Sign in
Sign in
Recover your password.
A password will be e-mailed to you.
ମାସୁଦ ଆଝାରର ବଡ ଭାଇ ମହମ୍ମଦ ତାହିର ଅନୱରର ମୃତ୍ୟୁ, କାରଣ ଅସ୍ପଷ୍ଟ
ଇସଲାମାବାଦ : ପାକିସ୍ତାନରୁ ମଙ୍ଗଳବାର ଏକ ବଡ ଖବର ସାମ୍ନାକୁ ଆସିଛି। ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦର ମୁଖ୍ୟ ମାସୁଦ ଆଝାରର ବଡ ଭାଇ ମହମ୍ମଦ ତାହିର ଅନୱରର ମୃତ୍ୟୁ ଘଟିଛି। ମାତ୍ର କେଉଁ କାରଣରୁ ତା’ର ମୃତ୍ୟୁ ଘଟିଛି ତାହା ଅସ୍ପଷ୍ଟ ରହିଛି। ଅଜ୍ଞାତ ବ୍ୟକ୍ତି ଦ୍ୱାରା ତା’ର ହତ୍ୟା!-->…
ଇରାନ ସହ ଯୁଦ୍ଧ ଶେଷ କରିବାକୁ ପ୍ରସ୍ତୁତ: ଡୋନାଲଡ ଟ୍ରମ୍ପ
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏକ ନୂତନ ରଣନୀତି ପ୍ରସ୍ତୁତ କରିଛନ୍ତି। ଟ୍ରମ୍ପ ତାଙ୍କ ସହଯୋଗୀମାନଙ୍କୁ କହିଛନ୍ତି ଯେ ସେ ଇରାନ ସହିତ ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତୁତ । ଯଦିଓ ହର୍ମୁଜ୍ ପ୍ରଣାଳୀ ବନ୍ଦ ରହେ। ୱାଲ ଷ୍ଟ୍ରିଟ୍!-->…
କଲୋନୀରେ ନିଆଁ ଲାଗି ଗୋଟିଏ ପରିବାରର ୫ ଜୀବନ୍ତ ଦଗ୍ଧ
ସୁରତ : ଗୁଜରାଟ ସୁରତ ଜିଲ୍ଲାରେ ଲିମ୍ବାୟତ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ । ଏକ କଲୋନୀରେ ନିଆଁ ଲାଗିବା ଯୋଗୁଁ ଗୋଟିଏ ପରିବାରର ୫ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ସୂଚନା ମିଳିବା ପରେ ପୋଲିସ ଏବଂ ଅଗ୍ନିଶମ ଟିମ୍ ନିଆଁକୁ ଆୟତ୍ତ କରିଛନ୍ତି । ପୋଲିସ ସମସ୍ତ ମୃତଦେହକୁ ଜବତ କରି!-->…
କ୍ୟାନ୍ସର ଚିକିତ୍ସାରେ ନୂଆ ସମ୍ଭାବନା, ମାତ୍ର ୫ ଦିନରେ ବ୍ରେନ ଟ୍ୟୁମର ଭଲ କଲା ନୂଆ ଔଷଧ
ନୂଆଦିଲ୍ଲୀ: କ୍ୟାନ୍ସର ଚିକିତ୍ସାରେ ନୂଆ ସମ୍ଭାବନା । ମାତ୍ର ୫ ଦିନରେ ବ୍ରେନ ଟ୍ୟୁମର ଗାଏବ କଲା ନୂଆ ଔଷଧ। କର୍କଟ ଭଳି ମାରାତ୍ମକ ରୋଗର ଚିକିତ୍ସା କ୍ଷେତ୍ରରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଆମେରିକାର ମାସାଚୁସେଟ୍ସ ଜେନେରାଲ୍ ହସ୍ପିଟାଲର ବୈଜ୍ଞାନିକମାନେ ଏକ ନୂତନ!-->…
ବିଜେପିରେ ସାମିଲ ହେଲେ ଟେନିସ ତାରକା ଲିଆଣ୍ଡର ପେସ୍
ନୂଆଦିଲ୍ଲୀ : ପୂର୍ବତନ ଟେନିସ୍ ଖେଳାଳି ଲିଆଣ୍ଡର ପେସ୍ ବିଜେପିରେ ଯୋଗ ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ କିରନ ରିଜିଜୁ ଏବଂ ସୁକାନ୍ତ ମଜୁମଦାରଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । ପଶ୍ଚିମବଙ୍ଗ ରାଜନୀତି ପୂର୍ବରୁ ବିଜେପି ଶିବିରରେ ସାମିଲ ହୋଇଛନ୍ତି ପୂର୍ବତନ ଟେନିସ!-->…
ଇରାନ ଉପରେ ବଙ୍କର-ବଷ୍ଟର ବୋମା ମାଡ଼ କଲା ଆମେରିକା
ଆମେରିକା : ଇରାନ ଉପରେ ଆମେରିକାର ଭୟଙ୍କର ଆକ୍ରମଣ । ବଙ୍କର-ବଷ୍ଟର ବୋମା ମାଡ଼ରେ ଥରିଲା ଇସଫାହାନ । ଭୟଙ୍କର ବିସ୍ଫୋରଣର ଭିଡିଓ ସେୟାର କଲେ ଟ୍ରମ୍ପ୍ । ୯୦୦ କିଲୋର ବୋମାମାଡ଼ରେ ଜଳିଉଠିଲା ଆକାଶ । ସୋମବାର ବିଳମ୍ବିତ ରାତିରେ ଆମେରିକା ପକ୍ଷରୁ ଇରାନର ଇସଫାହାନ ସହରରେ ଥିବା ଏକ ବଡ଼!-->…
ବ୍ୟାଡମିଣ୍ଟନ ଖେଳୁ ଖେଳୁ ସାଇଲେଣ୍ଟ ଆଟାକ୍: ୫ ସେକେଣ୍ଡରେ ଚାଲିଗଲା ଖେଳାଳିଙ୍କ ଜୀବନ
ଉତ୍ତରପ୍ରଦେଶ : ଖେଳୁ ଖେଳୁ ଚାଲିଗଲା ଜୀବନ । ମହୋବା ସ୍ଥିତ ଷ୍ଟାଡିୟମରେ ବ୍ୟାଡମିଣ୍ଟନ ଖେଳୁଥିବା ବେଳେ ଜୀବନ ଚାଲିଯାଇଛି । ଯାହାଏ ଭିଡିଓ ସିସିଟିଭିରେ କଏଦ ହୋଇଛି । ମାତ୍ର ୫ ସେକେଣ୍ଡରେ ଖେଳାଳିଙ୍କ ଜୀବନ ଚାଲିଯାଇଛି । ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରଲ ହେଉଛି ।
ମହୋବା!-->!-->!-->…
ଜନଗଣନା-୨୦୨୭ ଓ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ପାଇଁ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ
ମାଲକାନଗିରି : ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଆଭାସି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଦିନରେ ଆରମ୍ଭ ହେବାକୁ ଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏବଂ ଜନଗଣନା-୨୦୨୭ କାର୍ଯ୍ୟକ୍ରମର ପ୍ରସ୍ତୁତି ସମ୍ପର୍କରେ ଏହି ବୈଠକରେ!-->…
ନାଳନ୍ଦା ଶୀତଳା ମନ୍ଦିରରେ ଦଳାଚକଟା: ୮ ମୃତ, ଅନେକ ଶ୍ରଦ୍ଧାଳୁ ଆହତ
ବିହାର : ବିହାର ନାଳନ୍ଦାରେ ଥିବା ଏକ ମନ୍ଦିରରେ ସକାଳୁ ସକାଳୁ ଦଳାଚକଟା ଯୋଗୁଁ ୮ ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଚାଲିଯାଇଛି । ଦଳାଚକଟାରେ ଅନେକ ଲୋକ ଆହତ ହୋଇଛନ୍ତି । ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ।
ଖବର ମୁତାବକ, ନାଳନ୍ଦାରେ ଥିବା ମଘଡା ଶୀତଳା ମନ୍ଦିରରେ ସକାଳୁ ସକାଳୁ ଭିଡ଼!-->!-->!-->…
ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏନ.ଏସ.ଏସ ସ୍ୱତନ୍ତ୍ର ଶିବିର ଉଦଯାପିତ
ନୟାଗଡ଼ : ନୟାଗଡ଼ ଜିଲ୍ଲା ନୂଆଗାଁ ସ୍ଥିତ ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା (NSS) ର ସ୍ୱତନ୍ତ୍ର ଶିବିର ଆଜି ସଫଳତାର ସହ ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର ସାହୁ ସଭାପତିତ୍ୱ କରିଥିଲେ। ଏହି ଅବସରରେ ଅତିଥି ଭାବେ!-->…