Sign in
Sign in
Recover your password.
A password will be e-mailed to you.
ଆସିକା ପୋଲିସ ପକ୍ଷରୁ ଅନ୍ତରାଜ୍ୟ ମୋଟର ସାଇକେଲ ଲୁଟେରା ଗିରଫ ବାଇକ ଜବତ….!
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ପୋଲିସ କୁ ବଡ଼ ସଫଳତା ମିଳିଛି।୫ ଜଣ ଅନ୍ତରାଜ୍ୟ ଲୁଟେରା ମାନଙ୍କୁ ପୋଲିସ ଗିରଫ କରିବା ସହ ୧୧ ଟି ମୋଟର ସାଇକେଲ ଜବତ କରିଛି। ଏହି ଏରୋଗଲା ସମ୍ପ୍ରଦାୟ ର ଲୁଟେରା ମାନେ ମୋଟର ସାଇକେଲ ଚୋରୀ କରି ବିଭିନ୍ନ ଅପରାଧ ତତ୍ତ୍ୱ କାର୍ଯ୍ୟରେ ଲିପ୍ତ ଥିବା!-->…
ହାଣ୍ଡିଶାଳ ଉପରେ ଡବଲ ମାଡ଼ ଗ୍ୟାସ ପରେ ଖାଇବା ତେଲ ମହଙ୍ଗା……!
ବ୍ରହ୍ମପୁର: ଯୁଦ୍ଧର ଦ୍ୱାହି ଦେଇ ପ୍ରଥମେ ରନ୍ଧନ ଗ୍ୟାସ ଦର ବୃଦ୍ଧି ହୋଇଥିଲା। ବର୍ତ୍ତମାନ ଖାଇବା ତେଲ ପ୍ରତି ଲିଟର ରେ ୧୦ ଟଙ୍କା ବୃଦ୍ଧି ହୋଇଛି। ସବୁ ବର୍ଗର ଲୋକଙ୍କ ହାଣ୍ଡିଶାଳ ରେ ଡବଲ ଇଞ୍ଜିନର ଡବଲ ମାଡ ହୋଇଛି। ଦୁଇ ଦିନରେ ଗ୍ୟାସ ସହ ଖାଇବା ତେଲର ଦର ବୃଦ୍ଧି ହୋଇଛି। ସରକାର!-->…
ରାଜ୍ୟସଭା ନିର୍ବାଚନ: ୩ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି
ପାଟନା: ବିଜେପି ରାଜ୍ୟସଭା ନିର୍ବାଚନକୁ ନେଇ ବିଭିନ୍ନ ରାଜ୍ୟ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି। ଆଜି ଏ ନେଇ ଏକ ସରକାରୀ ପ୍ରେସ୍ ବିଜ୍ଞପ୍ତି ଜାରି ହୋଇଛି। ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏହି ନିଯୁକ୍ତି ଦେଇଛନ୍ତି। ଯାହା ଦ୍ୱାରା!-->…
ପଶ୍ଚିମ ଏସିଆର ପରିସ୍ଥିତି ନେଇ ରାଜ୍ୟସଭାକୁ ସୂଚନା ଦେଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର
ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଏକ ହଙ୍ଗାମା ସହିତ ଆରମ୍ଭ ହୋଇଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ପଶ୍ଚିମ ଏସିଆର ପରିସ୍ଥିତି ଏବଂ ସେଠାକାର ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ ରାଜ୍ୟସଭାକୁ ସୂଚନା ଦେଇଥିଲେ। କହିଛନ୍ତି, “ଆମ ସରକାର!-->…
ଆରବ ରାଷ୍ଟ୍ରଗୁଡିକ ଉପରେ ଇରାନର ଆକ୍ରମଣକୁ ଆରବ ଲିଗ୍ର ନିନ୍ଦା
କାଏରୋ: ଆରବ ରାଷ୍ଟ୍ରଗୁଡିକ ଉପରେ ଇରାନର ଆକ୍ରମଣକୁ ଆରବ ଲିଗ୍ ମୁଖ୍ୟ ନିନ୍ଦା କରିଛନ୍ତି। ଆରବ ଲିଗ୍ ମହାସଚିବ ଅହମ୍ମଦ ଆବୌଏଲ୍ କହିଛନ୍ତି ଯେ ପଡ଼ୋଶୀ ଆରବ ଦେଶଗୁଡ଼ିକ ଉପରେ ଆକ୍ରମଣ କରି ଇରାନ ଏକ ବଡ ରଣନୈତିକ ଭୁଲ୍ କରୁଛି। ତେଣୁ ଇରାନକୁ ତୁରନ୍ତ ଏହି ଆକ୍ରମଣ ବନ୍ଦ କରିବାକୁ ସେ!-->…
ସ୍ବଦେଶ ଫେରିଲେଣି ମଧ୍ୟପ୍ରାଚ୍ୟରେ ଅଟକି ଥିବା ୫୨ ହଜାର ଭାରତୀୟ
ନୂଆଦିଲ୍ଲୀ: ଯୁଦ୍ଧ ଯୋଗୁଁ ମଧ୍ୟପ୍ରାଚ୍ୟରେ ଅଟକି ରହିଥିବା ଭାରତୀୟଙ୍କ ମଧ୍ୟରୁ ଶନିବାର ସୁଦ୍ଧା ୫୨ ହଜାର ନାଗରିକ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିସାରିଛନ୍ତି। ମଧ୍ୟପ୍ରାଚ୍ୟର କେତେକ ରାଷ୍ଟ୍ର ସେମାନଙ୍କର ଆକାଶସୀମାକୁ ଆଂଶିକ ଖୋଲା ରଖିବା ଫଳରେ ଏହି ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ସମ୍ଭବ!-->…
ଲେବାନନ୍ର ବେରୁଟ୍ରେ ଫସିଥିବା ଇରାନର ରାଷ୍ଟ୍ରଦୂତଙ୍କୁ ଉଦ୍ଧାର କଲା ରୁଷ୍
ତେହରାନ : ଆମେରିକା ଓ ଇସ୍ରାଏଲ ବିରୋଧୀ ଯୁଦ୍ଧରେ ଇରାନର ପକ୍ଷ ନେଇଛି ରୁଷ୍। ଇରାନ ପାଇଁ ରୁଷ୍ ପ୍ରତ୍ୟକ୍ଷ ଯୁଦ୍ଧକୁ ଓହ୍ଲାଇ ନଥିଲେ ମଧ୍ୟ ଏହାକୁ ଆନୁଷଙ୍ଗିକ ସହାୟତା ଯୋଗାଇ ଦେଉଛି। ପୂର୍ବରୁ ଇରାନକୁ ରୁଷ୍ ସାମରିକ ଗୁଇନ୍ଦା ସୂଚନା ଦେବା ଭଳି ସହାୟତା କରିଥିଲା। ବିଶେଷକରି ଆମେରିକାର!-->…
୧୦୦ ଡଲାର ପାର୍ କଲା ଅଶୋଧିତ ତୈଳ ଦର
ନୂଆଦିଲ୍ଲୀ: ବିଶ୍ୱରେ ଯୁଦ୍ଧର ନିଆଁ । ଆକାଶଛୁଆଁ ଅଶୋଧିତ ତୈଳ ଦର । ୧୦୦ ଡଲାର ପାର୍ କଲା ଦର । ଇରାନ ସହ ଆମେରିକା ଓ ଇସ୍ରାଏଲ୍ ର ଯୁଦ୍ଧ ଯୋଗୁଁ ବିଶ୍ୱ ବଜାରରେ Crude Oil ଦରରେ ପ୍ରବଳ ବୃଦ୍ଧି ହୋଇଛି । ୨୦୨୨ ପରେ ପ୍ରଥମ ଥର ପାଇଁ ତେଲ ଦର ବ୍ୟାରେଲ ପିଛା ୧୦୦ ଡଲାର ଟପିଛି!-->…
କାଲିମେଳା ବ୍ଲକ ଭୁବନପାଲ୍ଲୀ ଗ୍ରାମ ପଞ୍ଚାୟତ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
ମାଲକାନଗିରି : ଆଜି କାଲିମେଳା ବ୍ଲକ ଅଧିନସ୍ତ ଭୁବନପାଲ୍ଲୀ ଗ୍ରାମ ପଞ୍ଚାୟତ ଠାରେ 'ଯୁଗ୍ମ ଜନ ଶୁଣାଣି ଶିବିର' ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଜନ ଶୁଣାଣୀ!-->…
ମଧ୍ୟପ୍ରାଚ୍ୟ ମହାଯୁଦ୍ଧ, ତୈଳ ଭଣ୍ଡାରଗୁଡ଼ିକକୁ ଟାର୍ଗେଟ କରିଛନ୍ତି ଉଭୟ ଦେଶ
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଭୟଙ୍କର ହେଉଛି ମହାଯୁଦ୍ଧ । ଗତକାଲି ଉଭୟ ଦେଶ ତୈଳ ଭଣ୍ଡାରଗୁଡ଼ିକକୁ ଟାର୍ଗେଟ କରିଛନ୍ତି । ଇସ୍ରାଏଲର ଆକ୍ରମଣର ଜବାବରେ ଇରାନ ଶକ୍ତିଶାଳୀ ‘ଫତହ-୨’ହାଇପର୍ ସୋନିକ୍ ମିସାଇଲରେ ଆଟାକ କରିଛି । ଇରାନୀ କ୍ଷେପଣାସ୍ତ୍ର ଇସ୍ରାଏଲର ଅଭେଦ୍ୟ!-->…