Sign in
Sign in
Recover your password.
A password will be e-mailed to you.
ଗଂଜେଇ ଚାଷ ପାଇଁ ଅର୍ଥ ସହଯୋଗ କରି ବନ୍ଧା ହେଲେ କର୍ଣ୍ଣାଟକ ବାସିନ୍ଦା
ମାଲକାନଗିରି: ଜିଲ୍ଲାରେ ପ୍ରବଳ ଗଂଜେଇ ଚାଷ କରାଯାଉଥିବା ବେଳେ ଏଥିପାଇଁ ବହୁ ମାଫିଆଙ୍କ ସହଯୋଗ ରହିଛି। ଏହିକ୍ରମରେ କର୍ଣ୍ଣାଟକର ମହୀଶୁର ଅଂଚଳର କାଭେନପୁର ନଗର ବାସିନ୍ଦା ଲୋହିତ ଅଥଗୁର ସଦାଶିବ(୪୧)ଙ୍କ ସହଯୋଗରେ ଏମଭି-୯୦ର ଅସିତ ମଣ୍ଡଳଙ୍କ ସହଯୋଗରେ ଗାରଲୁର ଜଂଗଲରେ ଗଂଜେଇ ଚାଷ!-->…
କଂଗ୍ରେସର ନିର୍ବାଚନ ପରିଚାଳନା କମିଟିରେ ପ୍ରସାଦ ହରିଚନ୍ଦନ ସଭାପତି, ମନୋରଂଜନ ଦାସ ଆବାହକ
ଭୁବନେଶ୍ବର: ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ୨୬ ଜଣିଆ ନିର୍ବାଚନ ପରିଚାଳନା କମିଟି ପାଇଁ ବୁଧବାର ତାଲିକା ଜାରି ହୋଇଛି। ଏହି ତାଲିକାକୁ ଅଖିଳ ଭାରତୀୟ ଜାତୀୟ କଂଗ୍ରେସର ଅନୁମୋଦନ କରିଥିବା ନେଇ ସାଧାରଣ ସଂପାଦକ କେ.ସି ବେଣୁଗୋପାଳ ସୂଚନା ଦେଇଛନ୍ତି।ଓଡ଼ିଶା!-->…
ବିଜେଡିର ପଞ୍ଚମ ପ୍ରାର୍ଥୀ ତାଲିକା ଘୋଷଣା: କଣ୍ଟାବାଞ୍ଚିରୁ ନବୀନ, ପ୍ରସନ୍ନ-ରୋହିତଙ୍କ ଆସନ ଅଦଳବଦଳ
ଭୁବନେଶ୍ବର: ବିଜେଡ଼ିର ପଞ୍ଚମ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ତାଲିକାରେ ୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। କଣ୍ଟାବାଞ୍ଚିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢ଼ିବେ ବୋଲି ଘୋଷଣା କରାଯାଇଛି। ସେହିପରି ସମ୍ବଲପୁର ଏବଂ ରେଢାଖୋଲ ଆସନରେ ଦଳ ପକ୍ଷରୁ ପ୍ରାର୍ଥୀ ପରିବର୍ତ୍ତନ!-->…
ଏମ୍ସ ଭୁବନେଶ୍ୱରରେ ଉନ୍ନତ କୃତ୍ରିମ ମୂତ୍ର ସ୍ପିନ୍ଟର ପ୍ରତିରୋପଣ ସେବା ଆରମ୍ଭ, ଆଉ ଯିବାକୁ ପଡ଼ିବନି ମେଟ୍ରୋ ସହର
ଭୁବନେଶ୍ୱର: ଗୁଣବତ୍ତାସମ୍ପନ୍ନ ସ୍ବାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରର ଖ୍ୟାତି ଅର୍ଜନ କରିଥିବା ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଏମ୍ସ ଭୁବନେଶ୍ୱର ଏହାର ସଫଳତାରେ ଯୋଡ଼ିଛି ଆଉ ଏକ ଫର୍ଦ୍ଦ। ରାଜ୍ୟରେ ପ୍ରଥମକରି ଜଣେ ବ୍ୟକ୍ତିଙ୍କ ଶରୀରରେ କୃତ୍ରିମ ମୂତ୍ର ସ୍ପିନ୍ଟର୍ସ (ଏୟୁଏସ) ପ୍ରତିରୋପଣ!-->…
୪୦ ଡିଗ୍ରି ଉପରେ ରାଜ୍ୟର ୩୦ ସହର: ତାଳଚେରରେ ସର୍ବାଧିକ ତାପମାତ୍ରା ୪୩.୨ ଡିଗ୍ରି ରେକର୍ଡ
ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମଲହରି ଜାରି ରହିଛି। ସକାଳ ୭ଟାରୁ ସୂର୍ଯ୍ୟଙ୍କ ପ୍ରଖର କିରଣ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି। ଶରୀରରୁ ଗମ୍ଗମ୍ ଝାଳ ବାହାରିପଡୁଛି। ଦିନସାରା ତତଲା ଝାଞ୍ଜି ବହୁଛି। ଆଜି ରାଜ୍ୟର ୩୦ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି। ଏଥିରେ ତାଳଚେରରେ!-->…
ଗଛ କଟାକୁ ବିରୋଧ କଲେ ଗ୍ରାମବାସୀ, ଅନୁମତି ପତ୍ର ଦେଖାଇ ପାରିଲାନି ବନ ବିଭାଗ
ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ବହଳଦା ବନବିଭାଗ ପକ୍ଷରୁ ଗଛ କଟାକୁ ବିରୋଧ କଲେ ଗ୍ରାମବାସୀ। କାଟିବା ପାଇଁ ଅନୁମତି ପତ୍ର ଦେଖାଇ ପାରିଲାନି ବନ ବିଭାଗ। ଏନେଇ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ସରକାର ଜଙ୍ଗଲ ବଢ଼ାଇବା ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଜଙ୍ଗଲର ରକ୍ଷକ!-->…
ରାମନବମୀକୁ ନେଇ ମମତା ବାନାର୍ଜୀଙ୍କ ବଡ଼ ଅଭିଯୋଗ: ‘ଦଙ୍ଗା ସୃଷ୍ଟି ପାଇଁ ହୋଇଛି ଷଡ଼ଯନ୍ତ୍ର’
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଅଭିଯୋଗ କରିଛନ୍ତି ଯେ ରାମନବମୀ ଅବସରରେ ରାଜ୍ୟରେ ଦଙ୍ଗା ସୃଷ୍ଟି କରିବାକୁ ଯୋଜନା କରାଯାଉଛି। ଗତବର୍ଷ ରାଜ୍ୟରେ ହିଂସା କାଣ୍ଡ ଘଟିଥିଲା, ଯାହା ଫଳରେ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ବ୍ୟାପକ ମୁହାଁମୁହିଁ ପରିସ୍ଥିତି!-->…
୧୯ରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ପାଇଁ ପ୍ରଚାର ଶେଷ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆସନ୍ତା ୧୯ ତାରିଖରେ ହେବ । ଏଥିପାଇଁ ପ୍ରଚାର ବୁଧବାର ସନ୍ଧ୍ୟା ୬ଟାରେ ଶେଷ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୯, ୨୦୨୪ରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ମିଶାଇ ୨୧ଟି ନିର୍ବାଚନ ମଣ୍ଡଳୀରେ ମୋଟ ୧୦୨ଟି!-->…
କେନ୍ଦ୍ରୀୟ ଗାଜାରେ ହମାସର ୪୦ଟି ଟାର୍ଗେଟ ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍
ନୂଆଦିଲ୍ଲୀ: ଇସ୍ରାଏଲ ପ୍ରତିରକ୍ଷା ବାହିନୀ ବୁଧବାର ସକାଳେ କହିଛି ଯେ କେନ୍ଦ୍ରୀୟ ଗାଜାରେ ଇସ୍ରାଏଲ ସେନା ରକେଟ୍ ଲଞ୍ଚର ଏବଂ ହମାସ ଆତଙ୍କବାଦୀ ଭିତ୍ତିଭୂମି ନଷ୍ଟ କରିବା ସହ ଆତଙ୍କବାଦୀଙ୍କୁ ନିପାତ କରିଛି।ଇସ୍ରାଏଲ ସୈନ୍ୟଙ୍କ ନିକଟରେ ଏକ ସଶସ୍ତ୍ର ଡ୍ରୋନ୍ ଚଳାଉଥିବା ହମାସ ସ୍କ୍ଵାଡ୍!-->…
ଦୁବାଇରେ ପ୍ରବଳ ଝଡ଼-ବର୍ଷା; ଭାରତର ୨୮ଟି ବିମାନ ବାତିଲ୍
ନୂଆଦିଲ୍ଲୀ : ମଧ୍ୟ ପୂର୍ବର ଆର୍ଥିକ କେନ୍ଦ୍ର ଦୁବାଇରେ ପ୍ରବଳ ବର୍ଷା ଓ ଝଡ଼ କାରଣରୁ ସାଧାରଣ ଜୀବନଯାପନ ବାଧାପ୍ରାପ୍ତ ହୋଇଛି। ଗୋଟିଏ ଦିନରେ ଏପରି ବର୍ଷା ହୋଇଛି ଯେ, ଚାରିଆଡ଼େ କେବଳ ପାଣି ହିଁ ପାଣି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତର ୨୮ଟି ବିମାନକୁ ବାତିଲ୍ କରାଯାଇଛି।ରିପୋର୍ଟ!-->…