Sign in
Sign in
Recover your password.
A password will be e-mailed to you.
ଏଥର ଜନଗଣନାରେ ବିବାହିତ ଲିଷ୍ଟରେ ସାମିଲ ହେବେ ଲିଭ୍ ଇନ୍ ଦମ୍ପତି
ନୂଆଦିଲ୍ଲୀ: ଭାରତରେ ଏବେ ଲିଭ୍ ଇନ୍ ରିଲେସନସିପ୍ ଭଳି ଆଧୁନିକ ସମ୍ପର୍କକୁ ମିଳିବ ସ୍ଵୀକୃତି। ଏଥର ଜନଗଣନାରେ ଲିଭ୍ ଇନ୍ କପୁଲଙ୍କୁ ନେଇ ନୂଆ ନିୟମ। ଲିଭ୍ ଇନ୍ ଦମ୍ପତ୍ତି ଏବେ ବିବାହିତ ଲିଷ୍ଟରେ ସାମିଲ ହେବେ। ସମାନ ପରିବାରରେ ଏକାଠି ରହୁଥିବା ଲିଭ୍ ଇନ୍ ଦମ୍ପତ୍ତି ମାନଙ୍କୁ ଏହି!-->…
ଆଉ ରହିବନି ଏଲପିଜି ସିଲିଣ୍ଡର ଚିନ୍ତା, ମାଗଣାରେ ଗ୍ୟାସ୍ ଦେବ ବିଜେପି
ନୂଆଦିଲ୍ଲୀ: ମହିଳାଙ୍କର ରହିବନି ଆଉ ଏଲପିଜି ସିଲିଣ୍ଡର ଚିନ୍ତା। ଏଣିକି ମାଗଣାରେ ମିଳିବ ଗ୍ୟାସ ସିଲିଣ୍ଡର। ଆଜ୍ଞା ହଁ ବିଶ୍ୱାସ ନ ହେଲେ ମଧ୍ୟ ଏହା ସତ। ଏଭଳି କିଛି ପ୍ରତିଶ୍ରୁତି ଭାରତୀୟ ଜନତା ପାର୍ଟି (ବିଜେପି) ମଙ୍ଗଳବାର ଏକ ଇସ୍ତହାର ପତ୍ରରେ ପ୍ରକାଶ କରିଛି।
ଗରିବ ପରିବାରକୁ!-->!-->!-->…
୧୮ ଶହ ପଏଣ୍ଟ ବଢିଲା ସେନସେକ୍ସ, ସେୟାର ମାର୍କେଟ୍ରେ ଉତ୍ସାହ
ନୂଆଦିଲ୍ଲୀ: ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଲା ସେୟାର ବଜାର । ୧୮ ଶହ ପଏଣ୍ଟ ବଢିଲା ସେନସେକ୍ସ । ବଜାର ଖୋଲିବାରୁ ସେନ୍ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ!-->…
ଆମେରିକୀୟ ଆଇଟି କମ୍ପାନୀ ‘ଓରାକେଲ୍’ର ୩୦ ହଜାର କର୍ମଚାରୀଙ୍କୁ ଛଟେଇ, ୧୨ହଜାର ଭାରତୀୟ ପ୍ରଭାବିତ
ଆମେରିକା : ଆମେରିକୀୟ ଆଇଟି କମ୍ପାନୀ ‘ଓରାକେଲ୍’କର୍ମଚାରୀଙ୍କୁ କଲା ଛଟେଇ । କମ୍ପାନୀ ବିଶ୍ୱ ସ୍ତରରେ ପ୍ରାୟ ୩୦ ହଜାର କର୍ମଚାରୀଙ୍କୁ ଛଟେଇ କରିଛି । ଭାରତୀୟ କର୍ମଚାରୀଙ୍କ ସଂଖ୍ୟା ୪୦%ରୁ ଅଧିକ ରହିଛି । ଏଥିରେ ୧୨୦୦୦ ଭାରତୀୟ କର୍ମଚାରୀଙ୍କ ଉପରେ ପ୍ରଭାବ ପଡିଛି ।
କମ୍ପାନୀର!-->!-->!-->…
ବୀର ବିକ୍ରମ ଯାଦବ ହେଲେ ଡିଜିସିଏର ନୂଆ ଡିଜି
ନୂଆଦିଲ୍ଲୀ : ବରିଷ୍ଠ ଆଇଏଏସ ଅଧିକାରୀ ବୀର ବିକ୍ରମ ଯାଦବଙ୍କୁ ଡିଜିସିଏର ଡିଜି ଭାବେ ନିଯୁକ୍ତ କରାଯାଇଛି । ନିଯୁକ୍ତି ସଂକ୍ରାନ୍ତୀୟ କେନ୍ଦ୍ର କ୍ୟାବିନେଟ କମିଟିରେ ଏନେଇ ଅନୁମୋଦନ ହୋଇଛି ।
ଏୟାର ଟ୍ରାଫିକ୍, ବିମାନ ବାତିଲ ଏବଂ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଅନେକ ଚ୍ୟାଲେଞ୍ଜ୍!-->!-->!-->…
ରୁଷୀୟ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ
ରୁଷ : କ୍ରିମିଆରେ ରୁଷୀୟ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୨୯ ଜଣଙ୍କର ମୃତ୍ୟୁ ହୋଇଛି । TASS ବୁଧବାର ରିପୋର୍ଟ ଅନୁସାରେ, ବିମାନରେ ୨୩ ଜଣ ଯାତ୍ରୀ ଏବଂ ଛଅ ଜଣ କ୍ରୁ ସଦସ୍ୟ ଥିଲେ । ରୁଷୀୟ ଆଣ୍ଟୋନୋଭ-୨୬ ସେନା ବିମାନ କ୍ରିମିଆ ଉପଦ୍ୱୀପ ଉପରେ ଯାଉଥିବା ସମୟରେ!-->…
ଭୁବନେଶ୍ୱରରେ ଭିସା ଆବେଦନ କେନ୍ଦ୍ର ଉଦଘାଟିତ
ଭୁବନେଶ୍ୱର : ଉତ୍କଳ ଦିବସ ଅବସରରେ ଭୁବନେଶ୍ୱରରେ ଭିସା ଆବେଦନ କେନ୍ଦ୍ର ଉଦଘାଟିତ । ବରମୁଣ୍ଡାରେ BSABTରେ ଭିସା ଆବେଦନ କେନ୍ଦ୍ରକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ରାଜ୍ୟବାସୀଙ୍କୁ ଏହି ସେବା ପାଇଁ କୋଲକାତା, ଦିଲ୍ଲୀ, ହାଇଦ୍ରାବାଦ ଯିବାପାଇଁ!-->…
ଆଜିଠାରୁ ପେଟ୍ରୋଲ ପମ୍ପରେ E 20 ପେଟ୍ରୋଲ ବାଧ୍ୟତାମୂଳକ
ଭୁବନେଶ୍ୱର : ଆଜିଠାରୁ ପେଟ୍ରୋଲ ପମ୍ପରେ E 20 ପେଟ୍ରୋଲ ବାଧ୍ୟତାମୂଳକ । ପୂର୍ବରୁ E10 ପେଟ୍ରୋଲ ବିକ୍ରି ହେଉଥିଲା । ପେଟ୍ରୋଲରେ ଅଧିକ ପରିମାଣର ଇଥାନଲ ମିଶାଗଲେ, ଧୀରେ ଧୀରେ ପେଟ୍ରୋଲ ନିର୍ଭରଶୀଳତା କମିଯିବ । ମଧ୍ୟପ୍ରାଚ୍ୟରୁ ତୈଳ ଆମଦାନୀ ବାବଦରେ ଶହ ଶହ!-->…
୭ ଦିନ ବଢ଼ିଲା ଖରିଫ ଧାନ କିଣା ଅବଧି
ଭୁବନେଶ୍ୱର : ବଢ଼ିଲା ଧାନ କିଣା ଡେଡଲାଇନ । ୭ ଦିନ ପାଇଁ ଖରିଫ ଧାନକିଣା ଅବଧି ବଢ଼ାଇଲେ ରାଜ୍ୟ ସରକାର । ଚାଷୀଙ୍କ ଟୋକନ ଯେପରି ଲ୍ୟାପ୍ସ ନହୁଏ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି । ମାର୍ଚ୍ଚ ୩୧ ତାରିଖ ଧାନକିଣାର ଶେଷ ତାରିଖ ଥିଲା । ହେଲେ ଏବେବି ଅନେକ!-->…
ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କୁ ଉତ୍କଳ ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
ଭୁଵନେଶ୍ୱର : ଉତ୍କଳ ଦିବସରେ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରଧାନମନ୍ତ୍ରୀ ଚିଠି ଲେଖି, ଓଡ଼ିଶା ସମୃଦ୍ଧିର ନୂଆ ମାଇଲଖୁଣ୍ଟ ହାସଲ କରି ଚାଲିବ ବୋଲି କହିଛନ୍ତି । ଏହାସହ ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ପ୍ରଶଂସା କରିଛ ନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ମହାପ୍ରଭୁ!-->…