Sign in
Sign in
Recover your password.
A password will be e-mailed to you.
ଛତ୍ରପୁର ଠାରେ ଜିଲ୍ଲାସ୍ତରୀୟ ଓଡିଶା ଦିବସ – ୨୦୨୬ ମହା ସମାରୋହରେ ପାଳିତ…
ଛତ୍ରପୁର, ୧/୪: ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ଓଡିଶା ଦିବସ- ୨୦୨୬ ମହାସମାରୋହରେ ପାଳିତ ହୋଇଯାଇଛି l ଏଥିରେ ଗଞ୍ଜାମ ଜିଲ୍ଲାର ଅତିରିକ୍ତଜିଲ୍ଲାପାଳ ( ସାଧାରଣ ) ଡ଼ଃ ପ୍ରମୋଦ କୁମାର ପୃଷ୍ଟି ମୁଖ୍ୟ ଅତିଥି ଭାବେ
ଯୋଗଦେଇ ସ୍ୱତନ୍ତ୍ର ଓଡିଶା ପ୍ରଦେଶ!-->!-->!-->!-->!-->…
ଧର୍ମ ପରିବର୍ତ୍ତନ ପରେ ଶବ ସଂସ୍କାରକୁ ନେଇ ବିବାଦ : ୯୦ ବର୍ଷିଆ ବୃଦ୍ଧାଙ୍କ ଶବ ୨୪ ଘଣ୍ଟା ଧରି ପଡ଼ି ରହିଲା…
ଉମରକୋଟ :- (୦୧/୦୪/ ୨୦୨୬) ଏକ ନିଜସ୍ୱ ଗାଁରେ ହିଂସା ବିନା ଶବ ସଂସ୍କାର ବାଧା ଘଟିବାର ଖବର ସମ୍ପୂର୍ଣ୍ଣ ଉମରକୋଟକୁ ଚକିତ କରିଦେଇଛି। ଗାଁର ଚଇତି ପୂଜାରିଭରଣ୍ଡୀ ଗ୍ରାମର ଜଣେ ୯୦ ବର୍ଷିଆ ବୃଦ୍ଧାଙ୍କ ଶବ ପ୍ରାୟ ୨୪ ଘଣ୍ଟା ଧରି ମାଟିରେ ପଡ଼ିଥିବାର ସୂଚନା ମିଳିଛି, ଯାହା ସମ୍ପୂର୍ଣ୍ଣ!-->…
ରାଉରକେଲା ପୋଲିସ ତରଫରୁ ୯୧ତମ ଓଡ଼ିଶା ପୋଲିସ ଗଠନ ଦିବସକୁ ଅତ୍ୟନ୍ତ ଉତ୍ସାହ ଏବଂ ଆନୁଷ୍ଠାନିକ ଗର୍ବର ସହିତ ପାଳନ…
ରାଉରକେଲା : ସାମ୍ବାଦିକ ଅବଦୁଲ ସୋହାଭଙ୍କ ରିପୋର୍ଟ ରାଉରକେଲା ପୋଲିସ ରିଜର୍ଭ ପରେଡ୍ ଗ୍ରାଉଣ୍ଡ, ରାଉରକେଲାରେ ୯୧ତମ ଓଡ଼ିଶା ପୋଲିସ ଗଠନ ଦିବସକୁ ଅତ୍ୟନ୍ତ ଉତ୍ସାହ ଏବଂ ଆନୁଷ୍ଠାନିକ ଗର୍ବର ସହିତ ପାଳନ କରିଛି ! ଏହି କାର୍ଯ୍ୟକ୍ରମରେ ଏକ ପ୍ରଭାବଶାଳୀ ପରେଡ୍ ପରେ ପୁରସ୍କାର ବଣ୍ଟନ!-->!-->!-->…
ଓଡ଼ିଶା ଦିବସ ଆମ୍ଭମାନଙ୍କ ଗର୍ବ ଓ ଗୌରବର ପ୍ରତିକ : ବରିଷ୍ଠ କଳାକାର ସଂଘ…
ବ୍ରହ୍ମପୁର, ତା. ୦୧/୦୪ :କଳା ଓ କଳାକାର ହିତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ" ପକ୍ଷରୁ ସ୍ଥାନୀୟ ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହଲ୍ - ଆନ୍ଧ୍ର ଭାଷା ବିବର୍ଦ୍ଧନୀ ସମାଜମ ସଭା ପ୍ରକୋଷ୍ଠ ଠାରେ ପବିତ୍ର ଓଡ଼ିଶା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି!-->…
ରାୟଗଡ଼ା ଜିଲ୍ଲାସ୍ତରୀୟ ୯୧ ତମ ଓଡିଶା ଦିବସ ୨୦୨୬ ମହାସମାରୋହରେ ପାଳିତ…
ରାୟଗଡା : ୦୧/୦୪ ( ଯୋଗେଶ୍ୱର ଦାସଙ୍କ ରିପୋର୍ଟ)ରାୟଗଡା ଜିଲ୍ଳା ସଦର ମହକୁମା ଠାରେ ଜିଲ୍ଳାସ୍ତରୀୟ ୯୧ ତମ ଓଡିଶା ଦିବସ-୨୦୨୬ ମହା ସମାରୋହରେ ପାଳିତ ହୋଇଯାଇଛି । ସ୍ଥାନୀୟ ବିଜୁ ପଟ୍ଟନାୟକ ଅଡ଼ିଟୋରିୟମରେ ଅନୁଷ୍ଠିତ ସାଧାରଣ ସଭା ଆୟୋଜନ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି!-->…
ସହକାରୀ କୃଷି ଅଧିକାରୀ ପରୀକ୍ଷାରେ ରାଜ୍ୟରେ ତୃତୀୟ ସ୍ଥାନରେ ଓଡ଼ଗାଁର ମଳୟ ହୋତା…
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ପାନ୍ତିଖାରି ପଞ୍ଚାୟତ ପନ୍ତିଖାରି ଶାସନ ଗ୍ରାମର ମଳୟ ହୋତା ସହକାରୀ କୃଷି ଅଧିକାରୀ ପରୀକ୍ଷାରେ ସମଗ୍ର ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରିଥିବାରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ପ୍ରଥମରୁ ଜଣେ ମେଧାବୀ ଛାତ୍ର ଥିବା ମଳୟ!-->…
ପୂଜ୍ୟ ପୂଜା ସମିତି ପକ୍ଷରୁ ଓଡ଼ିଶା ଦିବସ ପାଳନ…
ଓଡ଼ିଶାବାସୀଙ୍କ ମୌଳିକ ସମସ୍ୟା ସମାଧାନ ହେଉ: ସମିତି
ବ୍ରହ୍ମପୁର, ତା. ୧.୪.୨୦୨୬: ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ୯୧ତମ ଉତ୍କଳ ଦିବସ ଉତ୍ସାହର ସହ ପାଳନ କରାଯାଇଥିଲା। ଏହି ଅବସରରେ ସହରର ବିଭିନ୍ନ ଛକରେ ସ୍ଥାପିତ ଓଡ଼ିଆ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ!-->!-->!-->…
ମାଲକାନଗିରି ଜିଲ୍ଲାରେ ଜନଗଣନା-୨୦୨୭ ପାଇଁ ପ୍ରସ୍ତୁତି ଜୋରଦାର…
ଜିଲ୍ଲାପାଳଙ୍କ ଦ୍ୱାରା ଜନଗଣନା ରଥର ଶୁଭାରମ୍ଭ
ମାଲକାନଗିରି, ନିଃସର୍ତ୍ତ ନିୟୁଜ ୧/୪/୨୬:ଆସନ୍ତା ୨୦୨୭ ଜନଗଣନାକୁ ସଫଳ କରିବା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ!-->!-->!-->…
ଅମ୍ବୃତେଶ୍ୱର ଦେଵଙ୍କ ୪୮ତମ ବିଶ୍ଵ ଶାନ୍ତି ମହାଯଜ୍ଞ ଉଦଯାପିତ…
ନୟାଗଡ଼ ନିଃସର୍ତ୍ତ ନିୟୁଜ ,୩୧/୦୩(ନିସର୍ତ୍ତ):ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳାସ୍ଥିତ ନୃସିଂହ ପୁର ଟାଙ୍ଗୀ ସାହିର ଆରଧ୍ୟ ଦେବ ପ୍ରଭୁ ଶ୍ରୀ ଅମ୍ବୃତେଶ୍ୱର ଦେଵଙ୍କ ୪୮ତମ ବିଶ୍ଵ ଶାନ୍ତି ମହାଯଜ୍ଞ ସତ୍ୟ ନାରାୟଣ ମହାପାତ୍ରଙ୍କ ଆବାହକତ୍ୱରେ ଅମ୍ବୃତେଶ୍ୱର ଦେଵଙ୍କ!-->…
ହୋଟେଲରୁ ଆଇପିଏଲ୍ରେ କାର୍ଯ୍ୟରତ ବ୍ରଡକାଷ୍ଟ ଇଞ୍ଜିନିୟରଙ୍କ ମୃତଦେହ ଉଦ୍ଧାର
ନୂଆଦିଲ୍ଲୀ: ମାର୍ଚ୍ଚ ୨୮ ତାରିଖରୁ ଆଇପିଏଲର ନୂଆ ସିଜିନ୍ ଆରମ୍ଭ ହୋଇଛି। ଏହି ସମୟରେ ଟୁର୍ଣ୍ଣାମେଣ୍ଟ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟ ପାଇଁ ବ୍ରଡକାଷ୍ଟ ଇଞ୍ଜିନିୟର ଭାବରେ କାମ କରୁଥିବା ଜଣେ ବ୍ରିଟିଶ ନାଗରିକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ଇଆନ୍ ୱିଲିୟମ୍ସ!-->…