ନିଆମେରେ ବାୟୁସେନା ଘାଟି ଉପରେ ଆକ୍ରମଣ, ୨୦ ମୃତ

ନାଇଜର: ନାଇଜରର ରାଜଧାନୀ ନିଆମେରେ ବଡ଼ ଆକ୍ରମଣ । ଡିଓରି ହାମାନି ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବସ୍ଥିତ ବାୟୁସେନା ଘାଟି ଉପରେ ଏକ ଭୟଙ୍କର ଆକ୍ରମଣ ହୋଇଛି । ନାଇଜରର ରାଷ୍ଟ୍ରାୟତ୍ତ ପ୍ରସାରକ କହିଛନ୍ତି ଯେ, ବୁଧବାର ରାତିରେ ସଶସ୍ତ୍ର ଲୋକମାନେ ରାଜଧାନୀରେ ଥିବା ନାଇଜର ବାୟୁସେନା

କିସ୍ତୱାଡ଼ରେ ସେନା-ଜୈସ୍‌ ଆତଙ୍କବାଦୀ ଏନକାଉଣ୍ଟର, ଇଣ୍ଟରନେଟ୍‌ ସେବା ଠପ୍

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର କିସ୍ତୱାଡ଼ରେ ‌ଜୈସ୍‌-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ଆତଙ୍କୀ ଲୁଚି ରହିଥିବାବେଳେ ସେନା ପକ୍ଷରୁ ସେମାନଙ୍କୁ କାବୁ କରିବାକୁ ବଡ଼ଧରଣ ଅପରେସନ ଚାଲିଛି। ସୁରକ୍ଷାକର୍ମୀଙ୍କ ପକ୍ଷରୁ କିସ୍ତୱାଡ଼ର ଚାତ୍ରୁ ଅଞ୍ଚଳରେ ଗୁରୁବାରଠାରୁ ତଲାସି ଅଭିଯାନ ଚାଲିଛି।

ଲେହ ଏୟାରଫୋର୍ସ ଷ୍ଟେସନକୁ ମିଳିଲା ନୂଆ ରନୱେ

ନୂଆଦିଲ୍ଲୀ: ଲେହ ଏୟାରଫୋର୍ସ ଷ୍ଟେସନରେ ଏକ ଐତିହାସିକ ସଫଳତା ହାସଲ ହୋଇଛି। ସାମରିକ ଇଞ୍ଜିନିୟରିଂ ସର୍ଭିସ (MES) ମାତ୍ର ୨୧ ମାସ ମଧ୍ୟରେ ଏକ ସମାନ୍ତରାଳ ରନୱେ ନିର୍ମାଣ ସମାପ୍ତ କରିଛି । ଲେହ ଏୟାରଫିଲ୍ଡ, ଯାହା ୧୯୬୦ ଦଶକରେ ଏକ ସରଳ ଏୟାରଷ୍ଟ୍ରିପ୍ ଥିଲା, ଏବେ ଦୁଇଟି ରନୱେ ସହିତ ଏକ

ଫେବୃୟାରୀ ୧୭ରୁ ବିଧାନସଭା ବଜେଟ ଅଧିବେଶନ

ଭୁବନେଶ୍ୱର : ଆସନ୍ତା ଫେବୃୟାରୀ ୧୭ରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ। ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ବଜେଟ ଅଧିବେଶନ। ବଜେଟ୍ ଅଧିବେଶନ ଏପ୍ରିଲ ୮ ପର୍ଯ୍ୟନ୍ତ ଚାଲିବ। ଆସନ୍ତା ଫେବୃୟାରୀ ୨୦ ତାରିଖରେ ବଜେଟ୍ ଉପସ୍ଥାପନ ହେବ। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ

ଅଳିଆ ଗଦାରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ଟିଟିଲାଗଡ : ଅଳିଆ ଗଦାରୁ ଶିଶୁ କନ୍ୟା ଉଦ୍ଧାର ।  ଏପରି  ଘଟଣା ଘଟିଛି ସଇଁତଳା ଥାନା ଧରପଗଡ ଗାଁ ରେ  ।   ଗାଁର ଏକ ଅଳିଆ ଗଦାରେ ଶିଶୁ କନ୍ୟା ପଡିଥିବା ଦେଖିଥିଲେ କିଛି ସ୍ଥାନୀୟ ଲୋକେ ।  ତେବେ ଦେଖିବା ପରେ ନବଜାତ ଶିଶୁକୁ ଉଦ୍ଧାର କରି ସ୍ଥାନୀୟ ଅଙ୍ଗନୱାଡ଼ି ଓ ଆଶା କର୍ମୀକୁ ଦେଇଥିଲେ

ଯୋଗାଣ ମନ୍ତ୍ରୀଙ୍କ ଘରୁ ସହାୟକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଘରୁ ତାଙ୍କ ସହାୟକଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି । ମୃତକ ହେଲେ ବଲାଙ୍ଗୀର ଜିଲ୍ଲା ବେଲପାହାଡ଼ ଅଞ୍ଚଳର ଶଙ୍କର୍ଷଣ ନାଗ । ତେବେ ତାଙ୍କର କିଭଳି ଓ କେଉଁ କାରଣରୁ ମୃତ୍ୟୁ ଘଟିଲା ତାହା ଅସ୍ପଷ୍ଟ ରହିଛି । ବିଦ୍ୟୁତ୍

ଦୁଇ ବାଇକ ମୁହାଁମୁହିଁ, ବାପ-ପୁଅ ମୃତ

ନୟାଗଡ଼: ଏକା ସାଙ୍ଗରେ ଚାଲିଗଲେ ବାପ-ପୁଅ । ଭୋଜି ଖାଇବାକୁ ଯାଉଥିବା ବେଳେ ଆସିଲା ଯମ । ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୈବଲ୍ୟପୁର ଛକରେ ଦୁଇ ବାଇକ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ବାପ-ପୁଅଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ମଶାବରୀ ଗାଁର ବୃନ୍ଦାବନ ବିଶୋଇ ଓ ତାଙ୍କ ପୁଅ

ନକଲି କାଜୁ ଗୋଦାମରେ ଚଢ଼ଉ

କୋଣାର୍କ : ନକଲି କାଜୁ ଗୋଦାମରେ ଚଢ଼ଉ । ମାଲିକ ଅଟକ । କୋଣାର୍କ ସୂର୍ଯ୍ୟମନ୍ଦିର ନିକଟରେ ନକଲି କାଜୁ କାରବାର ଘଟଣାରେ ଏକ କାଜୁ ଗୋଦାମରେ ଚଢ଼ଉ କରାଯାଇଛି । ନିମାପଡା ଏସଡିପିଓ ଜନାର୍ଦନ ପାଢ଼ୀଙ୍କ ନେତୃତ୍ୱରେ ଏକ ୬ଜଣିଆ ଦଳ ଏହି ଚଢ଼ଉରେ ସାମିଲ ହୋଇଛନ୍ତି । ବର୍ତମାନ ସୁଦ୍ଧା

ପୁରୀ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ପକ୍ଷରୁ ଅଦାଲତ ଅବମାନନା ନୋଟିସ୍

ପୁରୀ: ପ୍ରସ୍ତାବିତ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ପ୍ରସଙ୍ଗରେ ଅଡୁଆରେ ପୁରୀ ଜିଲ୍ଲାପାଳ । ପୁରୀ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ପକ୍ଷରୁ ଅଦାଲତ ଅବମାନନା ନୋଟିସ୍ ଜାରି ହୋଇଛି । ଅଦାଲତ ଅବମାନନା ମାମଲାରେ କାହିଁକି ଦଣ୍ଡିତ କରାଯିବନି ଜବାବ ରଖିବାକୁ କୁହାଯାଇଛି । ହାଇକୋର୍ଟଙ୍କ

୨କୋଟିର ଚିଟଫଣ୍ଡ ଠକେଇ: ଫେରାର ଅଭିଯୁକ୍ତ ପଶ୍ଚିମବଙ୍ଗରୁ ଗିରଫ

ଭୁବନେଶ୍ବର: ୨କୋଟି ଟଙ୍କା ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ଫେରାର ଅଭିଯୁକ୍ତ ଗିରଫ ହୋଇଛି । ଫେରାର ଅଭିଯୁକ୍ତ ତନ୍ମୟ ମିର୍ଦ୍ଧାଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରିଛି ସିବିଆଇ । ପଶ୍ଚିମବଙ୍ଗ ନଦିଆରୁ ଫେରାର ଅଭିଯୁକ୍ତ ତନ୍ମୟ ମିର୍ଦ୍ଧା ଗିରଫ ହୋଇଥିବା ସୂଚନା ମିଳିଛି । କଲକାତାର ଏକ୍ସପ୍ରେସ୍