ଏନ୍‌ଏସି ବୈଠକରେ କୌଣସି ତଥ୍ୟ ମାଗିଲେ ମିଳୁନି : ଅଧାରୁ ଉଠି ପଳାଇଲେ କାଉନ୍‌ସିଲର

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଏନଏସିର କାଉନସିଲ ବୈଠକ ଅନୁଷ୍ଠିତ ହୋଇଛି l ଏଥିରେ ଏନ୍‌ଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିବା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳେଇ ଙ୍କ ସମେତ ବହୁ ପଦାଧିକାରୀ ପ୍ରମୁଖ ମଞ୍ଚାସିନ ଥିଲେ। ବୈଠକ ଅଧାରୁ

ମାଥିଲିରେ ‘ମାଲ୍ୟବନ୍ତ ଲୋକ ମହୋତ୍ସବ’ ପାଇଁ ପ୍ରସ୍ତୁତି ଶେଷ: ୩୦ରେ ଶୁଭାରମ୍ଭ, ଡିସେମ୍ବର ୩ରେ ମୁଖ୍ୟ ଉତ୍ସବ

ମାଥିଲି: ମାଲକାନଗିରି ଜିଲ୍ଲାର ଗଣପର୍ବ 'ମାଲ୍ୟବନ୍ତ ଲୋକ ମହୋତ୍ସବ' ପାଇଁ ସମଗ୍ର ଜିଲ୍ଲାରେ ବିଗୁଲ ବାଜି ସାରିଥିବା ବେଳେ ବ୍ଲକ ସ୍ତରରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ଆଜି ମାଥିଲି ବ୍ଲକ ସମ୍ମିଳନୀ କକ୍ଷରେ ମହୋତ୍ସବ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ଋଷିକୁଲ୍ୟା ନଦୀବନ୍ଧ ସୁରକ୍ଷା ନାଁରେ ମହାଦୁର୍ନୀତି: ପଥର ବଦଳରେ ପଡ଼ୁଛି କ୍ରସର ଗୁଣ୍ଡ, ୬ କୋଟି ଟଙ୍କା ପାଣିରେ…

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର ତଥା ବନ୍ୟାପ୍ରବଣ ଅଞ୍ଚଳ ଭାବେ ପରିଚିତ ଆସିକା ସହରରେ ନଦୀବନ୍ଧ ସୁରକ୍ଷା କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ଜଳସମ୍ପଦ ବିଭାଗର ତତ୍ତ୍ୱାବଧାନରେ ଚାଲିଥିବା ଋଷିକୁଲ୍ୟା ନଦୀର ସୁରକ୍ଷା ପାଚେରୀ ଓ ବନ୍ଧ

ଚିକିଟୀରେ ସ୍ବଦେଶୀ ସଂକଳ୍ପ ଅଭିଯାନ

ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ କରବାଲୁଆ କଲ୍ୟାଣ ମଣ୍ଡପ ଠାରେ ଚିକିଟୀ ବିଧାନସଭା ସ୍ତରୀୟ ଆତ୍ମନିର୍ଭର ସଂକଳ୍ପ ସ୍ବଦେଶୀ ଜାଗରଣ କାର୍ଯ୍ୟକ୍ରମ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରା ଯୋଗ

ବିଧାନସଭାର ଶୀତ ଅଧିବେଶନ ଆରମ୍ଭ

ଭୁବନେଶ୍ବର: ବିଧାନସଭାର ଶୀତ ଅଧିବେଶନ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏହା‌ ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍‌ ୨୯ଟି କାର୍ଯ୍ୟଦିବସ ରହିଛି। ଗୁରୁବାର ପୂର୍ବାହ୍ଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମ୍ବୋଧନରୁ ଗୃହକାର୍ଯ୍ୟ ଆରମ୍ଭ ହୋଇଛି। ଏହାପରେ

ଧର୍ମଘଟ ଡାକରା ପ୍ରତ୍ୟାହାର କଲା ଓଡ଼ିଶା ବସ୍ ମାଲିକ ସଂଘ

ଭୁବନେଶ୍ୱର: ମୋଟର ଯାନ ଯାଞ୍ଚ୍ ପାଇଁ ପୁଲିସ ବିଭାଗକୁ ଅତିରିକ୍ତ କ୍ଷମତା ପ୍ରଦାନ ପ୍ରତିବାଦରେ ଅଲ୍ ଓଡ଼ିଶା ବସ୍ ମାଲିକ ସଂଘ (AOBOA) ଡିସେମ୍ବର ୧ ରୁ ରାଜ୍ୟବ୍ୟାପୀ ଧର୍ମଘଟ ଧମକ ଦିଆଯାଇଥିଲା। ଏନେଇ ୧୭ ନଭେମ୍ବରରେ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ତେବେ ସରକାର ପୁଲିସ ବିଭାଗକୁ

ଦ୍ରୁତଗାମୀ ଯାତ୍ରୀବାହୀ ବସ୍ ଯୋଗୁ ବ୍ୟାପକ କ୍ଷୟକ୍ଷତି

ରାଉରକେଲା: ରାଉରକେଲା ପାନପୋଷ ରୋଡରେ ଗୁରୁବାର ସକାଳୁ ଘଟି ଯାଇଛି ଏକ ସିରିଜ୍ ଦୁର୍ଘଟଣା। ଦ୍ରୁତଗାମୀ ଯାତ୍ରୀବାହୀ ବସ୍ ରାସ୍ତା କଡ଼ରେ ଠିଆ ହୋଇଥିବା ଗାଡ଼ିଗୁଡ଼ିକ ଉପରେ ମାଡ଼ି ଯିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି।ଦୁର୍ଘଟଣାରେ ଗୋଟିଏ ପଜେରୋ ଗାଡ଼ି, ଗୋଟିଏ ପିକଅପ୍ ଭ୍ୟାନ୍ ଏବଂ ୩ଟି

“ଏ ମାଟି ମୋର କେତେ ନିଜର” : ୧୫ ବର୍ଷ ପରେ ବିଧାନସଭା ଗୃହରେ ମହାମହିମ, ବାଣ୍ଟିଲେ ଅନୁଭୂତି, ଦେଲେ…

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ଇତିହାସରେ ଆଜି ଯୋଡ଼ି ହୋଇଯାଇଛି ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ଦୀର୍ଘ ୧୫ ବର୍ଷ ପରେ ନିଜ ପୁରୁଣା କର୍ମଭୂମିକୁ ଫେରିଛନ୍ତି ରାଇରଙ୍ଗପୁରର ପୂର୍ବତନ ବିଧାୟକ ତଥା ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସପ୍ତଦଶ ବିଧାନସଭାର ଶୀତକାଳୀନ

ବାଇକ ଦୁର୍ଘଟଣାରେ ଯୁବକ ଗୁରୁତର…

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ନୟାଗଡ଼ - ଭଞ୍ଜନଗର ରାଜ୍ୟ ରାଜପଥ କେନାଲଛକ ନିକଟସ୍ଥ ଅରଖପଲ୍ଲୀ ଠାରେ ବାଇକ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି ।ଗୁରୁତର ଆହତ ଯୁବକ ଜଣକ ସ୍ଥାନୀୟ ରାବରା ମନ୍ଦିର ସାହିର ପୁରସ୍ତମ ପ୍ରଧାନ (୪୨)।ଦୁର୍ଘଟଣା ସ୍ଥଳରୁ ୧୦୮ ଆମ୍ବୁଲାନ୍ସ ଯୋଗେ

ପଶ୍ଚିମ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସମ୍ଭିଧାନ ଦିବସ ପାଳିତ : ଯୋଗ ଦେଲେ ବାହୁବଳୀ ନେତା ରମେଶ ଜେନା

କାର୍ଯ୍ୟକ୍ରମ ରେ କେବଳ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ର କର୍ମୀଙ୍କ ଭିଡ଼……!ବ୍ରହ୍ମପୁର: ବାହୁବଳୀ ନେତାଙ୍କ ପକ୍ଷରୁ ଆସିକା ଟାଉନହଲ୍ ଠାରେ ସମ୍ଭିଧାନ ଦିବସ ଜାକ ଜମକ ରେ ପାଳିତ କରାଯାଇଛି। ସାନ ଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ସହଯୋଗ ରେ ପଶ୍ଚିମ ଗଞ୍ଜାମ ଜିଲ୍ଲା କଂଗ୍ରେସ