ବରିଷ୍ଠ ବିଜେଡି ନେତା ହୃଷିକେଶ ପାଢ଼ୀଙ୍କ ଘରେ ଇଡି ରେଡ୍

ବ୍ରହ୍ମପୁର: ବରିଷ୍ଠ ବିଜେଡି ନେତା ତଥା ଗଞ୍ଜାମ ଜିଲ୍ଲା ଉପସଭାପତି ହୃଷିକେଶ ପାଢ଼ୀଙ୍କ ଘରେ ଇଡି ଚଢ଼ାଉ। ବ୍ରହ୍ମପୁର ଅମ୍ବିକା ନଗର ବାସଭବନ ଓ ଶେରଗଡ଼ ଘରେ ଇଡି ଟିମ୍ ସକାଳୁ ଚଢ଼ାଉ ଜାରି ରଖିଛି। ଞ୍ଜାମ ଜିଲ୍ଲାରେ ବାଲି ମାଫିଆଙ୍କ ଘରେ ଇଡି ରେଡ୍ । ଶେରଗଡ଼ ଅଞ୍ଚଳରେ ବାଲି ମାଫିଆ

ଅନନ୍ତ ଗୁମ୍ଫାରେ ବନ ବିଭାଗ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ , ପ୍ଲାଷ୍ଟିକକୁ ଦୈନଦିନ ଜୀବନରୁ ଦୂର…

ନୟାଗଡ଼,୧୬/୦୧(ନିସର୍ତ୍ତ): ନୟାଗଡ ଜିଲ୍ଲା ଖୋର୍ଦ୍ଧା ବନଖଣ୍ଡ ଅଧିନସ୍ଥ ରଣପୁର ବନାଞ୍ଚଳ ତରଫରୁ ବିଭିନ୍ନ ବଣଭୋଜି ସ୍ଥଳରେ ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଏହି ସଚେତନତା କାର୍ଯକ୍ରମ ନୟାଗଡ ଜିଲ୍ଲା ରଣପୁର ବନାଞ୍ଚଳ ଅଧିନସ୍ଥ କୋଟଗଡ ଅନନ୍ତଗୁମ୍ଫା ପରିସରରେ

ଛତୁଆ ଦୁର୍ନୀତିକୁ ନେଇ ଗର୍ଜିଲା କଂଗ୍ରେସ: ଭିଜିଲାନ୍ସ ତଦନ୍ତ ଦାବି, ନହେଲେ ରାଜପଥ ଅବରୋଧର ଚେତାବନୀ

ଉମରକୋଟ/ରାଇଘର, ୧୬/୦୧ : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଦୀର୍ଘଦିନ ଧରି ଚାଲିଆସୁଥିବା ବ୍ୟାପକ ଛତୁଆ ଦୁର୍ନୀତିକୁ ନେଇ ଆଜି ଜାତୀୟ କଂଗ୍ରେସ ପକ୍ଷରୁ ରାଇଘର ତପନ କଲ୍ୟାଣ ମଣ୍ଡପଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଲନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅନିୟମ ବିରୋଧରେ

ପଶ୍ଚିମବଙ୍ଗ ଗସ୍ତରେ ମୁଖ୍ୟମନ୍ତ୍ରୀ, ରାଜ୍ୟକୁ ଆସିବ ଆହୁରି ଅଧିକ ପୁଞ୍ଜି

ଭୁବନେଶ୍ବର: ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କୋଲକାତାରେ ନିବେଶକ ସମ୍ମିଳନୀରେ ଯୋଗଦେବାକୁ ଗୁରୁବାର ପଶ୍ଚିମବଙ୍ଗ ଯାତ୍ରା କରିଛନ୍ତି ମୁଖ୍ୟମନ୍ତ୍ରୀ । ୧୮ ତାରିଖ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ସେଠାରେ ରହିବେ । ଶୁକ୍ରବାର ଓ ଶନିବାର ଦୁଇ ଦିନ

ମୋରମ ଖୋଳିବା ହେଲା କାଳ ପଥର ଅତଡା ପଡି ଦୁଇ ଶ୍ରମିକ ମୃତ, ଘଟଣା ସ୍ଥଳରେ ପୁଲିସ ର ତଦନ୍ତ ଆରମ୍ଭ…

ମାଲକାନଗିରି,୧୬/୧ଆଜି ସକାଳେ ମାଲକାନଗିରି ସହର ପ୍ରବେଶ ଦ୍ୱାର ତାରିଣୀ ମନ୍ଦିର ପାର୍ଶ୍ଵ ରେ ଥିବା ଏକ ପାହାଡ଼ ପଥର କୁଆଁରୀ ରୁ ବେଆଇନ ଭାବେ ମୋରମ ମାଟି ଖୋଳୁଥିବା ସମୟରେ ହଟାତ ପଥର ଅତଡା ଖସି ପଡି ମାଲକାନଗିରି ସଦରର ସତ୍ୟମଗୁଡା ଗ୍ରାମର ଟୁନା ଗାଦବା(୨୧) ଶ୍ରମିକଙ୍କର ଘଟଣା ସ୍ଥଳ ରେ

ଗଞ୍ଜାମ ଜିଲ୍ଲାରେ ସିରିଜ ଇଡ଼ି ରେଡ ବିଭିନ୍ନ ବାଲି-ମଦ ଜମି-ଠିକାଦାର ଙ୍କ ଘରେ ପଞ୍ଝା ମାରିଲା ଇଡ଼ି…..!

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଅଧିକାଂଶ କରି ଶାସକ ଦଳ ପାଖରେ ମୁଣ୍ଡ ଗୁଞ୍ଜିଥିବା ଚୋରା ବାଲି, ମଦ, ଜମି ମାଫିଆ ମାନଙ୍କ ଉପରେ ଇଡ଼ି ପକ୍ଷରୁ ପଞ୍ଝା ମରାଯାଇଛି। ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଠାରେ ଚୋରା ବାଲି ସମ୍ରାଟ ମୁଦୁଲି, ବିଜିପୁରର ବିଶ୍ୱଜିତ ପାତ୍ର, ଜୟପ୍ରକାଶ ନଗର ସଚିନ

ଟିପିଏସ୍ଓଡିଏଲକୁ ମିଳିଲା ଟାଇମ୍ସ ବିଜନେସ୍ ଆଓ୍ୱାର୍ଡ…

ଦକ୍ଷିଣ ଓଡ଼ିଶାରେ ଗ୍ରାମାଞ୍ଚଳ ବିଜୁଳି ଯୋଗାଣ କ୍ଷେତ୍ରରେ ଟିପିଏସ୍ଓଡିଏଲର ଉତ୍କର୍ଷ ପ୍ରଦର୍ଶନ ବ୍ରହ୍ମପୁର, ଜାନୁଆରୀ- ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍)କୁ ଗ୍ରାମୀଣ ବିଦ୍ୟୁତ ବିତରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଟାଇମ୍ସ ବିଜନେସ୍

ଆସିକା ACMPCS ର ଜମିକୁ ଶାଗମାଛ ଦରରେ ପ୍ରଶାସନ ର ୯୯ବର୍ଷ ଲିଜ ଘଟଣା : ଚାଲିଛି ମାଛ ତେଲରେ ମାଛ ଭଜା…

ସ୍ୱଳ୍ପ ଟଙ୍କା ରେ ଜମି ଲିଜ ନେବା ପରେ ସେହି ଜମି ଉପରେ କୋଟି କୋଟି ଟଙ୍କାର ଋଣ ଆଣି ଅଟ୍ଟାଳିକା ନିର୍ମାଣ କରି ସବ ଲିଜ ପାଇଁ ଚାଲିଛି ମସୁଧା ….! ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସମବାୟ ନଗରୀ ଭାବେ ପରିଚିତ ଆସିକା। ଦୀର୍ଘ ଦଶନ୍ଧି ଧରି ଆସିକା ACMPCS ଭଲ ଲାଭରେ ଚାଲିଥିଲା।ଏସିଆ

ଜାନୁଆରୀ ୨୭ ରୁ ୩୦ ତାରିଖ ଯାଏଁ ଅନୁଷ୍ଠିତ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ

ଛତ୍ରପୁର : ପର୍ଯ୍ୟଟକ ଓ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଯେ ବହୁ ପ୍ରତିକ୍ଷିତ ଗୋପାଳପୁର ବେଳାଭୂମି ମହୋତ୍ସବ ଚଳିତ ମାସ ଜାନୁଆରୀ ୨୭ ରୁ ୩୦ ତାରିଖ ଯାଏଁ ବିଗତ ବର୍ଷ ମାନଙ୍କଠାରୁ ଅଧିକ ଆଡମ୍ବର ଓ ଉତ୍ସାହରେ ଅନୁଷ୍ଠିତ ହେବ । ମହୋତ୍ସବର ଉଦ୍ଘାଟନୀ ସମାରୋହରେ ଓଡ଼ିଶାର