ହୀରାକୁଦ କେଜ୍ ଫିସ୍ କଲ୍ଚର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ହୀରାକୁଦ ଜଳଭଣ୍ଡାରରେ ଆବଦ୍ଧ ମାଛ ଚାଷ (କେଜ୍ ଫିସ୍ କଲ୍ଚର) ଏକ ସଫଳ ମଡେଲ୍। ଏହା ଖୁବ୍ ଶୀଘ୍ର ରାଜ୍ୟର ମଧୁର ପାଣି ମାଛ ଉତ୍ପାଦନକୁ ବହୁ ପରିମାଣରେ ବୃଦ୍ଧି କରିବ। ରବିବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଉଭୟ କ୍ଷେତ୍ର ପରିଦର୍ଶନ ଏବଂ ଉଚ୍ଚ ସ୍ତରୀୟ ବୈଠକ କରି ଏହି…

ପୁରୀ ପ୍ରକଳ୍ପରେ ବାଧାସୃଷ୍ଟି ଲାଗି ନିୟମିତ ଭାବେ ମିଛ କହୁଛନ୍ତି ବିଜେପି ନେତା: ବିଜେଡି

ଭୁବନେଶ୍ୱର, : ପୁରୀ ପ୍ରକଳ୍ପ ସଂକ୍ରାନ୍ତରେ ଲଗାତାର ଭାବେ ମିଥ୍ୟା ଓ ବିଭ୍ରାନ୍ତିକର ବକ୍ତବ୍ୟ ରଖି କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବାରୁ ଏଥିପାଇଁ ଯେଉଁ ସେବାୟତ ଓ ଜଗନ୍ନାଥପ୍ରେମୀମାନେ ଜମି ଦାନ କରିଛନ୍ତି ସେମାନେ କେବେ ହେଲେ ଆପଣଙ୍କୁ କ୍ଷମା କରିବେ ନାହିଁ । ରାଜନୀତି କରିବା ପାଇଁ…

ସିଦ୍ଧାର୍ଥ ରାଉତରାୟଙ୍କ ଆଉ ଏକ କୀର୍ତ୍ତି: ଏଭେରେଷ୍ଟରେ ଉଡାଇଲେ ପତିତପାବନ ବାନା

ଭୁବନେଶ୍ବର: ପର୍ବତାରୋହୀ ସିଦ୍ଧାର୍ଥ ରାଉତରାୟଙ୍କ ଆଉ ଏକ କୀର୍ତ୍ତି। ପୂର୍ବରୁ ଆଇରନମ୍ୟାନ ଟାଇଟଲ ଜିତିଥିବା ବେଳେ ଏବେ ଏଭରେଷ୍ଟ ଚଢ଼ି ଆଉ ଏକ ରେକର୍ଡ କରିଛନ୍ତି ସିଦ୍ଧାର୍ଥ।ଏଭରେଷ୍ଟ ଚଢିବା ପରେ ଓଡ଼ିଆ ପାଇକ ପୁଅ ଭାବେ ଏଭରେଷ୍ଟରେ ପତିତପାବନ ବାନା ଉଦାଇଵା ସହ ଜୟ ପାଇକ ନା…

କାଳବୈଶାଖୀ: ୫ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ବର: କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ହୋଇଛି । ୨୪ ତାରିଖ ପରଠୁ ରାଜ୍ୟରେ ବେଶୀ କାଳବୈଶାଖୀ ମଧ୍ୟ ଅନୁଭୂତ ହେବ । କିନ୍ତୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ୩ ରୁ ୪ ଡିଗ୍ରୀ ବୃଦ୍ଧି ହେବା ସମ୍ଭାବନା ରହିଛି । ଏହି ପୂର୍ବାନୁମାନ କରିଛି ଆଞ୍ଚଳିକ…

ଟିମ୍‌ ଗଠନ କରି ହସ୍ପିଟାଲରେ ଅଚାନକ ପରିଦର୍ଶନ କର- ହାଇକୋର୍ଟ

କଟକ: ସରକାରୀ ଡାକ୍ତରମାନେ ଘରୋଇ ହସ୍ପିଟାଲରେ ରୋଗୀ ଚିକିତ୍ସା କରୁଥିବା ଓ ବିଭିନ୍ନ ହସ୍ପିଟାଲରେ ଆବଶ୍ୟକ ଡାକ୍ତର ନଥିବା ସହ ବ୍ୟାପକ ଅବ୍ୟବସ୍ଥା ରହିଥିବା ନେଇ ଦାଖଲ ରିପୋର୍ଟ ଉପରେ ହାଇକୋର୍ଟ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଆବେଦନକାରୀ ଚିତ୍ତରଞ୍ଜନ ମହାନ୍ତିଙ୍କ ପକ୍ଷରୁ ଦାୟର…

ରାତିଅଧିଆ ଜିପିଆର ସର୍ଭେ: ମୁଖ୍ୟମନ୍ତ୍ରୀ ଶୀଘ୍ର ହସ୍ତକ୍ଷେପ କରିବାକୁ ଦାବି କଲେ ନରସିଂହ ମିଶ୍ର

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଞ୍ଚଳରେ ରାତିଅଧିଆ ଜିପିଆର ସର୍ଭେକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଘନ ଅନ୍ଧକାରରେ ଚୋରମାନେ ହିଁ କାମ କରନ୍ତି । ଯଦି କେହି କିଛି ଭୁଲ କରିନଥାନ୍ତେ ତେବେ ଏଭଳି କାମ କରିନଥାନ୍ତେ । ସେ ରାଜ୍ୟ…

ତୈଳ ଦର ହ୍ରାସ ଉପରେ ଅନୁଧ୍ୟାନ କରି ନିଷ୍ପତ୍ତି ନେବେ ରାଜ୍ୟ ସରକାର : ଅମର ପଟ୍ଟନାୟକ

ଭୁବନେଶ୍ୱର: କେନ୍ଦ୍ରର ପୋଟ୍ରେଲ ଡିଜେଲ ଦର ହ୍ରାସ ପଦକ୍ଷେପ ଉପରେ ପ୍ରତିକ୍ରିୟା ରଖିଲା ବିଜେଡି । ରବିବାର ବିଜେଡି ରାଜ୍ୟସଭା ସଦସ୍ୟ ଅମର ପଟ୍ଟନାୟକ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ପେଟ୍ରୋଲ ଡିଜେଲ ଦର କମାଇବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଅଧିକ ସୁଯୋଗ…

ରାଜ୍ୟ ସରକାର ଭୁଲ ଜାଣିଲେଣି: ଅପରାଜିତା

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପୁଣି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରତିକ୍ରିୟା ରଖିଛନ୍ତି । ଅପରାଜିତା କହିଛନ୍ତି ସାଢ଼େ ୪କୋଟି ଓଡ଼ିଆ ଜାଣିଗଲେଣି ରାଜ୍ୟ ସରକାର ଭୁଲ କରିଛନ୍ତି । ଘଟଣାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କିଛିନା କିଛି କରିବେ । ଯଦି ଭୁଲ ନଥିଲା…

ଇଡିରେ ହାଜର ହେଲେ ଖଣି ମାଲିକ ତଥା ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ

ଭୁବନେଶ୍ଵର: ଇଡିରେ ହାଜର ହେଲେ ଖଣି ମାଲିକ ତଥା ପୂର୍ବତନ ବିଧାୟକ ଜିତେନ୍ଦ୍ର ନାଥ ପଟ୍ଟନାୟକ। ଘରୁ ଲକ୍ଷ ଲକ୍ଷ ଟଙ୍କା ମିଳିବା ଘଟଣାରେ ସେ ଇଡିରେ ହାଜର ହୋଇଛନ୍ତି । ଗତ ମେ ମାସ ୧୧ ତାରିଖରେ ଜିତୁ ପଟ୍ଟନାୟକଙ୍କ ଯୋଡ଼ା ଓ ଭୁବନେଶ୍ୱର ସ୍ଥିତ ୪ଟି ସ୍ଥାନରେ ଇଡି ଚଢାଉ କରିଥିଲା । ତାଙ୍କ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ରାତି ଅଧିଆ ସର୍ଭେକୁ ନେଇ ପ୍ରଶ୍ନ ଉଠାଇଲେ ସମ୍ବିତ ପାତ୍ର

ପୁରୀ: ରାତିଅଧିଆ ଜିପିଆର ସର୍ଭେକୁ ନେଇ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ୨୦୧୯ ସାଧାରଣ ନିର୍ବାଚନରେ ଲୋକସଭା ପ୍ରାର୍ଥୀ ହୋଇଥିବା ଡାକ୍ତର ସମ୍ବିତ ପାତ୍ର ପ୍ରଶ୍ନ ଉଠାଇଛନ୍ତି। ସେ ଅଭିଯୋଗ କରି କହିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର ମିଛ କହିଛନ୍ତି। ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଓବିସିସି…