Sign in
Sign in
Recover your password.
A password will be e-mailed to you.
ବ୍ରହ୍ମପୁରରୁ ଚୋରି ହୋଇଥିବା ବସ ଗଞ୍ଜାମରୁ ଉଦ୍ଧାର…
ବ୍ରହ୍ମପୁର : ବ୍ରହ୍ମପୁର ସହରରୁ ଚୋରି ହୋଇଥିବା ଘରୋଇ ବସ ଖମ୍ବେଶ୍ବରୀ ମଙ୍ଗଳବାର ଗଞ୍ଜାମରୁ ଉଦ୍ଧାର ହୋଇଥିବା ଜଣାପଡିଛି। କେହି ଦୁର୍ବୃତ୍ତ ଚୋରି କରି ବସଟିକୁ ଏଠାରେ ଛାଡି ଚାଲି ଯାଇଥିବା ଅନୁମାନ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଓଡ଼ି୦୭ଏଇ ୯୧୮୧ ଚାରିଦିନ ଲଗାଣ ବର୍ଷା ଯୋଗୁ!-->!-->!-->…
ଆସିକା ବିଜେଡ଼ି ରେ ରାଜନୈତକ ମାହୋଲ ସରଗରମ…..!
କେଉଁ ଡ଼ଙ୍ଗାରେ ପାଦ ଥାପିବେ ନିର୍ବାଚିତ ପ୍ରତିନିଧି ବିଜେଡ଼ି କାର୍ଯ୍ୟାଳୟରେ ବୈଠକ….
ବ୍ରହ୍ମପୁର:୬-୮ଗତ ସାଧାରଣ ନିର୍ବାଚନ ପରେ ଆସିକା ବିଜେଡ଼ି ଦଳରେ ନୈରାଶ୍ୟ ଦେଖା ଦେଇଥିଲା। ପୁଣି ନୂତନ ସରକାର ଗଠନ ପରେ ବିଜେଡ଼ି ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ମାନେ ନିର୍ବାଚନ ପରେ ଏବେ!-->!-->!-->…
ଅଧାପନ୍ତରିଆ ରାସ୍ତା ମରାମତି କାର୍ଯ୍ୟ ଯୋଗୁଁ ଫସିଲା ସିମେଣ୍ଟ ବୋଝେଇ ଟ୍ରକ…
ମାଲକାନଗିରି-ବାଲିମେଳା ମୂଖ୍ୟ ରାସ୍ତାର ମରାମତି ନିମନ୍ତେ ଠିକାଦାରଙ୍କ ଦ୍ୱାରା ଖୋଳା ଯାଇଥିବା ସ୍ଥାନ ମାନଙ୍କରେ ରାସ୍ତା ଏବେ ପାଲଟିଛି ମରଣଜନ୍ତା । ରାସ୍ତା ଖରାପ ଥିବାରୁ ଆଜି ବାଲିମେଳା-ମାଲକାନଗିରି ମୁଖ୍ୟ ରାସ୍ତା ତଥା ବାଲିମେଳା ଛକଠାରୁ ପ୍ରାୟ ଏକ କିମି ମଧରେ ରାସ୍ତାରେ ଥିବା!-->!-->!-->…
ଏବିଭିପି କନ୍ଧମାଳ ପକ୍ଷରୁ ଚକାପାଦ ସ୍ଥିତ ବିରୁପାକ୍ଷ ମନ୍ଦିରରେ ସେବାକାର୍ଯ୍ୟ
ଫୁଲବାଣୀ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କନ୍ଧମାଳ ଜିଲ୍ଲା ତରଫରୁ ପ୍ରତ୍ୟେକ ବର୍ଷ ପରି ଏହି ବର୍ଷ ମଧ୍ୟ କନ୍ଧମାଳ ଜିଲ୍ଲାର ଚକାପାଦ ଠାରେ ସେବା କାର୍ଯ୍ୟ ଅନୁଷ୍ଠିତ ହେଇଯାଇଛି । ଶିକ୍ଷା , ସାମାଜିକ ଓ ଏକ ଦାୟିତ୍ଵବାନ ଛାତ୍ର ସଂଗଠନ ହିସାବରେ ଏବିଭିପି ପ୍ରତ୍ୟେକ ବର୍ଷ ଶ୍ରାବଣ ମାସର!-->…
ଜାଭେଲିନ୍ ଥ୍ରୋ: ଫାଇନାଲରେ ନୀରଜ ଚୋପ୍ରା
ପ୍ୟାରିସ୍: ଜାଭେଲିନ୍ ଥ୍ରୋରେ ଭାରତୀୟ ଖେଳାଳି ନୀରଜ ଚୋପ୍ରା ପୁଣି ଥରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ସେ ପ୍ରଥମ ଥ୍ରୋ ୮୯.୩୪ ମିଟର ଦୂରକୁ ଫିଙ୍ଗିଛନ୍ତି। ଏହା ସହିତ ସେ ଫାଇନାଲରେ ପହଞ୍ଚିଛନ୍ତି। ଚଳିତ ସିଜିନରେ ଏହା ହେଉଛି ନୀରଜଙ୍କ ସର୍ବୋତ୍ତମ ପ୍ରଦର୍ଶନ।
ଏହା କ୍ଲାଲିଫାଏ!-->!-->!-->…
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଫିଜିର ସର୍ବୋଚ୍ଚ ସମ୍ମାନ
ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମିଳିଛି ଫିଜିର ସର୍ବୋଚ୍ଚ ବେସାମରିକ ସମ୍ମାନ। ଫିଜିର ରାଷ୍ଟ୍ରପତି ରାତୁ ୱିଲିୟମ ମିଆଭାଲିଲି କାଟୋନିଭେରେ ତାଙ୍କୁ ‘Companion of the Order of Fiji’ ସମ୍ମାନରେ ସମ୍ମାନୀତ କରିଛନ୍ତି। ରାଷ୍ଟ୍ରପତି ମୁର୍ମୁ ଏବେ ଦୁଇ ଦିନିକିଆ ଫିଜି ଗସ୍ତରେ!-->…
ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପଦାଧିକାରୀ ବୈଠକ
ଭୁବନେଶ୍ବର: ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବିଜେପି ପଦାଧିକାରୀ ବୈଠକ ଚାଲିଛି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ପ୍ରଭାରୀ ବିଜୟ ସିଂ ତୋମର ଓ ସହ ପ୍ରଭାରୀ ଲତା ଉସେଣ୍ଡିଙ୍କ ସମେତ ବିଭିନ୍ନ ପଦାଧିକାରୀ ଉପସ୍ଥିତ ଅଛନ୍ତି। ଦଳର ପରବର୍ତ୍ତୀ!-->…
ବିଡ଼ି ଓ ଖଣି ଶ୍ରମିକଙ୍କ ପିଲାଙ୍କ ପାଇଁ ବାର୍ଷିକ ଛାତ୍ରବୃତ୍ତି ଯୋଜନାରେ ଆବେଦନ ଆହ୍ୱାନ
ଭୁବନେଶ୍ୱର: କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ବିଡ଼ି, ସିନେ ଓ ଖଣି (କୋଇଲାକୁ ଛାଡ଼ି) ଶ୍ରମିକଙ୍କ ପିଲାମାନଙ୍କ ପାଇଁ ବାର୍ଷିକ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି । ଆଗ୍ରହୀ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଠାରୁ ଉକ୍ତ ଯୋଜନା ପାଇଁ ଆବେଦନ ଆହ୍ୱାନ କରାଯାଇଛି । ପ୍ରଥମରୁ ଦଶମ!-->…
ଭାରତ ଆସିବାକୁ ଅନୁମତି ମାଗିଥିଲେ ଶେଖ୍ ହସିନା
ଦେଶରେ ଚାଲିଥିବା ହିଂସା ମଧ୍ୟରେ କିଛି ସମୟ ପାଇଁ ଭାରତରେ ରହିବାକୁ ଅନୁମତି ମାଗିଥିଲେ ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା। ଆଜି ରାଜ୍ୟସଭାରେ ବକ୍ତବ୍ୟ ରଖିବା ସମୟରେ ଏହି ସୂଚନା ଜେଇଛନ୍ତି ବୈଦେଶିକ ମନ୍ତ୍ରୀ ଡ. ଏସ୍ ଜୟଶଙ୍କର।
ସେ କହିଛନ୍ତି,!-->!-->!-->…
ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ଲିକ; ଜଣେ ମୃତ ଓ ୬ ଗୁରୁତର
ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାର ଏକ ଘରୋଇ ପ୍ଲାଣ୍ଟରେ ମଙ୍ଗଳବାର ଦିନ ବିଷାକ୍ତ କାର୍ବନ ମନୋକ୍ସାଇଡ ଗ୍ୟାସ ଲିକ ହେବା ଯୋଗୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି।
ପ୍ରାଥମିକ ସୂଚନା ଅନୁଯାୟୀ, ଝାରସୁଗୁଡା ଜିଲ୍ଲାର ବୁଢୀପଦର ସ୍ଥିତ ଓଡ଼ିଶା ମେଟାଲିକ୍!-->!-->!-->…