Sign in
Sign in
Recover your password.
A password will be e-mailed to you.
‘ରକେଟ୍-କମ୍-ମିସାଇଲ୍ ଫୋର୍ସ’ ଗଠନ କରିବାକୁ ଚାହୁଛି ଭାରତ
ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର ଏବଂ ୟୁକ୍ରେନ୍ ଓ ମଧ୍ୟପ୍ରାଚ୍ୟରେ ସଂଘର୍ଷ ଏକ କ୍ଷେପଣାସ୍ତ୍ର ନବଜାଗରଣର ଆରମ୍ଭ କରିଛି। ଏହା ଅଣ-ଯୋଗାଯୋଗ ଯୁଦ୍ଧର ଯୁଗ ଏବଂ ଭାରତ ବର୍ତ୍ତମାନ ଏକ ‘ରକେଟ୍-କମ୍-ମିସାଇଲ୍ ଫୋର୍ସ’ ଗଠନ କରିବାକୁ ଚାହୁଛି। ସୀମାରେ ପାକିସ୍ତାନ ଓ ଚୀନ୍ ଆଡ଼ୁ ବିପଦ ଥିବାରୁ!-->…
ଦ୍ରୁତ ଗତିରେ ବ୍ୟାପୁଛି ନିପା ଭାଇରସ, ଜାଣନ୍ତୁ ଲକ୍ଷଣ
ନୂଆଦିଲ୍ଲୀ: ଦ୍ରୁତ ଗତିରେ ବ୍ୟାପୁଛି ନିପା ଭାଇରସ୍ । ପଶ୍ଚିମବଙ୍ଗରୁ ନମୁନା ପଠାଯିବା ପରେ ପୁନେର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ନିପା ଭାଇରସକୁ ଚିହ୍ନଟ କରିଛି। ଏହି ଭାଇରସ ମାରାତ୍ମକ, ଏବଂ ଲକ୍ଷଣ ଦେଖାଦେଲେ, ଜଣେ ବ୍ୟକ୍ତିଙ୍କୁ କୋଭିଡ-୧୯ ପରି କ୍ୱାରେଣ୍ଟାଇନ୍ କରାଯିବା!-->…
ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଛନ୍ତି। କେନ୍ଦ୍ରମନ୍ତ୍ରୀ ଏଲ୍. ମୁରୁଗନଙ୍କ ଦିଲ୍ଲୀ ଘରେ ପୋଙ୍ଗଲ ପାଳିବା ସହ ପୂଜାର୍ଚ୍ଚନା କରିଛନ୍ତି। ଏପରିକି କିଛି ଗାଈ ମାନଙ୍କୁ ଖାଇବାକୁ ମଧ୍ୟ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ!-->…
ହବିବି ନଗରରେ ବିସ୍ଫୋରଣ, ଗୋଟିଏ ପରିବାରର ୩ ମୃତ, ୨ ଆହତ
ଝାଡ଼ଖଣ୍ଡ : ଝାଡ଼ଖଣ୍ଡର ହଜାରିବାଗ ଜିଲ୍ଲାର ହବିବି ନଗରରେ ବିସ୍ଫୋରଣ ଯୋଗୁଁ ପରିବାରର ୩ ଜଣଙ୍କ ଜୀବନ ଚାଲିଯାଇଛି । ମୃତକଙ୍କ ମଧ୍ୟରେ ଜଣେ ସ୍ବାମୀ ସ୍ତ୍ରୀ ଏବଂ ଜଣେ ପିଲା ରହିଛି । ବିସ୍ଫୋରଣରେ ୨ ଜଣ ଲୋକ ଆହତ ହୋଇଛନ୍ତି । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ!-->…
ଭୁଲ ଇଞ୍ଜେକସନ ଦେଇ ୫୦୦ କୁକୁରଙ୍କୁ ହତ୍ୟା
ହାଇଦ୍ରାବାଦ : ଅମାନବୀୟ, ହୃଦୟବିଦାରକ, ଅବିଶ୍ବସନୀୟ । ବୁଲାକୁକୁରଙ୍କୁ ଭୁଲ ଇଞ୍ଜେକସନ ଦେଇ ମାରିଦେଲେ । ପ୍ରାଣଘାତୀ ଇଞ୍ଜେକସନରେ ୫ଶହ କୁକୁରଙ୍କ ମୃତ୍ୟୁ ହୋଇଛି । ବୁଲା କୁକୁରଙ୍କ ଠାରୁ ରକ୍ଷା ପାଇବା ପାଇଁ ଏଭଳି ନୃଶଂସ ପଦକ୍ଷେପକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି । କୁକୁରଙ୍କୁ!-->…
ଭାରତୀୟଙ୍କୁ ଇରାନ ଛାଡିବାକୁ ପରାମର୍ଶ, ଭାରତୀୟ ଦୂତାବାସ ତରଫରୁ ଆଡଭାଇଜରୀ ଜାରି
ଇରାନ : ଇରାନରେ ପରିସ୍ଥିତି ବିଗିଡ଼ିବାରେ ଲାଗିଛି । ଇରାନରେ ବିରେଶଧ ପ୍ରଦର୍ଶନ ଜାରି ରହିଥିବା ବେଳେ ଭାରତ ସରକାର ନିଜ ନାଗରିକ ପାଇଁ ଆଡଭାଇଜରୀ ଜାରି କରିଛି । ବିଦେଶ ମନ୍ତ୍ରଣାଳୟ ନିଜ ଆଡଭାଇଜରୀରେ କହିଛି କି, ଇରାନରେ ଥିବା ଛାତ୍ର, ଶ୍ରଦ୍ଧାଳୁ, ବେପାରୀ ଏବଂ ପର୍ଯ୍ୟଟକ ତୁରନ୍ତ!-->…
ଗଙ୍ଗାସାଗର ମେଳା, ପୂଣ୍ୟ ବୁଡ ପକାଇଲେ ୬୦ ଲକ୍ଷ ଶ୍ରଦ୍ଧାଳୁ
କୋଲକାତା: ସମସ୍ତ ତୀର୍ଥ ସ୍ଥାନ ଦର୍ଶନ କଲେ ଯାହା ପୁଣ୍ୟ ମିଳେ ଗଙ୍ଗା ସାଗରରେ ଥରେ ମାତ୍ର ବୁଡ ପକାଇଲେ ସମାନ ପୁଣ୍ୟ ମିଳିଥାଏ । ପୂଣ୍ୟ ତୀର୍ଥ ସ୍ଥାନ ଗଙ୍ଗାସାଗରରେ ମକର ସଂକ୍ରାନ୍ତି ଦିନ ଆଜି ୧ଟା ୧୯ ମିନିଟରୁ ୧୫ ତାରିଖ ମଧ୍ୟାହ୍ନ ୧ଟା ୧୯ ମିନିଟ ପର୍ଯ୍ୟନ୍ତ ପୂଣ୍ୟସ୍ନାନର ମାହେନ୍ଦ୍ର!-->…
ଟ୍ରେନ ଉପରେ ଖସିପଡିଲା କ୍ରେନ, ୨୨ ମୃତ
ବ୍ୟାଙ୍କକ : ଥାଇଲାଣ୍ଡରେ ଉତ୍ତର-ପୂର୍ବ ଅଞ୍ଚଳରେ ଭୟଙ୍କର ଟ୍ରେନ ଦୁର୍ଘଟଣା । ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକରେ ଭୟଙ୍କର ଟ୍ରେନ ଦୁର୍ଘଟଣାରେ ୨୨ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ୩୦ ରୁ ଅଧିକ ଆହତ ହୋଇଛନ୍ତି । ଘଟଣାରେ ଆଉ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।!-->…
‘ଇରାନବାସୀଙ୍କ ପାଇଁ ଟ୍ରମ୍ପ ଓ ନେତାନ୍ୟାହୁ ବଡ଼ ଶତ୍ରୁ’
ଆମେରିକା : ଇରାନ ଆନ୍ଦୋଳନକାରୀଙ୍କୁ ଟ୍ରମ୍ପଙ୍କ ବଡ଼ ବାର୍ତ୍ତା । ସରକାରୀ ଅନୁଷ୍ଠାନକୁ ଦଖଲ କରନ୍ତୁ, ଆମେ ସାହାଯ୍ୟ ପଠାଉଛୁ । ଟ୍ରମ୍ପଙ୍କ ଏହି ବିସ୍ଫୋରକ ବୟାନ ପରେ ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ନେଇ ଟ୍ରମ୍ପଙ୍କୁ ଇରାନ କଡ଼ା ଜବାବ!-->…
ମେଳାକୁ ଯାଉଥିବା ବେଳେ ଦୁର୍ଘଟଣା, ଚାଲିଗଲା ୨ ଜୀବନ
ରାଇଘର : ପଡ଼ୋଶୀ ଛତିଶଗଡ଼ ଅନ୍ତର୍ଗତ ପାଖଞ୍ଜର ଠାରେ ଆୟୋଜିତ ମେଳାକୁ ଯାଉଥିବା ଏକ ଯାତ୍ରୀବାହୀ ଗାଡ଼ି କୋମଲପୁର ନିକଟରେ ଦୁର୍ଘଟଣାର ସାମ୍ନା କରିଛି। ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ ଜଣେ ମହିଳାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛିl ମୃତକମାନେ ହେଲେ ମାଳତୀ ମଜୁମଦାର ଏବଂ ଓମ୍!-->…