Sign in
Sign in
Recover your password.
A password will be e-mailed to you.
ମାଟ୍ରିମୋନୀଆଲ ସାଇଟରେ ଡାକ୍ତର ପରିଚୟ ଦେଇ ୨୨ ଲକ୍ଷ ଟଙ୍କାର ଠକେଇ
ଭୁବନେଶ୍ୱର : ମାଟ୍ରିମୋନୀଆଲ ସାଇଟରୁ ବଡ଼ ଠକେଇ । ନିଜକୁ ଡାକ୍ତର ପରିଚୟ ଦେଇ ଲୁଟି ନେଲେ ୨୨ ଲକ୍ଷ ଟଙ୍କା । ମାଟ୍ରିମୋନିଆଲ ସାଇଟରେ ଫେକ ଡାକ୍ତର ପ୍ରୋଫାଇଲ କରି ଯୁବତୀଙ୍କୁ ଠକିଥିବା ଅଭିଯୋଗ । ଅଭିଯୁକ୍ତ ଠକକୁ ଗିରଫ କରିଛି କମିଶନରେଟ ପୁଲିସ । ଠକାମୀର ଶୀକାର ହୋଇଥିବା ଜଣେ!-->…
ପରିବାର ସହ ମହାପ୍ରଭୁଙ୍କ ଦର୍ଶନ କଲେ ଶିଳ୍ପା ସେଟ୍ଟୀ
ପୁରୀ: ପୁରୀରେ ବଲିଉଡ୍ ଅଭିନେତ୍ରୀ । ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଆଜି ପୁରୀ ଆସିଛନ୍ତି। ନିଜ ପରିବାର ଲୋକଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରି ଆଶିଷ ଲାଭ କରିଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ଶ୍ରୀମନ୍ଦିର ସିଂହଦ୍ବାରଠାରେ ପହଞ୍ଚିବା ପରେ ତାଙ୍କ କୌଳିକ ପଣ୍ଡା ସ୍ବାଗତ କରିଥିଲେ ।!-->…
ମହିଳାଙ୍କୁ ପଥରରେ ଛେଚି ହତ୍ୟା
ସୁନ୍ଦରଗଡ଼: ମହିଳାଙ୍କୁ ପଥରରେ ଛେଚି ହତ୍ୟା । ସୁନ୍ଦରଗଡ଼ ଟାଉନ ଥାନା ସଙ୍କରା ଗଉଡ଼ପଡ଼ା ପୋଖରୀ ନିଟକଟରୁ ଉଦ୍ଧାର ହୋଇଛି ମୃତଦେହ । ବିଲରେ ଜଣେ ମହିଳାଙ୍କ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଛେଦ ପାଇଁ ପଠାଇବା ସହ!-->…
୩୦ ପୁରୁଣା ଆମ ବସର ହେବ ସ୍କ୍ରାପିଂ
ଭୁବନେଶ୍ୱର : ସ୍କାର୍ପିଂ ହେବ ୩୦୦ ପୁରୁଣା ଗାଡ଼ି । ବସ୍ ଜଳିବା ପରେ ପରିବାହନ ବିଭାଗର ଚିନ୍ତା । ଆମ ବସ୍ ସେବା ସମ୍ପର୍କିତ ଗଠିତ ଉଚ୍ଚସ୍ତରୀୟ କମିଟିର ବୈଠକ ଅନୁଷ୍ଠିତ । ବୈଠକରେ ସଡ଼କ ସୁରକ୍ଷା, ଯାତ୍ରୀ ଅନୁକୂଳ ଆମ ବସ୍ ସେବା ଓ ଚାଳକଙ୍କ ସାମଗ୍ରିକ ବିକାଶ ଉପରେ ଗୁରୁତ୍ବ!-->…
ଟାଟା ଷ୍ଟିଲ ଫାଉଣ୍ଡେସନର ‘ଚେଞ୍ଜମେକର୍ ଆୱାର୍ଡ଼’ ରେ ସମ୍ମାନୀତ ହେଲେ ରଙ୍ଗେଇଲୁଣ୍ଡାର ଆଲୋକ ସାସମଲ
ବ୍ରହ୍ମପୁର, ୧୫/୦୧ : ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଝାଡ଼ଖଣ୍ଡର ଜାମସେଦପୁର ଠାରେ ଆୟୋଜିତ ଯୁବ ସମାରୋହ ' ଧ୍ଵନି ' ରେ ପ୍ରଶଂସା ସାଉଣ୍ଟିଛନ୍ତି ରଙ୍ଗେଇଲୁଣ୍ଡା ବ୍ଲକ ଫୁଲଟା ଗାଁ ର ଆଲୋକ ସାସମଲ। ପରିବେଶ ସଂରକ୍ଷଣ, ବୃକ୍ଷରୋପଣ ଓ ଦୀର୍ଘସ୍ଥାୟୀ ଜୀବନଶୈଳୀ ଉପରେ ସଚେତନତା ସୃଷ୍ଟି କରି!-->…
ଜଳିଗଲା ଦୋକାନ, କ୍ଷତି ହେଲା ଲକ୍ଷାଧିକ ଟଙ୍କାର ଇଲେକ୍ଟ୍ରିକ ସାମଗ୍ରୀ
ମାଲକାନଗିରି : ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଆଜି ଏକ ଦୁଃଖଦ ଘଟଣା ଘଟିଯାଇଛି। ନିଆଁ ଲାଗି ଜଣେ ଇଲେକ୍ଟ୍ରିକ ବ୍ୟବସାୟୀଙ୍କ ଦୋକାନ ଜଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ମିଳିଥିବା ସୂଚନା ମୁତାବକ ବୁଧବାର ରାତିରେ ଦୋକାନୀ ନିଜର ସଟର ବନ୍ଦ କରି ନିଜ ଘରକୁ ଫେରିଥିଲେ। ତେବେ!-->…
ଜଳବିଭାଜିକା ଓ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ୱାଟରସେଡ ମହୋତ୍ସବ ପାଳିତ
ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ କାଲଦାପଲ୍ଲୀ ଗ୍ରାମ ଠାରେ ଜଳବିଭାଜିକା ତଥା ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ୱାଟରସେଡ ମହତ୍ସବ ୨୦୨୫-୨୬ ପାଳିତ ହୋଇଯାଇଛି। ଏହି ଅବସରରେ କାଲଦାପଲ୍ଲୀ ଗ୍ରାମରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ଜଳବିଭାଜିକା ଓ!-->…
ବିଜେଡିରୁ ବିଦା ହେଲେ ଦୁଇ ବିଧାୟକ
ଭୁବନେଶ୍ବର: ବିଜେଡିରୁ ବିଦାହେଲେ ଦୁଇ ବିଧାୟକ । ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କଲେ ସଭାପତି ନବୀନ ପଟ୍ଟନାୟକ ।ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବିଦା ହେଲେ ଦୁଇ ବିଧାୟକ । ଦୁଇ ବିଧାୟକଙ୍କୁ ଦଳରୁ ନିଲମ୍ବନ କଲେ ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ!-->…
ମିଲରଙ୍କ ଚାପରେ ପ୍ରଶାସନ ଓ ନେତା ଚେପା : ରତିଆଧିଆ ବଦଳିଲା ମିଲର ସଂଯୋଗୀକରଣ
ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ଡିସେମ୍ବର ୨୯ ତାରିଖ ଜିଲ୍ଲାସ୍ତରୀୟ ଧାନ କିଣା ଶୁଭାରମ୍ଭ ହୋଇଥିଲେ ମଧ୍ୟ ଧାନ କିଣା ଆରମ୍ଭ ହୋଇପାରିନାହିଁ । ମିଲରଙ୍କ ଷଡ଼ଯନ୍ତ୍ର ଓ ଚାପ ଆଗରେ ପ୍ରଶାସନ ଓ ରାଜନେତା ମାନେ ମୁଣ୍ଡ ନୁଆଇଁ ଦେଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।ଅଧିକାଂଶ ପାକ୍ସରେ ମିଲର!-->…
ଓଡ଼ଗାଁ ପୋଲିସର ଅପରେସନ ଷ୍ଟ୍ରାଇକ : ୫ ଲିଟର ଦେଶୀ ମଦ ଜବତ ଓ ଜଣେ ଗିରଫ
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ପୋଲିସ ଅପରେସନ ଷ୍ଟ୍ରାଇକ ମାଧ୍ୟମରେ ୫ ଲିଟର ଦେଶୀ ମଦ ଜବତ କରିବା ସହିତ ଜଣକୁ ଗିରଫ କରାଯାଇଛି।ଗିରଫ ଜଣକ ନନ୍ଦିଘୋର ଗ୍ରାମର ସନ୍ତୋଷ କୁମାର ପରିଡ଼ା । କୌଣସି ପୂର୍ବ ସୂଚନା ନଥାଇ ଓଡ଼ଗାଁ ପୋଲିସ ଓଡ଼ଗାଁ ଅଞ୍ଚଳର ବିଭିନ୍ନ ହୋଟେଲ ଏବଂ ଲଜ!-->…