Sign in
Sign in
Recover your password.
A password will be e-mailed to you.
ଇସ୍ରାଏଲ ଉପରେ ହୋଇଥାନ୍ତା ପରମାଣୁ ଆକ୍ରମଣ, ଖୁଲାସା କଲେ ଟ୍ରମ୍ପ
ନୂଆଦିଲ୍ଲୀ: ଇସ୍ରାଏଲରେ ହୋଇଥାନ୍ତା ପରମାଣୁ ଆକ୍ରମଣ । ବଡ଼ ଖୁଲାସା କରିଛନ୍ତି ଟ୍ରମ୍ପ । ଆମେରିକା ଓ ଇସ୍ରାଏଲ ଉପରେ ଭୟଙ୍କର ଆକ୍ରମଣ ହେବାକୁ ଥିଲା ବୋଲି ଟ୍ରମ୍ପ କହିଛନ୍ତି । ଆମେ ଆଗୁଆ ପଦକ୍ଷେପ ନେଇନଥିଲେ ସେମାନେ ଆମ ଉପରେ ଆକ୍ରମଣ କରିଥାନ୍ତେ। ମାତ୍ର ଏକ ସପ୍ତାହ!-->…
ତୈଳ ଯୋଗାଣ ବନ୍ଦ କଲେ ଦିଆଯିବ କଡ଼ା ଜବାବ: ଟ୍ରମ୍ପ
ନୂଆଦିଲ୍ଲୀ: ଇରାନ ଯଦି ତୈଳ ଯୋଗାଣ ବନ୍ଦ କରେ, ତେବେ ତାକୁ କଡ଼ା ଜବାବ ଦିଆଯିବ । ଇରାନର ଆକ୍ରମଣ ଯୋଗୁଁ ତୈଳ ଯୋଗାଣ ଉପରେ ପଡ଼ୁଥିବା ପ୍ରଭାବକୁ ନେଇ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ମୁଁ ଏକ ଆତଙ୍କବାଦୀ ଶାସନକୁ ବିଶ୍ୱକୁ ବନ୍ଧକ ରଖିବାକୁ କିମ୍ବା ପୃଥିବୀର ତୈଳ ଯୋଗାଣ ବନ୍ଦ!-->…
ଗ୍ୟାସ ସଙ୍କଟ ଆଶଙ୍କା: ଏସମା ଲାଗୁ କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ଦେଶରେ ଏଲପିଜି ସଙ୍କଟ ଚିନ୍ତା ବଢାଇବା ପରେ ଏଲପିଜି ଯୋଗାଣ ପାଇଁ ଏସମା ଲାଗୁ । ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଶେଷ ନେଇ ଅନିଶ୍ଚିତତା ଦେଖାଯାଇଥିବାରୁ ଭବିଷ୍ୟତରେ ରୋଷେଇ ଗ୍ୟାସର ଅଭାବ ଉତ୍କଟ ହେବା ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର!-->…
ଯୁଦ୍ଧ ସ୍ଥିତି ନେଇ ଟ୍ରମ୍ପ-ପୁଟିନଙ୍କ ମଧ୍ୟରେ ଆଲୋଚନା
ନୂଆଦିଲ୍ଲୀ: ଯୁଦ୍ଧ ସ୍ଥିତିକୁ ନେଇ କଥା ହେଲେ ଟ୍ରମ୍ପ-ପୁଟିନ। ମଧ୍ୟପ୍ରାଚ୍ୟ ଯୁଦ୍ଧ ସହ ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଂଗରେ କଥା ହେଲେ ଦୁଇ ସୁପର ପାୱାର । ପ୍ରାୟ ଏକ ଘଣ୍ଟା ଧରି କଥାବାର୍ତ୍ତା ହୋଇଛନ୍ତି ଦୁଇ ନେତା । ଉଭୟ ରୁଷ ଏବଂ ଆମେରିକା ପକ୍ଷରୁ ଏହି ସୂଚନା ଦିଆଯାଇଛି ।!-->…
ମଧ୍ୟପ୍ରାଚ୍ୟରେ ଫସିଥିବା ଓଡିଆଙ୍କୁ ଫେରାଇ ଆଣିବାକୁ ବ୍ୟବସ୍ଥା କରନ୍ତୁ : ବିଜେଡି ସୁପ୍ରିମୋ
ଭୁବନେଶ୍ୱର: ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ମୋହନ ସରକାରଙ୍କୁ ଅନୁରୋଧ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ କହିଛନ୍ତି ଓଡ଼ିଆଙ୍କୁ ଫେରେଇ ଆଣ। ଇରାନ-ଆମେରିକା ଯୁଦ୍ଧ ସୋମବାର ସୁଦ୍ଧା ୧୦ ଦିନ ଅତିକ୍ରମ କରିଥିବାବେଳେ ଏହା ଅଧିକ ତୀବ୍ର ହେବାରେ ଲାଗିଛି। ଯାହାର ପ୍ରଭାବ ସାରା!-->…
କଳା ପଥର ଚାଲାଣ ବେଳେ ଓଲଟିଲା ଟ୍ରାକ୍ଟର, ଡ୍ରାଇଭର ମୃତ
ଯାଜପୁର: ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ବଳରାମପୁର ସଂରକ୍ଷିତ ଜଙ୍ଗଲ ଜମିରୁ କଳା ପଥର ଲୁଟ୍ ବେଳେ ଟ୍ରାକ୍ଟର ଓଲଟି ଚାଳକର ମୃତ୍ୟୁ ଘଟିଛି। ମୃତକ ଜେନାପୁର ଥାନା ଅନ୍ତର୍ଗତ କାମାଗଡ ଗାଁର ପଙ୍କଜ ଭୂୟାଁ ବୋଲି ଜଣାପଡ଼ିଛି। ଆଜି ସକାଳେ ପଙ୍କଜ ଟ୍ରାକ୍ଟର ନେଇ କୁସୁନପୁର ବେଆଇନ!-->…
ଦୁଇ ବାଇକ୍ ମୁହାଁମୁହିଁ: ୩ ମୃତ , ଜଣେ ଗୁରୁତର
ରାୟଗଡା: ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଦୁର୍ଗୀ ଗାଁରେ ଅଭାବନୀୟ ଘଟଣା ଘଟିଛି। ଏକ ଢ଼ାବା ନିକଟରେ ୨ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତରଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ରାୟଗଡା ଜିଲ୍ଲା ମୁଖ୍ୟ!-->…
୯ ବର୍ଷ ଧରି ଗାଦି ମାଡ଼ି ବସିଛନ୍ତି ସାମାଜିକ ସୁରକ୍ଷା ଅଧିକାରୀ
ନୟାଗଡ଼ : ସରକାରୀ ବାବୁ ମାନେ ଗୋଟିଏ ସ୍ଥାନରେ ୩ବର୍ଷରୁ ଉର୍ଦ୍ଧ୍ବ ସମୟ ରହିପାରିବେ ନାହିଁ। ରାଜ୍ୟ ସରକାର ସମସ୍ତ ବିଭାଗକୁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।ମାତ୍ର କିଛି ସରକାରୀ କର୍ମଚାରୀ ଉପରିସ୍ଥ ଅଧିକାରୀଙ୍କୁ ହାତ ବାରିସୀ କରି ବର୍ଷ ବର୍ଷ ଧରି ଗୋଟିଏ ସ୍ଥାନରେ ନିଜର ଆଧିପତ୍ୟ!-->…
ବାଂଲାଦେଶରେ ନିର୍ଯାତିତା ଓଡ଼ିଆ ଝିଅ, ଉଦ୍ଧାର କରିବାକୁ ସରକାରଙ୍କୁ ପରିବାରର ନିବେଦନ
ପୁରୀ : ପୁରୀରେ ଲଭ୍ ଜିହାଦ। ବାଂଲାଦେଶରେ ନିର୍ଯାତିତା ଓଡ଼ିଆ ଝିଅ । ଶ୍ରୀକ୍ଷେତ୍ରରେ କାନ୍ଦୁଛି ଝିଅର ମାଆ। ଝିଅକୁ ଉଦ୍ଧାର କରିବା ପାଇଁ ସରକାରଙ୍କୁ ପରିବାରର ନିବେଦନ । ବେଙ୍ଗଲି ବୋଲି କହି ଆପ ଜରିଆରେ ଝିଅକୁ ପ୍ରେମରେ ଫସାଇ ଥିଲେ । ପରେ ପଶ୍ଚିମବଙ୍ଗରୁ ବାଙ୍ଗଳାଦେଶରେ!-->…
ଦକ୍ଷିଣ ଓଡ଼ିଶାରେ ଟିପିଏସ୍ଓଡିଏଲ୍ ପକ୍ଷରୁ ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ଅଭିଯାନ : ୧୦ ହଜାରରୁ ଅଧିକ ମହିଳାଙ୍କୁ କିଟ୍ ଓ…
ବ୍ରହ୍ମପୁର : ଗୋଷ୍ଠୀ ସ୍ୱାସ୍ଥ୍ୟ, ସମାଜ କଲ୍ୟାଣ ଓ ଲିଙ୍ଗଗତ ସମାନତା ଭଳି କ୍ଷେତ୍ରକୁ ଅଗ୍ରାଧିକାର ଦେଇ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ବ୍ୟାପକ ଋତୁସ୍ରାବ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି!-->…