Sign in
Sign in
Recover your password.
A password will be e-mailed to you.
୩୭ ତମ ବାର୍ଷିକ ତେରଶମ୍ଭୁ ମିଳନ କାର୍ଯ୍ୟ ଅନୁକୂଳ ପାଇଁ ମନ୍ଦିରରେ ପୂଜାର୍ଚ୍ଚନ
ବାଲିଗୁଡ଼ା, ତା, ୦୯/୦୩: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୭ ତମ ବାର୍ଷିକ ତେରଦଣ୍ଡ ମିଳନ ସମାରୋହ ଆୟୋଜନ ନିମନ୍ତେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା 'ପାଟଖଣ୍ଡା ମନ୍ଦିର ଓ ମା ' ଦକ୍ଷିଣ କାଳୀ ମନ୍ଦିର ପରିସରରେ ସମିତି ର ମୁଖ୍ୟ ପରିଚାଳକ!-->…
ଝରିଗାଁରେ ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର ଅନୁଷ୍ଠିତ
ଉମରକୋଟ/ଝରିଗାଁ : ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକ ସ୍ଥିତ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ସୋମବାର ଦିନ ଜିଲ୍ଲାପାଳ ଡ଼. ମହେଶ୍ବର ସ୍ୱାଇଁ ଓ ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପଦଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ବିଶାଳ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରର ମୂଳ!-->…
ଉମରକୋଟ ବନାଞ୍ଚଳରେ ବୃକ୍ଷରୋପଣ ଯୋଜନାରେ ଅନିୟମିତତାର ଅଭିଯୋଗ : ଖରାରେ ମରୁଛି ୧୦ ହଜାର ଚାରା, ଭିଜିଲାଞ୍ଚ ତଦନ୍ତ…
ଉମରକୋଟ : ନବରଙ୍ଗପୁର ଜିଲ୍ଲାର ଉମରକୋଟ ବନାଞ୍ଚଳ ଅନ୍ତର୍ଗତ ନବରଙ୍ଗପୁର ବନଖଣ୍ଡର ଜାମଧରା ବିଟ, ତୋହରା ସେକ୍ସନରେ ୨୦୨୫–୨୬ ମସିହାର “ସି.ଏ–ଏ.ଆର ବୃକ୍ଷ ରୋପଣ” ଯୋଜନା ଅଧୀନରେ ପ୍ରାୟ ୧୦ ହେକ୍ଟର ଜଙ୍ଗଳ ଜମିରେ ପ୍ରାୟ ୧୦,୦୦୦ ଟି ଚାରା ରୋପଣ କରାଯାଇଥିବା କୁହାଯାଉଛି। କିନ୍ତୁ ବର୍ତ୍ତମାନ!-->…
ଟ୍ରକ ସହ ପିଟି ହେଲା ବାଇକ, ବାପ-ପୁଅ ମୃତ
ବାଂଶପାଳ: କେନ୍ଦୁଝର ଜିଲ୍ଲା ସଦର ଥାନା ଶୁଆକାଟି ଫାଣ୍ଡି ତେନ୍ତୁଳିଠାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି | ଟ୍ରକକୁ ବାଇକ ଧକ୍କା ଦେଇଥିବାବେଳେ ଘଟଣାସ୍ଥଳରେ ବାପ ଓ ୩ ବର୍ଷର ଶିଶୁ ପୁତ୍ରଙ୍କର ମୃତ୍ୟୁ ହୋଇଯାଇଛି | ଏହି ଦୁର୍ଘଟଣାରେ ସ୍ତ୍ରୀ ଗୁରୁତର ହୋଇପଡିଥିବାବେଳେ ମୃତକ ସ୍ଥାନୀୟ!-->…
ଆନ୍ତର୍ଜାତୀୟ ମହିଳା ଦିବସରେ ଦର୍ଗାଗୁଡାରେ ଅଣ ସଂକ୍ରାମକ ରୋଗ ଚିହ୍ନଟ ଶିବିର
ସ୍ବାସ୍ଥ୍ୟ ସଚେତନତା ବଢ଼ାଇବା ସହ ଗ୍ରାମୀଣ ଲୋକଙ୍କୁ ମିଳିଲା ମାଗଣା ଚିକିତ୍ସା ସେବା
ଉମରକୋଟ : ଆନ୍ତର୍ଜାତୀୟ ମହିଳା ଦିବସର ପବିତ୍ର ଅବସରରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରପରିଷଦ ଅନ୍ତର୍ଗତ ୟୁ.ଭି. ନଂ–୪ ଦର୍ଗାଗୁଡା ଗ୍ରାମରେ ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର!-->!-->!-->!-->!-->…
ସାମାଜିକ ସଦଭାବନା ବୈଠକ ଅନୁଷ୍ଠିତ
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଖଣ୍ଡ ସାମାଜିକ ସଦଭାବନା ସମିତି ତରଫରୁ ସ୍ଥାନୀୟ ମିନି ଷ୍ଟାଡିୟମ ପରିସର ସଂସ୍କୃତି ଭବନରେ ସାମାଜିକ ସଦଭାବନା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ତାର ସଂଗଠନ, ସେବା ଓ ସଂସ୍କାରର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସାମାଜିକ!-->…
ପୋଖରୀରେ ବୁଡ଼ି ଦୁଇ ନାବାଳିକା ମୃତ
ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଖୁଟବାଇ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାନ ଦାମାପାଳା ଗ୍ରାମ ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଯାଇଛି | ମୁତ ଶିଶୁ ଦୁଇ ଜଣ ସମ୍ପର୍କୀୟ ଭଉଣୀ | ସୂଚନା ଅନୁଯାୟୀ ଦାମାପାଳା ଗ୍ରାମର ମାନସୀ ହରିଜନ (୦୮) ଓ ପକନାଗୁଡା!-->…
ହୃଦଘାତରେ ବରିଷ୍ଠ ସାମ୍ବାଦିକ ଆଶୁତୋଷ ମିଶ୍ରଙ୍କ ପରଲୋକ
ଭୁବନେଶ୍ଵର: ବରିଷ୍ଠ ସାମ୍ବାଦିକଙ୍କ ପରଲୋକ। ହୃଦଘାତରେ ବରିଷ୍ଠ ସାମ୍ବାଦିକ ଆଶୁତୋଷ ମିଶ୍ରଙ୍କର ପରଲୋକ ଘଟିଛି। ଆଶୁତୋଷ ମିଶ୍ରଙ୍କ ଦେହାନ୍ତରେ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରି କହିଛନ୍ତି ତାଙ୍କର ବିୟୋଗ ଓଡ଼ିଶାର!-->…
ହାତୀ ଆକ୍ରମଣରେ ଚାଷୀ ମୃତ
ରେଙ୍ଗାଲି କ୍ୟାମ୍ପ : ବରଗଡ ଜିଲା ଅତାବିରା ଥାନା ଅନ୍ଧାରିପାଲି ଗାଁରେ ହାତୀ ଆତଙ୍କ। ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି। ମୃତକ ବେଣୁଧର ଛୁରିଆ (୫୫)ବୋଲି ଜଣାପଡିଛି। ଆଜି ଭୋର ସମୟରେ ବେଣୁଧର ନିଜ ଚାଷ ଜମିକୁ ଦେଖିବାକୁ ଯାଇଥିଲେ। ପ୍ରାୟ ୬ ଟା ୩୦ ମିନିଟ ସମୟରେ ଗାଁର ଆଉ!-->…
ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ବଢିଲା ଖାଇବା ତେଲ ଦର
ନୂଆଦିଲ୍ଲୀ:ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ରୋଷେଇ ଘରେ ପଡ଼ିବା ଆରମ୍ଭ ହୋଇଛି । ବଜାରରେ ଖାଇବା ତେଲ ଦର ବୃଦ୍ଧି ହୋଇଛି। କିଛିଦିନ ତଳେ ରିଫାଇନ୍ ତେଲ ଲିଟର ୧୬୦ଟଙ୍କାରେ ବିକ୍ରି ହେଉଥିବାବେଳେ ଦୁଇଦିନ ହେଲା ଲିଟର ପିଛା ୧୭୦ଟଙ୍କାରେ ବିକ୍ରି ହେଉଛି। ଚାହିଦାଠାରୁ କମ୍ ପରିମାଣର ତେଲ!-->…