ ରକ୍ତ ନମୁନା ସଂଗୃହୀତ

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଯୋଡ଼େଙ୍ଗା ପଂଚାୟତରେ ମ୍ୟାଲେରିଆ ଯୋଗୁଁ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ରାଇସିଂ ଗଣ୍ଡ (୧୮) ଓ ବିଷ୍ଣୁ ଗଣ୍ଡ (୨୦)। ସୂଚନା ଅନୁସାରେ ବଡ଼ପାରା ଓ ସାନପାରା ଗ୍ରାମରେ ଏବେ ୧୫ରୁ ଊର୍ଦ୍ଧ୍ବ ଲୋକଙ୍କୁ ଜ୍ୱର ହେଉଛି। ସେମାନେ ଘରେ ରହି…